Categories: ରାଶିଫଳ

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

ମେଷ – ଆଜି ଆପଣ ନିଜର ସୁବର୍ଣ୍ଣ ଭବିଷ୍ୟତର ରାସ୍ତାକୁ ଗଢ଼ିବାକୁ ଚେଷ୍ଟା କରିବେ। ଯାହାଫଳରେ ଆପଣ ଶୈକ୍ଷିକ ଏବଂ ଆର୍ଥିକ ସ୍ଥିତିକୁ ଠିକ କରିବାକୁ ସକ୍ଷମ ହେବେ। ଆଜିର ଦିନ ଆପଣଙ୍କ ଆମଦନୀ ଭଲ ହେବାର ସଂକେତ ମିଳୁଛି। ଏହା ଫଳରେ ଆପଣଙ୍କୁ ଖୁସି ମିଳିବ। ପ୍ରେମ ସମ୍ବନ୍ଧରେ ସାଥୀର ମନକୁ ଛୁଇଁଲାଭଳି କଥା ହୋଇପାରେ। କିନ୍ତୁ ପୁଞ୍ଜି ନିବେଶରେ ଅସୁବିଧା ଆସିପାରେ।

ବୃଷ – ଆଜି ଆପଣ ବ୍ୟାପାରିକ ଏବଂ କାର୍ମିକ ଜୀବନରେ ଉଚ୍ଚ ସ୍ତରୀୟ ସଫଳତାକୁ ଗଢ଼ିବାରେ ଲାଗି ରହିବେ। ଆପଣଙ୍କ କାମରେ ଭଲ ବୃଦ୍ଧି ହେବ। ସ୍ଵାସ୍ଥ୍ୟ ପାଇଁ ଆଜିର ଦିନ ଭଲ। କିନ୍ତୁ ନିଜର ସମ୍ବନ୍ଧରେ ନିଜନିଜ ମଧ୍ୟରେ ତାଳମେଳର କ୍ରମରେ ଅସୁବିଧା ଦେଖାଯାଉଛି। ଯାହା ଫଳରେ ଆପଣ ଅସୁବିଧାରେ ପଡ଼ିବେ। ପୁଞ୍ଜି ବିନିଯୋଗରେ ଆପଣଙ୍କର ବୃଦ୍ଧି ହେବା ହେତୁ ପରିଶ୍ରମ କରିବାକୁ ପଡ଼ିବ।

ମିଥୁନ – ଆଜି କିଛି ଏପରି ଲୋକମାନଙ୍କର ସହ ମିଶିକରି କାମକୁ ଲକ୍ଷ ସ୍ଥଳ ପର‌୍ୟ୍ୟନ୍ତ ପହଁଚାଇବା ପାଇଁ ଲାଗି ରହିବେ। ସ୍ୱାସ୍ଥ୍ୟ ପାଇଁ ଆଜିର ଦିନ ଅଧିକ ଭଲ ନୁହେଁ। ଯାହାଫଳରେ ଆପଣଙ୍କୁ ଅସୁବିଧା ହୋଇପାରେ। କୌଣସି ବୃଦ୍ଧ ବ୍ୟକ୍ତିଙ୍କର ସହଯୋଗ ପ୍ରାପ୍ତ ହେବ।

କର୍କଟ – ଆଜି ଆପଣ କୌଣସି ସମ୍ପତ୍ତି ବିକ୍ରୀର କାମକୁ ଅନ୍ତିମ ରୂପ ଦେବାକୁ ଲାଗିପାରନ୍ତି। ଏହି କାମରେ ଆପଣଙ୍କୁ ନିଜର ଘରର ଲୋକମାନଙ୍କର ମଧ୍ୟ ସାଥି ମିଳିବ। ଯାହାଫଳରେ ଆପଣ ଖୁସି ହେବେ। ଅବଶ୍ୟ ସମ୍ବନ୍ଧରେ ତାଙ୍କ ସହିତ କିଛିଟା ପରିବର୍ତ୍ତନ ଆସିପାରେ। ଯାହା ଫଳରେ ଆପଣ ଚିନ୍ତିତ ହେବେ। ଆଜି ଚାକିରି ବିଷୟରେ ଆପଣଙ୍କୁ ବାହାରକୁ ଯିବାକୁ ପଡ଼ିପାରେ।

ସିଂହ – ଆଜି ଆପଣ ନିଜର କାମର ଭଲ କରିବା ପାଇଁ ତଥା ବୃଦ୍ଧି କରିବା ଉପରେ ଧ୍ୟାନ ଦେବେ। ଯେପରିକି ଆସୁଥିବା ସମୟରେ ଆପଣଙ୍କୁ ଭଲ ଲାଭ ହେବ। ଆପଣ ଗୋଟିଏ ପରେ ଗୋଟିଏ କାମ ସମ୍ପୂର୍ଣ୍ଣ କରିବାକୁ ଲାଗିବେ। ସ୍ୱାସ୍ଥ୍ୟ ପାଇଁ ଆଜିର ଦିନ ଭଲ। ଘର ପରିବାରରେ ହସଖୁସିର ସମୟ ଆସିବ। କିନ୍ତୁ ଋଣ ପଇଠ କରିବାରେ ଆପଣ ଚିନ୍ତିତ ହେବେ।

କନ୍ୟା – ଆଜି ଆପଣ ନିଜର କଥାକୁ ପ୍ରମୁଖ ରୂପେ କହିବାକୁ ଲାଗିବେ। ଯାହାଫଳରେ ସବୁ ଲୋକ ତାକୁ ବୁଝିପାରିବେ। ସେ ପ୍ରବନ୍ଧନର କଥା ହେଉ କିମ୍ବା ରାଜନୈତିକ ବା ସାମାଜିକ ମଂଚର କଥା ହେଉ। ଏହା ଫଳରେ ଆପଣଙ୍କୁ ଭଲ ଲାଭ ହେବ। ଶ୍ୱଶୁରଘର ସହିତ ଆପଣଙ୍କ ସଂମ୍ପର୍କ ବଢ଼ିବ। ଯାହାଫଳରେ ଆପଣ ଖୁସି ହେବେ। ସ୍ଵାସ୍ଥ୍ୟରେ କିଛି ଅସୁବିଧା ଆସିପାରେ।

ତୁଳା – ଆଜି ଆପଣ ନିଜର ସେବାକୁ ବିସ୍ତାର କରିବା ପାଇଁ ଚେଷ୍ଟା କରିବେ। ଅର୍ଥାତ୍ ଆପଣଙ୍କ ଜ୍ଞାନରେ ବୃଦ୍ଧି ହେବ। ଯାହା ଫଳରେ ଆପଣ ନିଜର ଗତ ଦିନରେ ହୋଇଥିବା କ୍ଷତିକୁ ରୋକିବାରେ ସକ୍ଷମ ହେବେ। କିନ୍ତୁ ଶରୀର ସୁସ୍ଥ ରଖିବା ପାଇଁ କଷ୍ଟ ହୋଇପାରେ। ପ୍ରେମ ସମ୍ବନ୍ଧରେ ସାଥୀ ସହିତ ମଧୁର ସମ୍ପର୍କ ହେବ। ବାହନ ମାମଲାରେ ଚିନ୍ତିତ ହେବେ।

ବିଚ୍ଛା – ଆଜି ଆପଣ ଗୋଟିଏ ପରେ ଗୋଟିଏ ଅନେକ କାମ ସମ୍ପୂର୍ଣ୍ଣ କରିବା ଉପରେ ଜୋର ଦେବେ। ଆପଣଙ୍କ ଏହି ଚେଷ୍ଟା ଦ୍ୱାରା ଧୀରେ-ଧୀରେ ଆଗକୁ ପ୍ରଗତି ହେବ। ଚାକିରି କ୍ଷେତ୍ରରେ ଆଜି ଅଧିକାରୀମାନଙ୍କ ସହିତ ସେମାନଙ୍କ ଦାୟୀତ୍ତ୍ୱକୁ ନିଶ୍ଚିତ କରିବାରେ ଲାଗିବେ। ଯାହାଫଳରେ ସେମାନେ ନିଜର କାମରେ ବ୍ୟତିକ୍ରମ ନକରିପାରନ୍ତି। କିନ୍ତୁ ବଡ଼ ଭାଇ ସହିତ କୌଣସି କଥାରେ ଝଗଡ଼ା ହୋଇପାରେ।

ଧନୁ – ଆଜି ଆପଣ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆଶାତୀତ ପରିଣାମକୁ ଅର୍ଜନ କରିବାକୁ ଧ୍ୟାନ ଦେବେ। ଯାହାଫଳରେ ଭଲ ପରିଣାମ ଆପଣଙ୍କୁ ପ୍ରାପ୍ତ ହେବ। ଯଦି ଆପଣ କୌଣସି ବୃଦ୍ଧ ବ୍ୟକ୍ତିଙ୍କ ସହ ସମ୍ପର୍କ ଅଛି, ତେବେ ତାଙ୍କୁ ସହଯୋଗ କରିବାକୁ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବେ। ଆଜି ଆପଣ କୌଣସି ଧର୍ମ ଲାଭର କାମକୁ କରିବା ପାଇଁ ମନ ବଳାଇବେ। ଧନ ନିବେଶ ଏବଂ ବିଦେଶ କାମରେ ବୃଦ୍ଧି ହେବ।

ମକର – ଆଜି ଆପଣ ପୁଞ୍ଜି ମାମଲାକୁ ଠିକ କରିବା ପାଇଁ ଅଧିକ ସକ୍ରିୟ ହେବେ। ଅବଶ୍ୟ ବିରୋଧୀ ପକ୍ଷରୁ କିଛି ନା କିଛି ଅସୁବଧା ଆସିବ। ଯାହା ଆପଣଙ୍କୁ ଅସୁବିଧା ହେବ। ଚାକିରିରେ ଆପଣଙ୍କୁ ଯାତ୍ରା କରିବାକୁ ହେବ। ଧନ ନିବେଶ ଏବଂ ବିଦେଶ କ୍ଷେତ୍ରରେ ଭଲ ପ୍ରଗତିର ଆଶା ଅଛି।

କୁମ୍ଭ – ଆଜି ଆପଣ ନିଜର ଘରର ଖୁସି ବୃଦ୍ଧି ପାଇଁ ଅଧିକ ଧ୍ୟାନ ଦେବେ। ଆପଣଙ୍କ ଏହି ଚେଷ୍ଟା ବହୁତ ସଫଳ ହେବ। ଯାହାଫଳରେ ଆପଣ ଖୁସି ହେବେ। ଯଦି ଆପଣ ବିବାହର ଯୋଗ୍ୟ, ତେବେ ଆଜି ଆପଣଙ୍କୁ ଅନୁକୂଳ ଜୀବନ ସାଥୀ ପ୍ରାପ୍ତ ହେବାର ସ୍ଥିତି ବନୁଛି। ବ୍ୟାପାର କରିବା ପାଇଁ ଆପଣଙ୍କୁ ଦୂର ସ୍ଥାନକୁ ଯାତ୍ରା କରିବାକୁ ହେବ।

ମୀନ – ଆଜି ଆପଣ ଦେଶ ହିଁ ନୁହେଁ ବିଦେଶରେ ମଧ୍ୟ ନିଜର କାର୍ମିକ ଯୋଗ୍ୟତାକୁ ବୃଦ୍ଧି କରିବା ପାଇଁ ଧ୍ୟାନ ଦେବେ। ଯାହାଫଳରେ ଆସୁଥିବା ସମୟରେ ଆପଣଙ୍କୁ ଭଲ ଲାଭ ହେବ। ଯଦ୍ୟପି କିଛି ମାମଲାରେ ଅଧିକ ଧନ ବ୍ୟୟର ସ୍ଥିତି ହେବ। କିନ୍ତୁ ପ୍ରେମ ସମ୍ବନ୍ଧରେ ସାଥୀ ସହିତ ଚିନ୍ତା ହେବ। ଧୈର‌୍ୟ୍ୟ ଜରୁରୀ ଅଟେ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

10 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

18 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

35 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago