ଜାଣନ୍ତୁ ଆପଣଙ୍କ ଆଜିର ଭାଗ୍ଯ !

ମେଷ :  ମନରେ କିଛି ହତାସଭାବ ଦେଖାଯାଇପାରେ। ଯାନବାହନ ଯାତାୟତ ସମୟରେ ଧ୍ୟାନ ଦିଅନ୍ତୁ।

https://www.youtube.com/watch?v=FzYfvbMNxgU

ବୃଷ :  ବିଭିନ୍ନ ପ୍ରକାରର ସମ୍ଭାବନ ଏବଂ ଆଶାଙ୍କା ଦେଖାଦେବ। ବିଦେଶରେ ଥିବା ଜ୍ଞାତିଜନଙ୍କ ସହ ସାକ୍ଷାତ ହୋଇପାରେ।

https://www.youtube.com/watch?v=0Pjehk5q8Ms

ମିଥୁନ : ଦିନଟି ଭଲରେ ବିତିବ ନାହିଁ । ଚାହୁଁଥିବା କାମ ମଧ୍ୟ ଅଧାରେ ରହିବ।

https://www.youtube.com/watch?v=0e29CMKYJiU

କର୍କଟ : ଦିନଟି ଉତ୍ତମରେ ବିତିବ। ବ୍ଯବସାୟ କ୍ଷେତ୍ରରେ ଥିବା ବ୍ଯକ୍ତି ଲାଭବାନ ହୋଇପାରନ୍ତି।

https://www.youtube.com/watch?v=qHKgWKvzUMA

ସିଂହ : ସୁଖି ହୋଇପାରନ୍ତି। କୋର୍ଟକଚେରୀ ମାମଲା ଶେଷ ହେବ।

https://www.youtube.com/watch?v=U6nDiQv98Go

କନ୍ୟା : ଦିନଟି ଭଲରେ ବିତିବ। ଦୂରଯାତ୍ରା କରିବାର ସମ୍ଭାବନା ରହିଛି।

https://www.youtube.com/watch?v=3RcZEkmjNBc

ତୁଳା : ନିଜ ପାଇଁ ଅଭୂଷଣ ଏବଂ ପୋଷାକ କିଣିପାରନ୍ତି। ଶରୀରପୀଡ଼ା ହୋଇପାରେ।

https://www.youtube.com/watch?v=HSI5e0G4U18

ବିଛା : ଦିନଟି ମଧ୍ୟମ ରହିବ। ନିଜ କର୍ମକ୍ଷେତ୍ରରେ ଭିନ୍ନତା ଆଣିବାକୁ ଚେଷ୍ଠା କରିବେ।

https://www.youtube.com/watch?v=mUl0JcqAw78

ଧନୁ : ସ୍ଥଗିତ ଅର୍ଥ ପ୍ରାପ୍ତ ହେବ। ଅଧିକ ଖୁସି ହେବା ସହ ସମସ୍ତ ଆଶା ପୂରଣ ହେବ।

https://www.youtube.com/watch?v=Yud1COS8jvE

ମକର : ମନ ଉତଫୁଲ ରହିବ। ଜଳଯାତ୍ରା କରିବାର ସମ୍ଭାବନା ରହିଛି। ଲାଭବାନ ହୋଇପାରନ୍ତି।

https://www.youtube.com/watch?v=kKQOTURqKHI

କୁମ୍ଭ : ଦିନଟି ଭଲରେ ବିତିବ। କର୍ଯ୍ଯରତ ଥିବା ସଫଳତା ହାସଲ କରିବେ। ସନ୍ତାନ ପାଇଁ ସୁଖି ହେବେ।

https://www.youtube.com/watch?v=yXBfhxgoDR4

ମୀନ : ପରାମର୍ଶ ଦେଇ ପ୍ରଶଂସିତ ହେବେ। ଦିନଟି ବହୁତ ଭଲରେ ବିତିବ। ବିଦ୍ଯାର୍ଥୀ ପ୍ରତିଯୋଗିତା ମୂଳକ କାର୍ଯ୍ଯରେ ସଫଳତା ହାସଲ କରିବେ।

https://www.youtube.com/watch?v=pXhQxAddaLE

Leave A Reply

Your email address will not be published.