ଶାରଜାହ : ଅନୁଷ୍କା ଓ ବିରାଟଙ୍କ ଲଭ୍ ଲାଇଫ ସବୁବେଳେ ଚର୍ଚ୍ଚାରେ ଥାଏ । ଦୁହେଁ ଦୁହିଁଙ୍କୁ ଏମିତି ପ୍ରେମ କରନ୍ତି ଯେ ତାହା ଦେଖଣାହାରୀଙ୍କ ନଜରରୁ ବି ଛପି ରହେ ନାହିଁ । ଅନୁଷ୍କା ଏବେ ମା’ ହେବାକୁ ଯାଉଛନ୍ତି । ତେଣୁ ତାଙ୍କର ଖାସ୍ ନଜର ଏବେ ରଖୁଛନ୍ତି ବିରାଟ କୋହିଲ୍ । ଏବେ ବିରାଟ ଆଇପିଏଲ୍ ଖେଳିବାକୁ ଦୁବାଇ ଯାଇଛନ୍ତି । ସାଙ୍ଗରେ ବି ପତ୍ନୀ ଅନୁଷ୍କାଙ୍କୁ ନେଇଛନ୍ତି ।
ଅନୁଷ୍କା ମଧ୍ୟ ବିରାଟଙ୍କ ମନୋବଳ ବଢ଼ାଇବାକୁ ଓ ତାଙ୍କୁ ଚିୟରସ୍ କରିବାକୁ ବିରାଟଙ୍କ ପାଖେ ପାଖେ ଥାଆନ୍ତି । ଏବେ ଆଇପିଏଲ୍ ଖେଳ ବେଳେ ମଧ୍ୟ ଅନୁଷ୍କା ବିରାଟଙ୍କ ସହ ଦୁବାଇରେ ଅଛନ୍ତି । ଷ୍ଟାଡିୟମରେ ରହି ବିରାଟଙ୍କୁ ଚିୟରସ୍ କରୁଛନ୍ତି । ସବୁଠୁ ବଡ଼ କଥା ହେଉଛି ଏବେ ଦୁହିଁଙ୍କୁ ନେଇ ଏପରି ଏକ ଭିଡିଓ ଆସିଛି ଯେଉଁଠି ବିରାଟ ଖେଳ ପଡ଼ିଆରେ ଥାଇ ମଧ୍ୟ ଅନୁଷ୍କାଙ୍କ ଖାଇବା କଥା ପଚାରି ବୁଝୁଛନ୍ତି । ଯାହାର ଭିଡିଓ ଭାଇରାଲ ହୋଇଛି ।
ପ୍ରଶଂସକ ଏଥିପାଇଁ ବିରାଟଙ୍କୁ ବହୁତ ପ୍ରଶଂସା କରିଛନ୍ତି ଯେ ସେ କିପରି ଖେଳ ବେଳେ ପଡ଼ିଆରେ ଥାଇ ମଧ୍ୟ ପତ୍ନୀଙ୍କ ଯତ୍ନ ନେଉଛନ୍ତି । ଏବେ ଏହି ଭିଡିଓ ଅନୁଷ୍କା ଓ ବିରାଟଙ୍କ ଫ୍ୟାନ୍ କ୍ଲବ ପକ୍ଷରୁ ବହୁତ ପ୍ରଶଂସା କରାଯାଇଛି । ପ୍ରଶଂସକମାନେ ଅନୁଷ୍କାଙ୍କୁ ମଧ୍ୟ ନିଜର ଯତ୍ନ ନେବା ପାଇଁ କହିଛନ୍ତି ।
ଅନୁଷ୍କାଙ୍କ ଫିଲ୍ମ କାରିଅର କଥା କହିବାକୁ ଗଲେ ତାଙ୍କର ଶେଷ ଫିଲ୍ମ ଜୋରରେ ସେ ଶାହାରୁକ୍ଙ୍କ ଦେଖିବାକୁ ମିଳିଥିଲେ । ଏଥିରେ କ୍ୟାଟ୍ରିନା ମଧ୍ୟ ତାଙ୍କ ସହ ମୁଖ୍ୟ ଭୂମିକାରରେ ଦେଖିବାକୁ ମିଳିଥିଲେ । ଏହି ଫିଲ୍ମ ପରଠାରୁ ଅନୁଷ୍କା ଆଉ କୈାଣସି ଫିଲ୍ମରେ ଆସି ନାହାଁନ୍ତି । ତେବେ ମା’ ହେବା ପରେ ସେ ନୂଆ ପ୍ରୋଜେକ୍ଟରେ ସାଇନ୍ କରିବେ ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି ।
ଆସୁଛି ଓ୍ଵାନ୍ ପ୍ଲସର ଧମାକେଦାର ଫୋନ୍ । ଯଦି ଆପଣ ଓ୍ଵାନପ୍ଲସ୍ ଲଭର୍ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…
ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା । ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…
ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…
ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…
ଦୁନିଆର ସବୁଠାରୁ ଉଚ୍ଚ ବିଲିଡିଂ ତଥା ଦୁବାଇରେ ଥିବା ବୁର୍ଜ ଖଲିଫାରେ ଝଲସିଲା ଆଇପିଏଲ ୨୦୨୪ ଟ୍ରଫି । ବୁର୍ଜ…