ସଫଳତା ପାଇଁ ଏହି ଦିଗରେ ହୁଅନ୍ତୁ ଲଜ୍ଜ୍ୟ ବିହୀନ : ଚାଣକ୍ୟ ନୀତି

ମନୁଷ୍ୟ ଜୀବନରେ ସଫଳତା ପାଇବା ଆଶାରେ ଆହରହ ଚାଲି ଚାଲିଛି । ବହୁ ସମୟରେ ଏଥିପାଇଁ ଅନେକ ପ୍ରକାରର ପ୍ରଥା ମଧ୍ୟ ଅବଲମ୍ବନ କରିଥାଏ କିନ୍ତୁ ଏତେ ସବୁ ପରେ ମଧ୍ୟ ସବୁବେଳେ ସଫଳତା ଠାରୁ ଦୂରେଇ ରହିଥାଏ । ତେବେ ଏନିମନ୍ତରେ ମହାନ୍‌ ନୀତିଶାସ୍ତ୍ରୀ ଆଚାର୍ଯ୍ୟ ଚାଣକ୍ୟ ଏହା ବିଷୟରେ କିଛି ଟିପ୍‌ଣୀ ପ୍ରଦାନ କରିଛନ୍ତି । ଯାହାକୁ ଲଜ୍ଜ୍ୟ ବିହୀନଙ୍କ ଭଳି ଅନୁସରଣ କରିବା ଦ୍ୱାରା ଜୀବନରେ ସଫଳତା ନିଶ୍ଚିତ ଭାବେ ମିଳିଥାଏ । ଆସନ୍ତୁ ଜାଣିବା କଣ ରହିଛି ସେହି ନୀତି ।

ଟଙ୍କା ନେଣଦେଣ :

ଚାଣକ୍ୟ ନୀତି ଅନୁଯାୟୀ ଟଙ୍କା ନେଣଦେଣରେ କେବେ ମଧ୍ୟ ସଙ୍କୋଚ ରଖିବା ଉଚିତ ନୁହଁ । ଯଦି ଆପଣ କାହାକୁ ଦରକାର ସମୟରେ ଟଙ୍କା ଦେଇଛନ୍ତି ତେବେ ଆପଣଙ୍କ ଆବଶ୍ୟକତା ସମୟରେ ତାହା ମାଗିବା ପାଇଁ ଲାଜ କରିବା ଉଚିତ ନୁହଁ । ଏହି ସମୟରେ କୌଣସି ମଧ୍ୟ ସଙ୍କୋଚ ପ୍ରକାଶ କରିବା ଉଚିତ୍‌ ନୁହଁ ।

ଆହୁରୀ ପଢ଼ନ୍ତୁ: ମଙ୍ଗଳବାର କରନ୍ତୁ ଏହି କାମ, ଶୀଘ୍ର ହେବେ କରଜ ମୁକ୍ତ

ଖାଦ୍ୟ ଗ୍ରହଣ ସମୟରେ ଲଜ୍ଜ୍ୟ କରନ୍ତୁ ନାହିଁ :

ମନୁଷ୍ୟକୁ ଖାଦ୍ୟ ଖାଇବାରେ କୌଣସି ଲାଜ ରଖିବା ଉଚିତ୍‌ ନୁହଁ । ସବୁବେଳେ ନିଜ ଆବଶ୍ୟକତା ହିସାବରେ ଖାଦ୍ୟ ଗ୍ରହଣ କରିବା ଉଚିତ୍‌ । କୌଣସି ସ୍ଥାନରେ ଲୋଭରେ ଅଧିକ କିମ୍ବା ଲାଜରେ କମ ଖାଇବା ଉଚିତ ନୁହଁ । ଯେତେ ଆବଶ୍ୟକ ସେତିକି ପରିମାଣର ଖାଇବା ଉଚିତ୍‌।

ଗୁରୁଙ୍କୁ ପଚାରନ୍ତୁ ସମସ୍ତ ପ୍ରଶ୍ନର ଉତ୍ତର:

ବିଦ୍ୟା ଗ୍ରହଣ ସମୟରେ କୌଣସି ପ୍ରକାରର ଲାଜ କରିବା ଉଚିତ୍‌ ନୁହଁ । ଯଦି ଆପଣ ଜଣେ ବଦ୍ୟାର୍ଥୀ ,ତେବେ କିଛି ନଭାବି ଏବଂ ବେଲଜ୍ଜ୍ୟ ହୋଇ ମନରେ ଯାହା ସନ୍ଧେହ ସୃଷ୍ଟି ହୋଇଥାଏ ତାହାକୁ ଗୁରୁଙ୍କୁ ପଚାରନ୍ତୁ । ଏଥିପାଇଁ କେବେ ମଧ୍ୟ ସଂଙ୍କୋଚ ପ୍ରକାଶ କରନ୍ତୁ ନାହିଁ ।

KNews Bureau

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

3 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

28 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

32 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

35 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

40 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

52 mins ago