ଲାଇଫ୍ ଷ୍ଟାଇଲ୍

ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ମୁଗଜାଇ, ଦୂର ହେବ ଅନେକ ସମସ୍ୟା

ସାଧାରଣତଃ ସୁସ୍ଥ ରହିବା ପାଇଁ ଡାଲି ଖାଇବା ପାଇଁ ଉପଦେଶ ଦିଆଯାଇଥାଏ। ଡାଲିରେ ପ୍ରୋଟିନ ବ୍ୟତୀତ ଅଧିକ ମାତ୍ରାରେ ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ। ଡାଲି ମଧ୍ୟରେ ମୁଗ ଡାଲି ଶରୀର ଲାଭକାରୀ ହୋଇଥାଏ। ଏହାକୁ ଷ୍ପ୍ରାଉଟସ ମଧ୍ୟ କୁହାଯାଇଥାଏ। ଏହି ଡାଲିରେ ଫେନୋଲିକ ଏସିଡ, ଏମିନୋ ଏସିଡ, କାର୍ବୋହାଇଡ୍ରେଟ ଏବଂ ଲିପିଡ଼ ଭଳି ପୋଷକ ତତ୍ତ୍ୱ ମିଳିଥାଏ। ଏଥିସହ ଆଟିଅକ୍ସିଡେଣ୍ଟ, ଆଣ୍ଟିମାଇକ୍ରୋବିୟଲ, ଆଣ୍ଟିଇଫ୍ଲୋମେଟ୍ରି ଏବଂ ଆଣ୍ଟିବାୟୋଟିକ ଗୁଣ ରହିଥାଏ, ଯାହା ଅନେକ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ। ସବୁଜ ମୁଗ ଡାଲି ଅର୍ଥାତ (ଚୋପା ଲାଗିଥିବା ଡାଲି) ଖାଇବା ଦ୍ୱାରା ମସଲସ ମଜବୁତ ହୋଇଥାଏ ଏବଂ ଶରୀରରେ ରକ୍ତର ଅଭାବ ମଧ୍ୟ ପୂରଣ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବୁ ଏହି ଡାଲି ଖାଇବା ଦ୍ୱାରା ଶରୀରରେ ଅନ୍ୟ କେଉଁ ସବୁ ଫାଇଦା ମିଳିଥାଏ।

-ଚୋପା ଲଗା ମୁଗ ଡାଲି ଖାଇବା ଦ୍ୱାରା ଶରୀରରେ ବ୍ଲଡ଼ ସୁଗାର ସ୍ତର ସଠିକ ରହିଥାଏ। ଏହାବ୍ୟତୀତ ଡାଇବେଟିଜ ସମସ୍ୟା ମଧ୍ୟ ନିୟନ୍ତ୍ରଣ ହୋଇଥାଏ।

-ଏହି ଡାଲିରେ ଫାଇବର ଏବଂ ପ୍ରୋଟିନ ଅଧିକ ମାତ୍ରାରେ ରହିଥାଏ, ଯାହା ହଜମ ପ୍ରକ୍ରିୟା ସଠିକ ରୂପେ କରିବାରେ ସାହାଯ୍ୟ କରିଥାଏ। ଏହି ଡାଲି ଖାଇବା ଦ୍ୱାରା ପେଟ ସମ୍ବନ୍ଧିୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

-ବିଶେଷ ରୂପେ ଗର୍ଭବତୀ ଥିବା ସମୟରେ ମହିଳାମାନଙ୍କୁ ମୁଗଜାଇ ଖାଇବା ପାଇଁ କୁହାଯାଇଥାଏ। କାରଣ ଏଥିରେ ଫୋଲେଟ ରହିଥାଏ, ଯାହା ଗର୍ଭରେ ବଢୁଥିବା ଭୃଣକୁ ବିକାଶ କରିବାରେ ସାହାଯ୍ୟ କରିଥାଏ। ଏହିକାରଣରୁ ଗର୍ଭାବସ୍ଥା ସମୟରେ ମୁଗ ଡାଲି ଖାଇବା ଉଭୟ ମା ଏବଂ ପିଲା ପାଇଁ ଲାଭକାରୀ ହୋଇଥାଏ।

 

KNews Bureau

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

1 min ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

3 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

39 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

50 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago