ରାଶିଫଳ

ଆଜିର ରାଶିଫଳ: ଚାକିରି ଖୋଜୁଛନ୍ତି କି, ଆପଣ ପାଇପାରନ୍ତି ଭଲ ଖବର

ମେଷ : ଚାକିରି ଖୋଜୁଥିବା ଲୋକମାନେ ଆଜି କିଛି ଭଲ ଖବର ଶୁଣିବାକୁ ପାଇପାରନ୍ତି । ଯଦି ଦୀର୍ଘ ସମୟ ଧରି ଜୀବନସାଥୀ ଆପଣଙ୍କ ଉପରେ ରାଗିଛନ୍ତି, ତେବେ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରନ୍ତୁ ।

ବୃଷ : ଏହି ରାଶିର ଲୋକଙ୍କର ସମ୍ମାନ ବଢ଼ିବ । ସମ୍ମାନ ବୃଦ୍ଧିରେ ଆପଣ ଖୁସି ହେବେ । କର୍ମକ୍ଷେତ୍ରରେ ଆପଣ ସମୟ ପୂର୍ବରୁ କାର୍ଯ୍ୟ ସମାପ୍ତ କରି ଦେବେ, ଯଦ୍ଦ୍ଵାରା ଅଧିକାରୀମାନେ ଖୁସି ହେବେ ।

ମିଥୁନ : ଆପଣ ଆୟ ବୃଦ୍ଧି ପାଇଁ ପ୍ରୟାସ କରିବେ । ଅନ୍ୟ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । କିଛି ନୂତନ କାର୍ଯ୍ୟ କରିବା ପାଇଁ ଆପଣଙ୍କ ମନରେ ଆଗ୍ରହ ଜନ୍ମିପାରେ ।

କର୍କଟ : ଯଦି କୌଣସି ଶାରୀରିକ ସମସ୍ୟା ଅଛି, ତେବେ ନିଶ୍ଚିତ ଭାବରେ ଡାକ୍ତରୀ ପରାମର୍ଶ ନିଅନ୍ତୁ । ଆପଣଙ୍କ ହୃଦୟର ଇଚ୍ଛା ପୂରଣ ହେବା ପରେ ଆପଣଙ୍କ ଖୁସିର ସୀମା ରହିବ ନାହିଁ ।

ସିଂହ : ଆପଣଙ୍କ ମନରେ ପାରସ୍ପରିକ ସହଯୋଗର ଭାବନା ରହିବ । ନିଜ କାର୍ଯ୍ୟର ଗୁପ୍ତ ସୂଚନାକୁ କୌଣସି ବାହାର ଲୋକଙ୍କୁ କୁହନ୍ତୁ ନାହିଁ । କାହାକୁ ଋଣ ଦେବା ଠାରୁ ଦୂରେଇ ରୁହନ୍ତୁ ।

କନ୍ୟା : ଭାଇ ଓ ଭଉଣୀମାନେ ଆପଣଙ୍କୁ କାମରେ ସମ୍ପୂର୍ଣ୍ଣ ସମର୍ଥନ କରିବେ । ବିଦେଶରେ ପଢ଼ିବାକୁ ଚାହୁଁଥିବା ଛାତ୍ରମାନେ ଭଲ ସୁଯୋଗ ପାଇପାରନ୍ତି । ଅତିଥିଙ୍କ ଆଗମନ ହେତୁ ଖର୍ଚ୍ଚ ବଢ଼ିବ ।

ତୁଳା : ଆଜିର ଦିନଟି ଆପଣଙ୍କ ପାଇଁ ଶକ୍ତିଶାଳୀ ଦିନ ହେବାକୁ ଯାଉଛି । ଏକ ପୁରୁଣା ଭୁଲରୁ ଭଳ ଶିକ୍ଷା ପାଇବେ । ଛାତ୍ରମାନେ ମାନସିକ ଭାରରୁ ମୁକ୍ତି ପାଇବେ ।

ବିଛା : ଆଜି ବ୍ୟବସାୟିକ କାର୍ଯ୍ୟରେ ଆପଣଙ୍କ ବାପାଙ୍କ ସାହାଯ୍ୟ ନେବାକୁ ପଡିପାରେ । ନିଜ ଜୀବନସାଥୀଙ୍କ ଠାରୁ ଯଥେଷ୍ଟ ସମର୍ଥନ ପାଇବେ । କିନ୍ତୁ କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ପ୍ରତି ଯତ୍ନବାନ ହେବାକୁ ପଡ଼ିବ ।

ଧନୁ : ଆପଣଙ୍କୁ କୌଣସି ଆଇନଗତ କାର୍ଯ୍ୟ ସମ୍ବନ୍ଧରେ ଅଭିଜ୍ଞ ବ୍ୟକ୍ତିଙ୍କ ସହ କଥା ହେବାକୁ ପଡିବ । ଆପଣ ନିଜ ବ୍ୟବସାୟରେ କୌଣସି ଏକ ପ୍ରମୁଖ ପରିବର୍ତ୍ତନ କରିବାକୁ ଯୋଜନା କରିପାରନ୍ତି ।

ମକର : ମକର ରାଶିର ଲୋକେ ଆଜି ଯାତ୍ରା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇ ପାରନ୍ତି । ପିଲାଙ୍କୁ ଦେଇଥିବା ପ୍ରତିଜ୍ଞା ଆପଣଙ୍କୁ ପୂରଣ କରିବାକୁ ପଡ଼ିବ । କାହାକୁ ଅଯଥା ପରାମର୍ଶ ଦିଅନ୍ତୁ ନାହିଁ ।

କୁମ୍ଭ : ଆଜିର ଦିନଟି ଉତ୍ଥାନରେ ପରିପୂର୍ଣ୍ଣ ହେବ । ନିଜର ବରିଷ୍ଠମାନଙ୍କ ଠାରୁ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ଯଦି କାହାଠାରୁ ଋଣ ନେଇଥିଲେ, ତେବେ ସେ ମାଗି ପାରନ୍ତି ।

ମୀନ : ଆଜି କିଛି ନୂତନ ଯୋଗାଯୋଗରୁ ଲାଭ ପାଇବେ । ନିଜ ବ୍ୟବସାୟରେ କିଛି ନୂତନ ଯନ୍ତ୍ରପାତି ଅନ୍ତର୍ଭୁକ୍ତ କରିପାରନ୍ତି । କର୍ମକ୍ଷେତ୍ରରେ ଇଚ୍ଛା ମୁତାବକ କାମ ପାଇ ବହୁତ ଖୁସି ହେବେ ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

43 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago