ଜାଣନ୍ତୁ କେମିତି କଟିବ ଆଜିର ଦିନ

mesha

ମେଷ : ଆଜି ଆପଣଙ୍କୁ ନୁଆ ବନ୍ଧୁ ମିଳିପାରନ୍ତି। ଲୋକମାନଙ୍କ ସହ ଭଲ ସମ୍ପର୍କ ରଖନ୍ତୁ ।

brushaବୃଷ : ଆଜି ଆପଣଙ୍କ ଦିନଟି ସାଙ୍ଗମାନଙ୍କ ସହ ମଜା-ମସ୍ତିରେ କଟିବ। ନିଜର ସମସ୍ତ ଚିନ୍ତାକୁ ଦୂର କରି ନିଜର ବକ୍ତବ୍ୟକୁ ବ୍ୟକ୍ତ କରନ୍ତୁ।

mithunaମିଥୁନ : ଆଜି ଆପଣ ବିଶ୍ରାମ କରନ୍ତୁ। ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବା ସହ ସାଙ୍ଗମାନଙ୍କ ସହ ସମୟ ବିତାଇବେ।

karkataକର୍କଟ : ଆଜି ଆପଣ ସାମାଜିକ ସମାରୋହରେ ଭାଗ ନେବା ସହ ନୂଆ ବନ୍ଧୁ କରିପାରନ୍ତି।

singhaସିଂହ : ଆଜି ଆପଣ ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇପାରନ୍ତି। ଆପରଙ୍କ ଆଖ-ପାଖରେ ଥିବା ଲୋକମାନେ ଆପଣଙ୍କ ପାଇଁ ଖୁସି ରହିବେ।

kanyaକନ୍ୟା : ଆଜି ହଠାତ ଆପଣଙ୍କର ପୁରୁଣା ସାଙ୍ଗଙ୍କ ସହ ସାକ୍ଷାତ ହୋଇପାରେ। ଧ୍ୟାନ ରକନ୍ତୁ ଏପରି ବନ୍ଧୁତ୍ବ କେବେ ଛାଡନ୍ତୁ ନାହିଁ।

tulaaତୁଳା : ଆପଣଙ୍କ ସୁଖ ଦୁଃଖରେ ସାଙ୍ଗମାନେ ଆପଣଙ୍କ ସାଥ୍ ଦେବେ। ଯଦି ଆପଣଙ୍କ ସାହାଯ୍ୟ କାହାକୁ ଦରକାର ପଡେ ଏବଂ ସେ ଖୋଲି କରି କହିପାରୁ ନାହାଁନ୍ତି ତେବେ ଆପଣ ନିଜ ଆଡୁ ତାଙ୍କୁ ସାହାଯ୍ୟ କରନ୍ତୁ।

bichhaବିଛା : ଆଜି ଦିନଟି ଆପଣଙ୍କ ପାଇଁ ଶାନ୍ତି ନେଇ ଆସିବ। ନିଜର ପ୍ରିୟଜନଙ୍କ ସହ ସାକ୍ଷାତ ହେବା ପରେ ଚିନ୍ତା ଦୂର କରନ୍ତୁ।

dhanuଧନୁ : ଆଜି ଆପଣ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥିବା ପ୍ରିୟଜନଙ୍କ ସହ ସମୟ ବିତାଇବେ।

makaraମକର : ଆଜି ଆପଣଙ୍କ ଘରକୁ ହଠାତ୍ ଅତିଥି ଆସିପାରନ୍ତି। ଅତିଥିଙ୍କ ସହ ଖୁବ୍ ଭଲରେ ସମୟ କାଟିବେ।

kumbhaକୁମ୍ଭ : ଆଜି ଆପଣ ହଠାତ ନିଜର ପୁରୁଣା ସାଙ୍ଗଙ୍କୁ ଫେରିପାଇବେ। ଏହି ସମୟ ଆପଣଙ୍କ ପୁରୁଣା ସ୍ମୃତିକୁ ମନେପକାଇବ।

minaମୀନ : ଚିନ୍ତା ଦୂର କରିବା ପାଇଁ ଚେଷ୍ଟା କରନ୍ତୁ। ମାସନିକ ଶାନ୍ତି ପାଇବା ପାଇଁ କୁଆଡେ ବୁଲିବାକୁ ଯାଆନ୍ତୁ। ନିଜ କାମରେ ଧ୍ୟାନ ଦିଅନ୍ତୁ। ପରିବାରରେ ସର୍ବଦା ଶାନ୍ତି ରଖିବା ପାଇଁ ଚେଷ୍ଟା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.