Categories: ରାଶିଫଳ

ଜାଣନ୍ତୁ ଆଜିର ଭାଗ୍ୟ !

ମେଷ : ଗାଡ଼ି ଚଲାଇବା ବେଳେ ସାବଧାନ ରହିବା ଆବଶ୍ୟକ । ସ୍ଥିର ମନରେ କାର‌୍ୟ୍ୟ କରନ୍ତୁ । ଭ୍ରମଣ ଯୋଗ ରହିଛି।

ବୃଷ : ସୁସ୍ୱାଦୁ ଭୋଜନ କରିବେ । ପରାକ୍ରମ କ୍ଷେତ୍ରରେ ଜୟ ଲାଭ କରିବେ । ବିଦ୍ୟାର୍ଥୀ ସଚେତନ ରହିବା ଆବଶ୍ୟକ ।

ମିଥୁନ : କର୍ମକ୍ଷେତ୍ରରେ ସଫଳତା ମିଳିବ । ପରିବାରରେ ମନ ମିଳାଇ ଚଳନ୍ତୁ । ମାନସମ୍ମାନ ପ୍ରାପ୍ତି ହେବ ।

କର୍କଟ : ଅହଙ୍କାର ତ୍ୟାଗ କରନ୍ତୁ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ।

ସିଂହ : କୁଟୁମ୍ବରେ ପୀଡ଼ା ଦେଖା ଦେଇପାରେ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

କନ୍ୟା : ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଦାମ୍ପତ୍ୟ ଜୀବନରେ ଖୁସି ଦେଖାଦେବ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।

ତୁଳା : ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । କୋର୍ଟ କଚେରୀ ମାମଲା ଦେଖା ଦେଇପାରେ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ ।

ବିଛା : ମନକୁ ଆୟତ୍ତରେ ରଖନ୍ତୁ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ସନ୍ତାନକୁ ନେଇ ଆନନ୍ଦିତ ହେବେ । ବିଦ୍ୟାର୍ଥୀ ସଫଳତା ପାଇବେ ।

ଧନୁ : ଗୁରୁଜନଙ୍କ ସମ୍ମାନ କରନ୍ତୁ । ବେପାର ବାଣିଜ୍ୟ ଓ କର୍ମକ୍ଷେତ୍ରରେ ସଫଳତା ମିଳିବ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

ମକର : ବିଦେଶ ଯାତ୍ରା ସଫଳ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ପାରିବାରିକ ସମସ୍ୟା ଦୂର ହେବ ।

କୁମ୍ଭ : ମାନସମ୍ମାନ ପ୍ରାପ୍ତି ହେବ । ବନ୍ଧୁ ମିଳନ ଯୋଗ ରହିଛି। ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ ।

ମୀନ : ପାରିବାରିକ ସମସ୍ୟା ଦେଖାଦେବ । ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ସନ୍ଦେହଭାବ ତ୍ୟାଗ କରନ୍ତୁ ।

KNews Bureau

Recent Posts

ପଶ୍ଚିମବଙ୍ଗରେ ୪ ବର୍ଷର ଝିଅକୁ ବାର୍ଡ ଫ୍ଲୁ, ସତର୍କ କଲା WHO

ବିଶ୍ୱର ଅନେକ ଦେଶରେ ବାର୍ଡ ଫ୍ଲୁ ମାମଲା ବଢ଼ି ଚାଲିଛି । ଆମେରିକାରୁ ନେଇ ୟୁରୋପ ପର୍ଯ୍ୟନ୍ତ ସବୁଠି ଏହି…

5 mins ago

ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି, ମିଳିଲା ନିୟମିତ ଜାମିନ

ଖୋର୍ଦ୍ଧା (କେନ୍ୟୁଜ): ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିୟମିତ ଜାମିନ । ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ହାଇକୋର୍ଟରୁ ବଡ଼ ଆଶ୍ବସ୍ତି ।…

8 mins ago

ରାଣୀ ଭଳି ସଜେଇ ହୋଇ ଶାଶୁଘର ଯାଇଥିଲେ, ୪ ମାସ ପରେ ମିଳିଲା ମୃତଦେହ

ବଣାଇ (କେନ୍ୟୁଜ) : ଆଖିରେ ଆଖି ଏ ସ୍ୱପ୍ନ ଧରି ବଧୂ ବେଶରେ ସଜେଇ ହେଇଥିଲା । ସବୁର ଝିଅଙ୍କ…

18 mins ago

ବଦଳିଲା ଛୁଟି ନିର୍ଦ୍ଦେଶନାମା, ଛୁଟିରେ ଥିଲେ ବି ଫୋନ ଯୋଗେ ସମ୍ପର୍କରେ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ): ସରକାରୀ ଅଧିକାରୀଙ୍କୁ ଛୁଟି ନିର୍ଦ୍ଦେଶନାମାରେ ଆଂଶିକ ପରିବର୍ତ୍ତନ । ୩୦ ଜୁନ୍ ଯାଏ ସରକାରୀ ଅଧିକାରୀଙ୍କୁ ଛୁଟି…

25 mins ago

ବିଦେଶିନୀଙ୍କୁ ୩୦୦ ଟଙ୍କାର ଗହଣା ବିକି ୬ କୋଟି ଠକି ନେଲା ଜୁଏଲାରୀ ଦୋକାନୀ, ଦୂତାବାସ ସହାୟତା ଲୋଡିଲେ ଆମେରିକା ମହିଳା

ଠକାମୀର ଶିକାର ହୋଇଛନ୍ତି ବିଦେଶୀ ମହିଳା । ଜଣେ ଜୁଏଲାରୀ ଦୋକାନୀ ଆମେରିକାର ଜଣେ ମହିଳାଙ୍କୁ ନକଲି ଗହଣା ବିକି…

28 mins ago

ଚଣ୍ଡୀଗଡ଼ ବିମାନବନ୍ଦର ଓ ସରକାରୀ ହସ୍ପିଟାଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଯାଞ୍ଚ କରୁଛି ବୋମା ସ୍କ୍ଵାଡ୍‌

ଦିଲ୍ଲୀ ପରେ ଏବେ ଚଣ୍ଡୀଗଡ଼ । ଚଣ୍ଡୀଗଡ଼ର ଏକ ସରକାରୀ ହସ୍ପିଟାଲକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ ।…

28 mins ago