ଲାଇଫ୍ ଷ୍ଟାଇଲ୍

ପୁରୁଣା ଦିଶୁଛି କି ଆପଣଙ୍କ ମାର୍ବଲ ଚଟାଣ? କାମରେ ଲଗାନ୍ତୁ ଏହି ୫ଟି ଘରୋଇ ଟିପ୍ସ

ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ମାର୍ବଲ ଚଟାଣ ଦେଖିବାକୁ ମିଳୁଛି। ଏହା ଘରର ସୁନ୍ଦରତାକୁ ବଢ଼ାଇଥାଏ। କିନ୍ତୁ ଏଥିପାଇଁ ଆମକୁ ବହୁତ ଧ୍ୟାନ ରଖିବାକୁ ପଡ଼େ। ବେଳେବେଳେ ଏହାର ଯତ୍ନ ନ ନେଲେ ମାର୍ବଲ ଧୀରେ ଧୀରେ ମଇଳା ହେବାକୁ ଲାଗେ। ଚଟାଣ ହଳଦିଆ ପଡ଼ିଯାଏ। ଯଦି ଆପଣଙ୍କ ଘରର ମାର୍ବଲ ଚଟାଣ ଏମିତି ହଳଦିଆ ପଡ଼ିଯାଇଥାଏ, ତା’ହେଲେ ଆମେ ଆପଣଙ୍କୁ କିଛି ଘରୋଇ ଉପାୟ ବତେଇବାକୁ ଯାଉଛୁ, ଯଦ୍ଦ୍ଵାରା ଚଟାଣ ପୂର୍ବଭଳି ଚମକି ଉଠିବ।

୧. ମାର୍ବଲ ଚଟାଣ ସଫେଇ ପାଇଁ ଆପଣ ଭିନେଗାର ବ୍ୟବହାର କରିପାରିବେ। ଏହାଦ୍ୱାରା ମାର୍ବଲରେ ଜମିଥିବା ମାଟି, ଧୂଳି ଆଦି ସଫା ହୋଇଯାଇଥାଏ।

୨. ଆପଣ ଚାହିଁଲେ କ୍ଲିନର ଉପଯୋଗ କରିପାରିବେ। ହାଲୁକା ଗରମ ପାଣିରେ କ୍ଲିନର ପକାଇ ପୋଛା ଲଗାନ୍ତୁ।

୩. ଆପଣ ବେକିଂ ସୋଡାର ଗାଢ଼ ପେଷ୍ଟ ତିଆରି କରନ୍ତୁ। ଏହାକୁ ଚଟାଣରେ ଲଗାଇ କିଛି ସମୟ ପାଇଁ ଛାଡ଼ି ଦିଅନ୍ତୁ। ଏହାପରେ ପୋଛା ଲଗାନ୍ତୁ, ଦେଖିବେ ଚଟାଣର ହଳଦିଆପଣ ଦୂର ହୋଇଯିବ।

୪. ଯଦି ମାର୍ବଲ ଚଟାଣରେ ପେନ୍‌, ପେନ୍‌ସିଲ କିମ୍ବା ସ୍ୟାହିର ଦାଗ ଲାଗିଛି, ତା’ହେଲେ ଲେମ୍ବୁ ରସ ବ୍ୟବହାର କରିପାରିବେ।

୫. ଚଟାଣରେ ତେଲ, ଘିଅ କିମ୍ବା କ୍ଷୀର ଢାଳି ହୋଇଗଲେ, ଚିକ୍କଣ ଛଡ଼ାଇବା ପାଇଁ ଶୁଖିଲା ଅଟା ଛିଞ୍ଚନ୍ତୁ। ଏହାଦ୍ୱାରା ତେଲିଆ ଅଂଶ ଦୂର ହୋଇଯିବ।

Roshni

Recent Posts

ନିଖୋଜ ଡାକ୍ତରଙ୍କ ମିଳୁନି ପତ୍ତା, ଫେରାଇ ଆଣିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କଲେ ପରିବାରବର୍ଗ

ମାଲକାନଗିରି : ମାଲକାନଗିରି କାଲିମେଳାରେ ନିଖୋଜ ଡାକ୍ତରଙ୍କ ମିଳୁନି ପତ୍ତା। ଅପହରଣ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଗତକାଲି ଠାରୁ…

11 mins ago

ଟି୨୦ ବିଶ୍ୱକପ : ଓମାନକୁ ସୁପର ଓଭରରେ ହରାଇଲା ନାମ୍ବିଆ, କଲା ସୁପର ଓଭରରେ ବଡ ସ୍କୋର

ଟି୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ତୃତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଓମାନ ଏବଂ ନାମ୍ବିଆ । ଏହି…

19 mins ago

ସପିଂ ମଲ ପୋଡ଼ି ପାଉଁଶ, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଗୋଟିଏ ପଟେ କାଳବୈଶାଖୀର ତାଣ୍ଡବଲୀଳା ଚାଲିଥିବା ବେଳେ, ରାଜଦାଣ୍ଡ ଏକ ଘରୋଇ ରେ…

22 mins ago

ମଧ୍ୟପ୍ରଦେଶରେ ବଡ଼ ଦୁର୍ଘଟଣା; କନ୍ୟା ଘରକୁ ଯିବା ବେଳେ ଓଲଟି ପଡ଼ିଲା ବରଯାତ୍ରୀ ଟ୍ରାକ୍ଟର, ୧୩ ଜଣଙ୍କ ମୃତ୍ୟୁ

ମଧ୍ୟପ୍ରଦେଶରେ ବଡ଼ ଦୁର୍ଘଟଣା । ଏଠାରେ ଏକ ବରଯାତ୍ରୀ ଟ୍ରାକ୍ଟର ଓଲଟି ୧୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ…

33 mins ago

ବଢ଼ିବାରେ ଲାଗିଛି କ୍ୟାନ୍ସର ରୋଗ, ଏନେଇ କଟକ ଏସସିବିରେ ଆୟୋଜିତ ହୋଇଛି ସଚେତନତା କାର୍ଯ୍ୟକ୍ରମ

କଟକ (କେନ୍ୟୁଜ): ବିଭିନ୍ନ କାରଣରୁ ଆଜିକାଲି କ୍ୟାନ୍ସର ଭଳି ରୋଗ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବୟସ୍କ…

40 mins ago

ରେଲୱେରେ ଲୋକ ପାଇଲଟ ଏବଂ ଟ୍ରେନ ମ୍ୟାନେଜର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଦକ୍ଷିଣ ପୂର୍ବ ରେଲୱେରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଏବଂ…

1 hour ago