Categories: ରାଶିଫଳ

ଜାଣନ୍ତୁ କେମିତି କଟିବ ଆଜିର ଦିନ

ମେଷ : ଆଜି ଆପଣଙ୍କୁ ନୁଆ ବନ୍ଧୁ ମିଳିପାରନ୍ତି। ଲୋକମାନଙ୍କ ସହ ଭଲ ସମ୍ପର୍କ ରଖନ୍ତୁ ।

ବୃଷ : ଆଜି ଆପଣଙ୍କ ଦିନଟି ସାଙ୍ଗମାନଙ୍କ ସହ ମଜା-ମସ୍ତିରେ କଟିବ। ନିଜର ସମସ୍ତ ଚିନ୍ତାକୁ ଦୂର କରି ନିଜର ବକ୍ତବ୍ୟକୁ ବ୍ୟକ୍ତ କରନ୍ତୁ।

ମିଥୁନ : ଆଜି ଆପଣ ବିଶ୍ରାମ କରନ୍ତୁ। ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବା ସହ ସାଙ୍ଗମାନଙ୍କ ସହ ସମୟ ବିତାଇବେ।

କର୍କଟ : ଆଜି ଆପଣ ସାମାଜିକ ସମାରୋହରେ ଭାଗ ନେବା ସହ ନୂଆ ବନ୍ଧୁ କରିପାରନ୍ତି।

ସିଂହ : ଆଜି ଆପଣ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇପାରନ୍ତି। ଆପରଙ୍କ ଆଖ-ପାଖରେ ଥିବା ଲୋକମାନେ ଆପଣଙ୍କ ପାଇଁ ଖୁସି ରହିବେ।

କନ୍ୟା : ଆଜି ହଠାତ ଆପଣଙ୍କର ପୁରୁଣା ସାଙ୍ଗଙ୍କ ସହ ସାକ୍ଷାତ ହୋଇପାରେ। ଧ୍ୟାନ ରକନ୍ତୁ ଏପରି ବନ୍ଧୁତ୍ବ କେବେ ଛାଡନ୍ତୁ ନାହିଁ।

ତୁଳା : ଆପଣଙ୍କ ସୁଖ ଦୁଃଖରେ ସାଙ୍ଗମାନେ ଆପଣଙ୍କ ସାଥ୍ ଦେବେ। ଯଦି ଆପଣଙ୍କ ସାହାଯ୍ୟ କାହାକୁ ଦରକାର ପଡେ ଏବଂ ସେ ଖୋଲି କରି କହିପାରୁ ନାହାଁନ୍ତି ତେବେ ଆପଣ ନିଜ ଆଡୁ ତାଙ୍କୁ ସାହାଯ୍ୟ କରନ୍ତୁ।

ବିଛା : ଆଜି ଦିନଟି ଆପଣଙ୍କ ପାଇଁ ଶାନ୍ତି ନେଇ ଆସିବ। ନିଜର ପ୍ରିୟଜନଙ୍କ ସହ ସାକ୍ଷାତ ହେବା ପରେ ଚିନ୍ତା ଦୂର କରନ୍ତୁ।

ଧନୁ : ଆଜି ଆପଣ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥିବା ପ୍ରିୟଜନଙ୍କ ସହ ସମୟ ବିତାଇବେ।

ମକର : ଆଜି ଆପଣଙ୍କ ଘରକୁ ହଠାତ୍ ଅତିଥି ଆସିପାରନ୍ତି। ଅତିଥିଙ୍କ ସହ ଖୁବ୍ ଭଲରେ ସମୟ କାଟିବେ।

କୁମ୍ଭ : ଆଜି ଆପଣ ହଠାତ ନିଜର ପୁରୁଣା ସାଙ୍ଗଙ୍କୁ ଫେରିପାଇବେ। ଏହି ସମୟ ଆପଣଙ୍କ ପୁରୁଣା ସ୍ମୃତିକୁ ମନେପକାଇବ।

ମୀନ : ଚିନ୍ତା ଦୂର କରିବା ପାଇଁ ଚେଷ୍ଟା କରନ୍ତୁ। ମାସନିକ ଶାନ୍ତି ପାଇବା ପାଇଁ କୁଆଡେ ବୁଲିବାକୁ ଯାଆନ୍ତୁ। ନିଜ କାମରେ ଧ୍ୟାନ ଦିଅନ୍ତୁ। ପରିବାରରେ ସର୍ବଦା ଶାନ୍ତି ରଖିବା ପାଇଁ ଚେଷ୍ଟା କରନ୍ତୁ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

29 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

43 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

58 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago