Categories: ରାଜ୍ୟ

ଗଂଜାମ: ଟ୍ରେନ ଧକାରେ ଶହେରୁ ଅଧିକ ଛେଳି ଓ ମେଣ୍ଢା ମୃତ, କ୍ଷତି ଭରଣା ପାଇଁ ମେଣ୍ଢାପାଳକଙ୍କ ଗୁହାରୀ

ଗଂଜାମ (କେନ୍ୟୁଜ):ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡ଼ିଆ ଆଲପୁର ପଞ୍ଚାୟତରେ  ଗୁରାପଲ୍ଲୀ ଗ୍ରାମ।  ଯାହାର ପୂର୍ବ ଦିଗରେ ଦକ୍ଷିଣ ପୂର୍ବ ରେଳପଥ ଓ ପଶ୍ଚିମ ଦିଗରେ ୧୬ ନମ୍ବର ଜାତୀୟ ରାଜପଥ  ରହିଛି । ଏହି ଗ୍ରାମରେ ବିଶେଷତଃ ଗୋଲା ସଂପ୍ରଦାୟର ଲୋକ ବସ ବାସ କରନ୍ତି । ଗ୍ରାମର ଅଧିକାଂଶ ଲୋକ ଛେଳି ଓ ମେଣ୍ଢା ପାଳନ କରନ୍ତି । ଆଜି ଏକ ଅଘଟଣ ଦେଖିବାକୁ ମିଳିଛି ଏହି ଗ୍ରାମରେ । ଏହି ଗ୍ରାମର ଜି. ଗଣପତି ପାତ୍ର ଓ ଏସ୍ . ଭରତ ପାତ୍ର ନାମକ ଦୁଇ ବ୍ୟକ୍ତି ଛେଳି ଓ ମେଣ୍ଢା ପାଳକ ଛେଳି ଚରାଇବାକୁ ଯାଇଥିବା ବେଳେ ରେଳ ଧାରଣାର ଏକ ପାର୍ଶ୍ବରେ ଗୋଠ ହୋଇଥିବା ଛେଳି ଓ ମେଣ୍ଢା ହଠାତ ଦୌଡ଼ି ଆସି ଯାଇଥିଲେ ରେଳ ଧାରଣା ଉପରକୁ । ସେହି ସମୟରେ ଫାଲକନାମା ଟ୍ରେନ୍ ଅତିକ୍ରମ କରୁଥିଲା। ଏହି ଟ୍ରେନ୍ ଧକାରେ ଏକ ଶହରୁ ଉର୍ଦ୍ଦ ଛେଳି ଓ ମେଣ୍ଢା ମୃତ୍ୟୁବରଣ କରିଛନ୍ତି । ଏହି କ୍ଷତିର ଭରଣା ପାଇଁ ସରକାରୀ ସାହାର୍ଯ୍ୟ ପାଇବା ନିମନ୍ତେ ନିବେଦନ କରିଛନ୍ତି ଦୁଇ ପରିବାର ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

36 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

50 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago