ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

mesha

ମେଷ : ଜରୁରୀ କାମ ସମାପ୍ତ ପାଇଁ ଉତ୍ସାହିତ ହେବେ। ସତର୍କତାର ସହ ଅନ୍ୟମାନଙ୍କ ସହ କଥା ହୁଅନ୍ତୁ। ଚାକିରି ପରିବର୍ତ୍ତନ ପାଇଁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

brushaବୃଷ : ପରିବାର ସହଯୋଗରେ ସମସ୍ୟାର ସମାଧାନ ହେବ। କାମ ପାଇଁ ଅଫିସରେ ପ୍ରଶ˚ସା ମିଳିବ। ଅଧିକାରୀ ଖୁସି ରହି‌େବ।

mithunaମିଥୁନ : ଦିନଟି ଲାଭପ୍ରଦ ରହିବ। ଜରୁରୀ କାମ ମିତ୍ରଙ୍କ ସହଯୋଗରେ ପୂରା ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ବ୍ୟାବସାୟିକ କାର୍ଯ୍ୟରେ ଦୂରଯାତ୍ରା।

karkataକର୍କଟ : ବ୍ୟବସାୟ କ୍ଷେତ୍ରରେ ଆଗେଇବା ଲାଗି ନୂଆ ପ୍ରସ୍ତାବ ମିଳିବ। ଅଫିସ ଆଲୋଚନାରେ ନିଜ ମତ ଠିକ୍‌ ଭାବେ ଉପସ୍ଥାପନ କରିବେ। ଉଧାର ଟଙ୍କା ଫେରିପାଇବେ।

singhaସିଂହ : ଆପଣଙ୍କ କୌତୁକିଆ ସ୍ବଭାବ ଅନ୍ୟମାନଙ୍କୁ ଖୁସି କରିବ। କିଛି ନୂଆ କାର୍ଯ୍ୟରେ ମନୋନିବେଶ କରିବେ। ଆଶା ଠାରୁ ଅଧିକ ଲାଭ ମିଳିବ।

kanyaକନ୍ୟା : ସକରାତ୍ମକ ଭାବନା ରହିବ। ଆର୍ଥିକ ସଫଳତା ପାଇଁ ଯୋଜନା କରିବେ। ସାମାଜିକ କାର୍ଯ୍ୟରେ ଭାଗ ନେବେ। ପ୍ରେମ ପ୍ରସଙ୍ଗରେ ସବୁକିଛି ଭଲ।

tulaaତୁଳା : ଦିନଟି ଅନୁକୂଳ। ବୃତ୍ତିଗତ ଅଶାନ୍ତି ଦୂର ହେବ। ଧନ-ସ˚ପତ୍ତି ବଢ଼ିପାରେ। କର୍ମଜୀବୀ ମହିଳାଙ୍କୁ ପଦୋନ୍ନତିର ସୁଯୋଗ।

bichhaବିଛା : ସକାରାତ୍ମକ ବିଚାର ଆସିବ। ସାମାଜିକ କ୍ଷେତ୍ରରେ ପ୍ରଭାବ ବଢ଼ିବ। ଜୀବନସାଥୀଙ୍କ ସହ ବ୍ୟବସାୟ ସମ୍ବନ୍ଧରେ ଆଲୋଚନା କରିପାରନ୍ତି।

dhanuଧନୁ : ପରିବାରରେ ବଡ଼ମାନଙ୍କ ଠାରୁ ଆଶୀର୍ବାଦ ପାଇବେ। ଆୟ-ବ୍ୟୟ ସମାନ ରହିବ। ନୂଆ ଜିନିଷ କିଣିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

makaraମକର : ସୁଖ ଓ ଶାନ୍ତିରେ ଦିନଟି କଟିବ। ଅନ୍ୟମାନଙ୍କ ପ୍ରତି ଦୃଷ୍ଟିକୋଣ ସକରାତ୍ମକ ରହିବ। ଆପଣଙ୍କ କାମରେ ଜୀବନସାଥୀଙ୍କ ସହଯୋଗ ମିଳିବ।

kumbhaକୁମ୍ଭ : ଇଚ୍ଛା ପୂରଣ ଲାଗି ପ୍ରୟାସ କରିବେ ଓ ସଫଳ ହେବେ। କାର୍ଯ୍ୟରେ ସଫଳତା। ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ।

minaମୀନ : ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ମିତ୍ରଙ୍କ ସହ କଥା ହେବେ। ନୂଆ କାମରେ ସଫଳତା ମିଳିବ। ଦାଂପତ୍ୟ ସଂପର୍କରେ ମଧୁରତା ବଢ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.