ମନୋରଂଜନ

କେବଳ ରାଜନୀତି ନୁହେଁ ଅଭିନୟରେ ବି ସରତାଜ ଡୋନାଲ୍ଡ ଟ୍ରମ୍ପ, ଏହି ଫିଲ୍ମରେ କରିସାରିଛନ୍ତି କାମ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପତ୍ନୀ ମେଲାନିଆ, ଝିଅ ଇବାଙ୍କା ଏବଂ ଜ୍ୱାଇଁ ଜେରେଡ୍‌ କୁଶନେରଙ୍କ ସହିତ ଅହମ୍ମଦାବାଦରେ ପହଁଚି ସାରିଛନ୍ତି। ପିଏମ ମୋଦି ତାଙ୍କ ଭବ୍ୟ ସ୍ୱାଗତ କରିଛନ୍ତି। ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ପିଏମ୍‌ ମୋଦି ଏବଂ ଟ୍ରମ୍ପ ‘ନମସ୍ତେ ଟ୍ରମ୍ପ’ କାଯ୍ୟର୍କ୍ରମକୁ ମଧ୍ୟ ସମ୍ବୋଧିତ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବହୁତ ଭଲ ଅଭିନେତା ମଧ୍ୟ। ଯଦି ଆପଣଙ୍କର ବିଦେଶୀ ଫିଲ୍ମରେ ରହିଥାଏ ତେବେ ଆପଣ ଟ୍ରମ୍ପଙ୍କର କିଛି ମୁଭିଜ୍‌ ନିଶ୍ଚୟ ଦେଖିଥିବେ। ଆସନ୍ତୁ ଜାଣିବା କେଉଁ ଫିଲ୍ମରେ ଟ୍ରମ୍ପ ବହୁତ ସୁନ୍ଦର ଅଭିନୟ କରିଛନ୍ତି।

ସ୍ପିନ୍‌ ସିଟି

ଆମେରିକା ସିଟକମ୍‌ ଟେଲିଭିଜନ ଶ୍ରୁଙ୍ଖଳା ସ୍ପିନ ସିଟି ୧୭ ସେପ୍ଟେମ୍ବର ୧୯୯୬ ରୁ ୩୦ ଏପ୍ରିଲ, ୨୦୦୨ ପଯ୍ୟର୍ନ୍ତ ଏବିସିରେ ପ୍ରସାରିତ ହେଉଥିଲା। ଏହି ଶୋରେ ଡୋନାଲ୍ଡ ଟ୍ରମ୍ପ ମାଇକେଲ ଫକ୍ସଙ୍କ ସହିତ ନଜର ଆସିଥିଲେ। ଭଲ ରେଟିଂ ନ ଆସିବାରୁ ୨୦୦୨ରେ ଏହି ଟିଭି ସିରିଜ୍‌ ବନ୍ଦ ହୋଇଯାଇଥିଲା।

ସେକ୍ସ ଆଣ୍ଡ ଦ ସିଟି

ନ୍ୟୁୟର୍କ ସହରରେ ଘଟିଥିବା ଏକ କାହାଣୀ ଉପରେ ଆଧାରିତ ଏହି କାଯ୍ୟର୍କ୍ରମ ଚାରି ଜଣ ମହିଳାଙ୍କ ଉପରେ ଆଧାରିତ ଥିଲା। ୧୯୯୯ରେ ଟ୍ରମ୍ପ ଏହି ଶୋରେ କ୍ୟାମିଓରେ ନଜର ଆସିସାରିଛନ୍ତି। ସେ ଏହି ଶୋକୁ ସିଜନ ୨ର ଏକ ଏପିସୋଡରେ ନଜର ଆସିଥିଲେ। ଯେଉଁଥିରେ ସେ ଜଣେ ମହିଳାଙ୍କୁ ପ୍ରଭାବିତ କରୁଥିବା ନଜର ଆସୁଥିଲେ।

ଲିଟିଲ ରାସକଲ୍ସ

ଏହି ଫିଲ୍ମ ୧୯୯୪ରେ ଆସିଥିଲା। ଏଥିରେ ଟ୍ରମ୍ପ ଗେଷ୍ଟ ଆପିୟରାନ୍ସ ଭାବେ ନଜର ଆସିଥିଲେ। ଫିଲ୍ମର ଏକ ସିନରେ ଟ୍ରମ୍ପ ନିଜ ପିଲା ସହିତ କଥା ହେଉଥିବା ଦେଖିବାକୁ ମିଳିଥିଲା।

ସଡନଲୀ ସୁସେନ

ଏହି ଟିଭି ଶୋ୧୯୯୭ରେ ପ୍ରସାରିତ ହୋଇଥିଲା। ଶୋର ଗୋଟିଏ ଏପିସୋଡରେ ଡୋନାଲଡ୍‌ ଟ୍ରମ୍ପ ଜଣେ ବିଜନେସମ୍ୟାନ ଭୁମିକାରେ ନଜର ଆସିଥିଲେ। ଏହାକୁ ବହୁତ ପସନ୍ଦ ମଧ୍ୟ କରାଯାଇଥିଲା।

ହୋମ ଅଲୋନ ୨

ହୋମ ଅଲୋନ ୨ ବର୍ଷ ୧୯୯୨ରେ ହୋଇଥିବା ଏକ ହାସ୍ୟ ଫିଲ୍ମ ଥିଲା। ହୋମ ଅଲୋନ ୨ରେ ଟ୍ରମ୍ପରେ କ୍ୟାମିଓ କରିଥିଲେ। ଏହି ଫିଲ୍ମର ଏକ ଏପିସୋଡ ଟ୍ରମ୍ପଙ୍କ ଘରେ ସୁଟ୍‌ କରାଯାଇଥିଲା।

Pritiparna

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

18 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

26 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

32 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

40 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

43 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

50 mins ago