Categories: ଟେକ୍

Redmi Note 7 ସିରିଜକୁ ଟକ୍କର ଦେବ Redmi 8 ସିିରିଜ

Redmi Note  ମୋବାଇଲ ସିିରିଜ ଭାରତରେ ବେଶ୍‌ ସଫଳତା ହାସଲ କରିଛି। ଏପର୍ଯ୍ୟନ୍ତ Redmi Note 7  ସିରିଜର ୫୦ ଲକ୍ଷ ଫୋନ ବଜାରରେ ବିକ୍ରି ହୋଇସାରିଲାଣି। ଏଥିରେ Redmi Note 7, Redmi Note 7  pro,   Redmi Note 7s  ରହିଛି। କିନ୍ତୁ ଏବେ ଭାରତରେ Redmi Note 7 ବିକ୍ରି କୁ ବନ୍ଦ କରିଦିଆଯାଇଛି। ସେହିଭଳି Redmi Note 5  ତୁଳନାରେ Redmi Note  6  ବେଶୀ ସଫଳତା ହାସଲ କରିପାରିନଥିଲା।
ଏବେ କମ୍ପାନୀ ଏହାର ଆଗାମୀ ସଂସ୍କରଣ Redmi 8 ଖୁବଶୀଘ୍ର ଉପଲବ୍ଧ ହେବ ବୋଲି ସାଓମୀର ଜେନେରାଲ ମ୍ୟାନେଜର ଲୁ ଓ୍ଵିବିଂ କହିଛନ୍ତି। କେବଳ Redmi 8, ନୁହେଁ Redmi 8 pro ମଧ୍ୟ ଲଞ୍ଚ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଏହି ସିରିଜରେ mediate helio G90T ପ୍ରୋସେସର ରହିବ ବୋଲି ଖବର ଶୁଣିବାକୁ ମିଳୁଛି। କିନ୍ତୁ ଏପର‌୍ୟ୍ୟନ୍ତ କେଉଁ ସ୍ମାର୍ଟ ଫୋନରେ ଏହି ପ୍ରୋସେସର ରହିବ ତାହା କମ୍ପାନୀ ସ୍ପଷ୍ଟୋକ୍ତି କରିନାହିଁ।
ସୂଚନାଯୋଗ୍ୟ, Redmi ତାର ୬୪ ମେଗାପିକେ୍ସଲ କ୍ୟାମେରା ବାଲା ସ୍ମାର୍ଟଫୋନ ୭ ଅଗଷ୍ଟରେ ଲଞ୍ଚ କରିବ।

Swagatika

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

43 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

48 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago