Categories: ରାଶିଫଳ

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ଦିନଟି ଭଲରେ କଟିବ । କିନ୍ତୁ କିଛି ଅଟକି ଯାଇଥିବା ଟଙ୍କା ମିଳିବାରେ ବିଳମ୍ବ ହେବ ।

ବୃଷ : ନିନ୍ଦିତ ହୋଇପାରନ୍ତି । ଲାଲ୍ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ।

ମିଥୁନ : ଦ୍ବନ୍ଦ ବଢିପାରେ । ଆର୍ଥିକ ଚାପରେ ବିଚଳିତ ହୋଇପାରନ୍ତି ।

କର୍କଟ : ସୁଖରେ ଦିନଟି କଟିବ । ସ୍ବାସ୍ଥ୍ଯଗତ ସମସ୍ଯା ଦେଖାଦେଇପାରେ ।

ସିଂହ : ଦିନଟି ଭଲରେ କଟିବ । ପ୍ରତିଭାର ପରିଚୟ ଦେବାକୁ ସୁଯୋଗ ମିଳିବ ।

କନ୍ୟା : ମନ ଖୁସି ରହିବ । ଧନପ୍ରାପ୍ତ ହୋଇପାରେ ।

ତୁଳା : ଘରେ କୌଣସି ପ୍ରକାର ରହିବନି । ସମସ୍ତଙ୍କର ପ୍ରିୟ ଏବଂ ଆଦରଣୀୟ ହେବେ ।

ବିଛା : ଆଜି ଭଲରେ କଟିବ ଦିନ । ସୁସ୍ବାଦୁ ଭୋଜନ ମିଳିପାରେ ।

ଧନୁ : ଦକ୍ଷିଣକାଳୀଙ୍କୁ ପୂଜା କରନ୍ତୁ ।

ମକର: ଖୁବ୍ ଉତ୍ତମ ରହିବ ଦିନ । ଘରେ ସୁଖ ଶାନ୍ତିର ପରିବେଶ ରହିବ  ।

କୁମ୍ଭ : ଭଲରେ କଟିବ ଦିନ । ପୂର୍ବରୁ ଥିବା ସମସ୍ଯା ଦୂର ହେବ ।

ମୀନ : ଦୀର୍ଘ ଦିନର ଦୁଃଖ ଦୂର ହେବ ।

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

2 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

3 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

4 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

4 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

5 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

5 hours ago