ଲାଇଫ୍ ଷ୍ଟାଇଲ୍

କ’ଣ ଆପଣ ଅଧିକ ରାଗୁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ଅଧିକାଂଶ ସମୟରେ ଆପଣଙ୍କୁ ନିଶ୍ଚୟ କିଛି ନା କିଛି କାରଣରୁ ଅତ୍ୟଧିକ ରାଗ ଆସିଯାଏ। ଏହକାରଣରୁ ଯେତେବେଳେ ଆପଣଙ୍କୁ ରାଗ ଆସୁଛି ସେହି ସମୟରେ ଆପଣ ଓଲଟା ଗଣିବା ଆରମ୍ଭ କରିଦିଅନ୍ତୁ। ଆଜ୍ଞା ହଁ ଏକଥା ଶୁଣିବା ପରେ ଆପଣଙ୍କୁ ହସ ଲାଗିପାରେ ସତ କିନ୍ତୁ ଏହି ଉପାୟ ଆପଣେଇବା ଦ୍ୱାରା ଖୁବ୍‌ ଜଲଦି ଆପଣଙ୍କ ରାଗ ଶାନ୍ତ ହୋଇଯିବ। ଅତ୍ୟଦିକ ରାଗ ଆସିବା ସମୟରେ ଆପଣ ୧୦ ରୁ ଓଲଟା ଗଣିବା ଆରମ୍ଭ କରିଦିଅନ୍ତୁ।

ରାଗ ଆରମ୍ଭ ହେବା ମାତ୍ରେ ଆପଣ ନିଜ ପୋଷାକ ଏବଂ ପିନ୍ଧିଥିବା ଜିନିଷକୁ ଧ୍ୟାନରେ ଦେଖନ୍ତୁ। ବାସ୍ତବରେ ଯେତେବେଳେ ଆପଣ କ୍ରୋଧର ମୂଳ କାରଣ ଭୁଲି ଅନ୍ୟ କୌଣସି ଜିନିଷ ଉପରେ ଧ୍ୟାନ ଦେବେ ସେହି ସମୟରେ ଆପଣଙ୍କ କ୍ରୋଧ ଆପେ ଆପେ ଶାନ୍ତ ହୋଇଯିବ।
ଅଧିକ ରାଗ ଆସିବା ସମୟରେ ଆପଣ ସେଲ୍ଫି ଉଠାନ୍ତୁ। ଆଜ୍ଞା ହଁ ରାଗ ଶାନ୍ତ କରିବାର ଏହା ଏକ ଭଲ ବିକଳ୍ପ। ଯେତେବେଳେ ଆପଣଙ୍କୁ ରାଗ ଆସୁଛି ସେହି ସମୟରେ ଆପର ତୁରନ୍ତ ଏକ ସେଲ୍ଫି ନିଅନ୍ତୁ। ଏବେ ଦେଖନ୍ତୁରାଗରେ ଆପଣଙ୍କ ମୁହଁ କିପରି ଦେଖାଯାଉଛି। ଏପରି କରିବା ଦ୍ୱାରା ଆପଣଙ୍କ ରାଗ ଉଭେଇଯିବା ସହ ମୁହଁରେ ନିଶ୍ଚିନ୍ତ ହସ ଆସିଯିବ।

ଏହାବ୍ୟତୀତ ହସିବା ଦ୍ୱାରା କ୍ରୋଧ ଦୂରେଇଯାଏ। ଆପଣମାନେ ଫିଲ୍ମ ‘ମୁନ୍ନା ଭାଇ ଏମବିବିଏସ୍‌’ରେ ଦେଖିଥିବେ ଡାକ୍ତରଙ୍କୁ ରାଗ ଆସିବା ମାତ୍ରେ ସେ କିଭଳି ହସୁଥିଲେ। ଏହା ସବୁଠାରୁ ଭଲ ଉପାୟ। ନିଜେ ହସନ୍ତୁ ଏବଂ ସାମ୍ନା ଲୋକଙ୍କୁ ମଧ୍ୟ ହସାନ୍ତୁ, ଦେଖିବେ କିଛି ସମୟ ମଧ୍ୟରେ ରାଗ ଆପେ ଆପେ ଦୂରେଇଯିବ।

KNews Bureau

Recent Posts

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

2 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

16 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

52 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

54 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

58 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

1 hour ago