ଏହି ରାଶିର ପୁଅମାନେ ନିଜ ସାଥୀଙ୍କୁ ତାଙ୍କ ଅକ୍ତିଆରରେ ରଖିବାକୁ ପସନ୍ଦ କରନ୍ତି, ଆପଣଙ୍କ ରାଶି ନାହିଁ ତ ସାମିଲ

କୌଣସି ପ୍ରକାରର ସମ୍ପର୍କକୁ ସଫଳ କରିବାକୁ ହେଲେ ପରସ୍ପର ମଧ୍ୟରେ ଉତ୍ତମ ବୁଝାମଣା ରହିବା ନିତାନ୍ତ ଆବଶ୍ୟକ। ଯଦି ଆପଣ ନିଜର ସାଥୀଙ୍କୁ ଉଚିତ ସମ୍ମାନ ଏବଂ ବିଶ୍ୱାସ କରନ୍ତି ତେବେ ଆପଣଙ୍କ ସମ୍ପର୍କ ବେଶ ନିବିଡ ହେବ। କିନ୍ତୁ ଅନେକ ରାଶିର ବ୍ୟକ୍ତି ରହିଛନ୍ତି, ଯେଉଁମାନେ ନିଜର ସାଥୀ କିମ୍ବା ପ୍ରେମିକାକୁ ପ୍ରାଧାନ୍ୟ ଦିଅନ୍ତି ନାହିଁ। ଏପରି କେତେକ ରାଶିର ବ୍ୟକ୍ତି ନିଜର ପତ୍ନୀ, ପ୍ରେମିକା ଏବଂ ସାଥୀ ଉପରେ ମଧ୍ୟ ନିଜର ଅସ୍ତିତ୍ୱ ଜାହିର କରନ୍ତି। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ଏପରି କରନ୍ତି।

ସିଂହ ରାଶି

ଯେଉଁ ବ୍ୟକ୍ତିଙ୍କ ରାଶି ସିଂହ ହୋଇଥାଏ, ସେ ସବୁବେଳେ ନିଜର ପ୍ରେମିକା ଏବଂ ପାଟର୍ନର ଉପରେ ଅସ୍ତିତ୍ୱ ଜାହିର କରିଥାନ୍ତି। ଏହି ରାଶିର ବ୍ୟକ୍ତି ଅନ୍ୟମାନଙ୍କର ଧ୍ୟାନ ଆକର୍ଷିତ କରିବାରେ ବେଶ ପାରଙ୍ଗମ ଥାନ୍ତି।

ଧନୁରାଶି

ଧନୁରାଶି ଥିବା ବ୍ୟକ୍ତି ସ୍ୱଭାବରେ ବେଶ୍‌ ଜଟିଳ ଥାନ୍ତି। ଏମାନେ ସ୍ୱତନ୍ତ୍ରତାକୁ ପସନ୍ଦ କରନ୍ତି ନାହିଁ ଖାସ୍‌ ଏଥିପାଇଁ ନିଜର ପାଟର୍ନରର ସ୍ୱାଧୀନତାକୁ ପ୍ରାଧାନ୍ୟ ଦିଅନ୍ତି ନାହିଁ।

ବୃଷ ରାଶି

ସିଂହ ଏବଂ ଧନୁ ରାଶି ଭଳି ମଧ୍ୟ ବୃଷ ରାଶିର ବ୍ୟକ୍ତିତ୍ୱ ନିଜର ସାଥୀକୁ ସବୁବେଳ ନିଜ ଅକ୍ତିଆରରେ ରଖିବାକୁ ଚାହାନ୍ତି। ନିଜର ସ୍ୱାର୍ଥ ପାଇଁ ଏମାନେ କିଛି ବି କରିପାରନ୍ତି। କିନ୍ତୁ ନିଜର କାମରେ ଆସୁଥିବା ଲୋକ ଏବଂ ସାହାଯ୍ୟ କରୁଥିବା ଲୋକଙ୍କୁ ଏମାନେ କେବେ ବି ଭୁଲନ୍ତି ନାହିଁ। ଏହି ରାଶିର ବ୍ୟକ୍ତି ଭଲପାଇବା ଏବଂ ସମ୍ପର୍କକୁ ସବୁବେଳେ ନିଜ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତି। ଖାସ୍‌ ଏଥିପାଇଁ ଏପରି ଲୋକଙ୍କ ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରେ ନାହିଁ।

ମକର ରାଶି

ମକର ରାଶିର ବ୍ୟକ୍ତିତ୍ୱ ବେଶ ଅନୁଶାସନ ପ୍ରିୟ ହୋଥାନ୍ତି। ଏମାନେ ନିଜ ଶୈଳୀରେ ନିଜ ଜୀବନ ଅତିବାହିତ କରିବାକୁ ବେଶ ଆଗ୍ରହୀ। ଅନୁଶାସନ ପ୍ରିୟ ହୋଇଥିବା ସତ୍ୱେ ମଧ୍ୟ ନିଜ ପ୍ରେମିକା ଏବଂ ସାଥୀଙ୍କୁ ନିଜ ଅକ୍ତିଆର କରିରଖିବାକୁ ଚାହାନ୍ତି।

Swagatika

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

8 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

53 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

59 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago