Categories: ରାଶିଫଳ

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

ମେଷ : ଆଜି ଆପଣଙ୍କ ଦିନଟି ସାଙ୍ଗମାନଙ୍କ ସହ ଭଲରେ ବିତାଇପାରିବେ। ଏହି ସମ୍ପର୍କ ଯୋଗୁ ଭବିଷ୍ୟତରେ କୁ ଲାଭ ହେବ। ସର୍ବଦା ଏଭଳି ସମ୍ପର୍କ ରଖିବା ପାଇଁ ପ୍ରୟାସ ଜାରି ରଖନ୍ତୁ।

ବୃଷ : ଆଜି ଆପଣ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ନିଜର ଦାୟିତ୍ବ ପୂରା କରିବାରେ ଚେଷ୍ଟା ଜାରି ରଖନ୍ତୁ ।

ମିଥୁନ : ଆଜି ଆପଣ ଖୁବ୍ ଭଲ ଦେଖାଯିବେ। ନିଜ ମନ ପସନ୍ଦର ବସ୍ତ୍ର ପିନ୍ଧନ୍ତୁ। ଯଦି ଆପଣଙ୍କ ମନ ସଫା ହୋଇଥାଏତେବେ ସେହି ସୁନ୍ଧରତା ଆପଣଙ୍କ ଚେହେରାରେ ମଧ୍ୟ ଦେଖାଯିବ।

କର୍କଟ : ଆଜି ଆପଣ କୌଣସି ପାରିବାରିକ ସମାରୋହରେ ଯୋଗ ଦେବେ। ସମସ୍ତଙ୍କ ସହ ଭଲ ସମ୍ପର୍କ ରହିବ।

ସିଂହ : ଆଜି ଆପଣ ନିଜର ଶାରୀରିକ ସୁନ୍ଦରତା ଉପରେ ଧ୍ୟାନ ଦେବେ ଏବଂ ନିଜ ମନ ପସନ୍ଧର ପୋଷାକ ପିନ୍ଧନ୍ତୁ। ଆପଣଙ୍କର ଏହି ନୂଆ ରୂପକୁ ଦେଖି ଲୋକମାନେ ତାରିଫ୍ କରିବେ। ଆପଣଙ୍କ ସାଥୀ ମଧ୍ୟ ଆପଣଙ୍କର ଏହି ପରିବର୍ତ୍ତନରେ ଖୁସି ହେବେ।

କନ୍ୟା : ଆଜି ଆପଣଙ୍କ ମନ ମଜା-ମସ୍ତିରେ ରହିବ। ଆଜି ଆପଣ ଯାହା କିଛି ଭି କରୁଛନ୍ତି ପୁରା ମନରୁ କରନ୍ତୁ। ଆଜି ଦିନଟି ଆପଣଙ୍କ ପାଇଁ ସବୁଦିନ ସ୍ମ୍୍‌ତି ହୋଇ ରହିବ।

ତୁଳା : ଆଜି ଆପଣ ସାମାଜିକ ଗତି-ବିଧି ଉପରେ ଆକର୍ଷଣ ରହିବ। ଚିନ୍ତାକୁ ଦୂର କରନ୍ତୁ। ବର୍ତ୍ତମାନ ଆପଣ ନୂଆ ବନ୍ଦୁ କରିବା ଏବଂ ପୁରୁଣା ବନ୍ଧୁତ୍ବକୁ ମଜବୁତ୍ କରିବା ପାଇଁ ପ୍ରୟାଶ ଜାରି ରଖନ୍ତୁ।

ବିଛା : ଆଜି ଆପଣ ନିଜର ଚିନ୍ତାକୁ ଦୂର କରି ନିଜକୁ ଶାନ୍ତ ରଖନ୍ତୁ। ନିଜକୁ ବିଶ୍ରାମ ଦିଅନ୍ତୁ।

ଧନୁ : ଆପଣଙ୍କ ଦୌନିକ ଜୀବନ ଶୈଳୀରେ ପରିବର୍ତ୍ତନ ଆସିପାରେ। ଆପଣ କୌଣସି ଉତ୍ସବରେ ଯୋଗ ଦେବା ସହ ମଜା କରିପାରିବେ।

ମକର : ଆଜି ଆପଣଙ୍କ ମନ ଏବଂ ମସ୍ତିଷ୍କ ଉଭୟ ମସ୍ତିରେ ରହିବ। କାମରେ ବିଲକୁଲ୍ ମନ ଲାଗିବ ନାହିଁ। ନିଜର କର୍ତ୍ତବ୍ୟକୁ ଧ୍ୟାନରେ ରଖିବା ପାଇଁ ଚେଷ୍ଟା କରନ୍ତୁ।

କୁମ୍ଭ : ଆଜି ଆପଣଙ୍କୁ ବାହାରକୁ ଯିବା ପାଇଁ ଇଛା ହେବ। ନିଜର ଜୀବନକୁ ନେଇ କିଛି ଚିନ୍ତା କରିପାରନ୍ତି।

ମୀନ : ଆଜି ଆପଣ ନିଜ ସାଙ୍ଗମାନଙ୍କ ସହ ସମୟ ବିତାଇବାରେ ବ୍ୟସ୍ତ ରହିବେ। ଆପଣଙ୍କ ସାଙ୍ଗ ଆପଣଙ୍କ ଘରକୁ ଆସିପାରନ୍ତି। ସାଙ୍ଗ ସହ ଦେଖା ହେବା ପରେ ଆପଣଙ୍କ ଚିନ୍ତା ଦୂର ହୋଇଯିବ।

KNews Bureau

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

10 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

21 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

49 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

2 hours ago