Categories: ରାଶିଫଳ

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

ମେଷ : ଆଜି କୌଣସି ଆଇନଗତ ନିଷ୍ପତି ଆପଣଙ୍କ ପକ୍ଷ ହୋଇପାରେ। ବର୍ତ୍ତମାନ ଆପଣଙ୍କୁ ପରିଶ୍ରମର ଫଳ ପ୍ରାପ୍ତି ହେବ। ନିଜର ରାଗକୁ ନିୟନ୍ତ୍ରଣରେ ରଖନ୍ତୁ।

ବୃଷ : ଝଗଡ଼ାରୁ ଦୂରରେ ରୁହନ୍ତୁ। କାରଣ ଶତ୍ରୁମାନଙ୍କ କବଳରୁ ମୁକ୍ତ ହେବା ପାଇଁ କଷ୍ଟକର ହୋଇଥାଏ। ଏହି ସମୟରେ ଆପଣ ସାବଧାନ ରୁହନ୍ତୁ।

ମିଥୁନ : ଆଜି ଆପଣଙ୍କର ଅନେକ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଯେତେ କଠିନ କାମ ହେଲେ ମଧ୍ୟ ଆପଣ ସହଜରେ ସମାଧାନ କରିପାରିବେ।

କର୍କଟ : ଆଜି କୌଣସି ଗମ୍ଭୀର ସମସ୍ୟାର ସମାଧାନ ହେବା ସହ ସଫଳତା ପ୍ରାପ୍ତି ହେବ।

ସିଂହ : କୌଣସି ଖାସ୍ ଚିନ୍ତାଧାରା ଆଜି ଆପଣଙ୍କୁ ବଦଳାଇ ପାରେ। ଲୋକମାନଙ୍କ ନିକଟରେ ପ୍ରଶଂସନୀୟ ହେବେ।

କନ୍ୟା : ଅଦାଲତ ସମ୍ବନ୍ଧିତ କୌଣସି ଘଟଣାର ନିଷ୍ପତି ଆପଣଙ୍କ ପକ୍ଷରେ ହୋଇପାରେ। କୌଣସି ଉଚ୍ଚ ଅଧିକାରୀଙ୍କ ସାହାଯ୍ୟ ଦ୍ବାରା ଆପଣ ଉପକୃତ ହୋଇପାରିବେ।

ତୁଳା : ଆଜି ଆପଣ ନମ୍ର ସ୍ବଭାବରେ ସମସ୍ତିଙ୍କ ମନକୁ ଜିତି ପାରିବେ। କୌଣସି ପରିସ୍ଥିତରେ ମଧ୍ୟ ଆପଣ ସମସ୍ତ ସମସ୍ୟାର ସମଧାନ କରିପାରିବେ।

ବିଛା : ଆଜି ଆପଣଙ୍କ ପ୍ରତିଯୋଗିତା ମନୋଭାବ ରହିବ। ଜୀବନର ଅନେକ କ୍ଷେତ୍ରରେ ଆପଣ ଠିକ୍ ନିଷ୍ପତି ନେଇଛନ୍ତି କିନ୍ତୁ ଧ୍ୟାନ ରଖନ୍ତୁ ପରିବାରରେ ଅଧିକ ଉଗ୍ର ହୁଅନ୍ତୁ ନାହିଁ।

ଧନୁ : ଆଜି ଆପଣ ଶାରୀରିକ ଏବଂ ମାନସିକ ଉଭୟ କ୍ଷେତ୍ରରେ ସୁସ୍ଥ ରହିବେ। ଘର ହେଉ କିମ୍ବା କାର‌୍ୟ୍ୟ ସ୍ଥଳ ଆପଣଙ୍କ ଆକର୍ଷଣ ବ୍ୟକ୍ତିତ୍ବ ସମସ୍ତିଙ୍କୁ ବିମୋହିତ କରିବ।

ମକର : ଦୀର୍ଘ ଦିନର ଅପେକ୍ଷା ପରେ ଆଇନ ଆପଣଙ୍କ ସାଥ୍ ଦେବ। ଆପଣଙ୍କ ଓକିଲଙ୍କ ପରାମର୍ଶ କାର‌୍ୟ୍ୟକ୍ଷମ ହେବ। ପରିସ୍ଥିତିକୁ ବୁଝି ନିଷ୍ପତି ନିଅନ୍ତୁ।

କୁମ୍ଭ : ଆଜି ଆପଣଙ୍କ କଳା କ୍ଷେତ୍ର କୌଣସି ସମସ୍ୟାକୁ ସମାଧାନ କରିବାରେ ସାହାଯ୍ୟ କରିବ। ଆପଣ ଚାହୁଁଥିବା ଜିନିଷ ନିଶ୍ଚୟ ପ୍ରାପ୍ତ ହେବ।

ମୀନ : ଆଜି ଆପଣ କୌଣସି ପରିସ୍ଥିତିରେ ଆଇନଗତ ସମସ୍ୟାରୁ ମୁକ୍ତି ପାଇପାରନ୍ତି। କୌଣସି ଗଣ୍ଡଗୋଳରେ ସାମିଲ ହୋଇପାରନ୍ତି। ଯଦି ସମ୍ଭବ ହୋଇପାରେ ଏହି ସବୁ ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ।

KNews Bureau

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

2 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

12 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

21 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

36 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

45 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

54 mins ago