ମେଷ : ମନରେ କିଛି ହତାସଭାବ ଦେଖାଯାଇପାରେ। ଯାନବାହନ ଯାତାୟତ ସମୟରେ ଧ୍ୟାନ ଦିଅନ୍ତୁ।
ବୃଷ : ବିଭିନ୍ନ ପ୍ରକାରର ସମ୍ଭାବନ ଏବଂ ଆଶାଙ୍କା ଦେଖାଦେବ। ବିଦେଶରେ ଥିବା ଜ୍ଞାତିଜନଙ୍କ ସହ ସାକ୍ଷାତ ହୋଇପାରେ।
ମିଥୁନ : ଦିନଟି ଭଲରେ ବିତିବ ନାହିଁ । ଚାହୁଁଥିବା କାମ ମଧ୍ୟ ଅଧାରେ ରହିବ।
କର୍କଟ : ଦିନଟି ଉତ୍ତମରେ ବିତିବ। ବ୍ଯବସାୟ କ୍ଷେତ୍ରରେ ଥିବା ବ୍ଯକ୍ତି ଲାଭବାନ ହୋଇପାରନ୍ତି।
ସିଂହ : ସୁଖି ହୋଇପାରନ୍ତି। କୋର୍ଟକଚେରୀ ମାମଲା ଶେଷ ହେବ।
କନ୍ୟା : ଦିନଟି ଭଲରେ ବିତିବ। ଦୂରଯାତ୍ରା କରିବାର ସମ୍ଭାବନା ରହିଛି।
ତୁଳା : ନିଜ ପାଇଁ ଅଭୂଷଣ ଏବଂ ପୋଷାକ କିଣିପାରନ୍ତି। ଶରୀରପୀଡ଼ା ହୋଇପାରେ।
ବିଛା : ଦିନଟି ମଧ୍ୟମ ରହିବ। ନିଜ କର୍ମକ୍ଷେତ୍ରରେ ଭିନ୍ନତା ଆଣିବାକୁ ଚେଷ୍ଠା କରିବେ।
ଧନୁ : ସ୍ଥଗିତ ଅର୍ଥ ପ୍ରାପ୍ତ ହେବ। ଅଧିକ ଖୁସି ହେବା ସହ ସମସ୍ତ ଆଶା ପୂରଣ ହେବ।
ମକର : ମନ ଉତଫୁଲ ରହିବ। ଜଳଯାତ୍ରା କରିବାର ସମ୍ଭାବନା ରହିଛି। ଲାଭବାନ ହୋଇପାରନ୍ତି।
କୁମ୍ଭ : ଦିନଟି ଭଲରେ ବିତିବ। କର୍ଯ୍ଯରତ ଥିବା ସଫଳତା ହାସଲ କରିବେ। ସନ୍ତାନ ପାଇଁ ସୁଖି ହେବେ।
ମୀନ : ପରାମର୍ଶ ଦେଇ ପ୍ରଶଂସିତ ହେବେ। ଦିନଟି ବହୁତ ଭଲରେ ବିତିବ। ବିଦ୍ଯାର୍ଥୀ ପ୍ରତିଯୋଗିତା ମୂଳକ କାର୍ଯ୍ଯରେ ସଫଳତା ହାସଲ କରିବେ।
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…