ରାଶିଫଳ

ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ମେଷ : ଜରୁରୀ କାମ ସମାପ୍ତ ପାଇଁ ଉତ୍ସାହିତ ହେବେ। ସତର୍କତାର ସହ ଅନ୍ୟମାନଙ୍କ ସହ କଥା ହୁଅନ୍ତୁ। ଚାକିରି ପରିବର୍ତ୍ତନ ପାଇଁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

ବୃଷ : ପରିବାର ସହଯୋଗରେ ସମସ୍ୟାର ସମାଧାନ ହେବ। କାମ ପାଇଁ ଅଫିସରେ ପ୍ରଶ˚ସା ମିଳିବ। ଅଧିକାରୀ ଖୁସି ରହି‌େବ।

ମିଥୁନ : ଦିନଟି ଲାଭପ୍ରଦ ରହିବ। ଜରୁରୀ କାମ ମିତ୍ରଙ୍କ ସହଯୋଗରେ ପୂରା ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ବ୍ୟାବସାୟିକ କାର୍ଯ୍ୟରେ ଦୂରଯାତ୍ରା।

କର୍କଟ : ବ୍ୟବସାୟ କ୍ଷେତ୍ରରେ ଆଗେଇବା ଲାଗି ନୂଆ ପ୍ରସ୍ତାବ ମିଳିବ। ଅଫିସ ଆଲୋଚନାରେ ନିଜ ମତ ଠିକ୍‌ ଭାବେ ଉପସ୍ଥାପନ କରିବେ। ଉଧାର ଟଙ୍କା ଫେରିପାଇବେ।

ସିଂହ : ଆପଣଙ୍କ କୌତୁକିଆ ସ୍ବଭାବ ଅନ୍ୟମାନଙ୍କୁ ଖୁସି କରିବ। କିଛି ନୂଆ କାର୍ଯ୍ୟରେ ମନୋନିବେଶ କରିବେ। ଆଶା ଠାରୁ ଅଧିକ ଲାଭ ମିଳିବ।

କନ୍ୟା : ସକରାତ୍ମକ ଭାବନା ରହିବ। ଆର୍ଥିକ ସଫଳତା ପାଇଁ ଯୋଜନା କରିବେ। ସାମାଜିକ କାର୍ଯ୍ୟରେ ଭାଗ ନେବେ। ପ୍ରେମ ପ୍ରସଙ୍ଗରେ ସବୁକିଛି ଭଲ।

ତୁଳା : ଦିନଟି ଅନୁକୂଳ। ବୃତ୍ତିଗତ ଅଶାନ୍ତି ଦୂର ହେବ। ଧନ-ସ˚ପତ୍ତି ବଢ଼ିପାରେ। କର୍ମଜୀବୀ ମହିଳାଙ୍କୁ ପଦୋନ୍ନତିର ସୁଯୋଗ।

ବିଛା : ସକାରାତ୍ମକ ବିଚାର ଆସିବ। ସାମାଜିକ କ୍ଷେତ୍ରରେ ପ୍ରଭାବ ବଢ଼ିବ। ଜୀବନସାଥୀଙ୍କ ସହ ବ୍ୟବସାୟ ସମ୍ବନ୍ଧରେ ଆଲୋଚନା କରିପାରନ୍ତି।

ଧନୁ : ପରିବାରରେ ବଡ଼ମାନଙ୍କ ଠାରୁ ଆଶୀର୍ବାଦ ପାଇବେ। ଆୟ-ବ୍ୟୟ ସମାନ ରହିବ। ନୂଆ ଜିନିଷ କିଣିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

ମକର : ସୁଖ ଓ ଶାନ୍ତିରେ ଦିନଟି କଟିବ। ଅନ୍ୟମାନଙ୍କ ପ୍ରତି ଦୃଷ୍ଟିକୋଣ ସକରାତ୍ମକ ରହିବ। ଆପଣଙ୍କ କାମରେ ଜୀବନସାଥୀଙ୍କ ସହଯୋଗ ମିଳିବ।

କୁମ୍ଭ : ଇଚ୍ଛା ପୂରଣ ଲାଗି ପ୍ରୟାସ କରିବେ ଓ ସଫଳ ହେବେ। କାର୍ଯ୍ୟରେ ସଫଳତା। ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ।

ମୀନ : ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ମିତ୍ରଙ୍କ ସହ କଥା ହେବେ। ନୂଆ କାମରେ ସଫଳତା ମିଳିବ। ଦାଂପତ୍ୟ ସଂପର୍କରେ ମଧୁରତା ବଢ଼ିବ।

Pritiparna

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଆର୍ଥିକ ସଙ୍କଟ ଦୂର ହେବ, ପରିବାର ସହିତ ଖୁସିର ସମୟ କାଟିବେ

ମେଷ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ…

58 mins ago

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

3 hours ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

3 hours ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

3 hours ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

4 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

4 hours ago