ଲାଇଫ୍ ଷ୍ଟାଇଲ୍

ଯଦି ଆପଣଙ୍କ ବାପା –ମାଙ୍କର ରହିଥାଏ ହୃଦ୍‌ ରୋଗ ସମସ୍ୟା, ତେବେ ଏହି ଟିପ୍ସ ଜରିଆରେ ନିଅନ୍ତୁ ଯତ୍ନ

ହୃଦ୍‌ ରୋଗ କୌଣସି ବି ବୟସର ଲୋକଙ୍କୁ ହେବାର ସମ୍ଭାବନା ରହିଥାଏ। ‘‘ହୃଦ୍‌ ରୋଗ’’ ଶଦ୍ଧର ଉପଯୋଗ ପ୍ରାୟତଃ ‘‘କାର୍ଡିୟୋଭସ୍କୁଲର ଡିଜି’’ ଶଦ୍ଧ ସହ କରାଯାଇଥାଏ। ସାଧାରଣତଃ ଯେଉଁ ସମୟରେ ସଂଙ୍କୁଚିତ କିମ୍ବା ଅବରୁଦ୍ଧ ହୋଇରହିଥିବା ବ୍ଲଡ ଭସେଲ୍ସ ହୋଇଥାଏ ଯାହା ହୃଦ୍‌ ରୋଗ ଏବଂ ହାର୍ଟ ଷ୍ଟ୍ରୋକ୍‌ର କାରଣ ହୋଇପାରେ। ସାଧାରଣତଃ ଏହି ସମସ୍ୟା ବୟସ୍କ ଲୋକମାନଙ୍କ ପାଖରେ ଦେଖାଯାଇଥାଏ। ଏହିକାରଣରୁ ଯଦି ଆପଣଙ୍କ ମାତା-ପିତାଙ୍କର ମଧ୍ୟରୁ କାହାର ବି ହୃଦ୍‌ ରୋଗ ସମ୍ବନ୍ଧିତ ସମସ୍ୟା ରହିଥାଏ ତେବେ ଆଜି ଆମେ ଆପଣଙ୍କୁ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛି ସହଜ ଟିପ୍ସ ବିଷୟରେ ଜଣାଇବୁ। ଯାହାଦ୍ୱାରା ଆପଣ ଏହି ସମସ୍ୟାକୁ ଦୂର କରିବା ସହ ଗମ୍ଭୀର ରୋଗରୁ ରକ୍ଷା କରିପାରିବେ।

-ଯଦି ଆପଣଙ୍କ ମାତା-ପିତା କୌଣସି ପ୍ରକାର ଆର୍ଥିକ କିମ୍ବା ଇମୋସନାଲ୍‌ ପରିସ୍ଥିତର ସାମ୍ନା କରୁଛନ୍ତି ତେବେ ଆପଣ ସେମାନଙ୍କ ସହ ସେହି ବିଷୟରେ ଆଲୋଚନା କରି ତାଙ୍କ ସମସ୍ୟା ଦୂର କରନ୍ତୁ।

-ସର୍ବଦା ନିଜ ମାତା-ପିତାଙ୍କ ମେଡିକାଲ ଟ୍ରିଟମେଣ୍ଟ କରନ୍ତୁ। କାରଣ ଯେପରି ଏକ ଛୋଟ ସମସ୍ୟା ମଧ୍ୟ କୌଣସି ଗମ୍ଭୀର ରୂପ ନନେଉ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ମାତା-ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ସର୍ବଦା ଧ୍ୟାନ ରଖନ୍ତୁ।

-ହୃଦ୍‌ ରୋଗ ହେଉ କିମ୍ବା ଡାଇବେଟିଜ୍‌ ଏବଂ ଉଚ୍ଚ ରକ୍ତଚାପ ସମସ୍ୟା ଥିଲେ ନିଜ ମାତା-ପିତାଙ୍କ ସମସ୍ତ ଔଷଧ ଉପରେ ବିଶେଷ ଧ୍ୟାନ ରଖନ୍ତୁ। କାରଣ ଏପରି କରିବା ଦ୍ୱାରା ତାଙ୍କୁ କୌଣସି ବି ରୋଗର ଭୟରୁ ଦୂରେଇ ରଖିପାରିବେ।

KNews Bureau

Recent Posts

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

2 mins ago

ସତସଙ୍ଗ ବିହାରରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…

14 mins ago

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

21 mins ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

33 mins ago

ବାଣ ବିସ୍ପୋରଣ ମାମଲା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…

37 mins ago

ନୀଳାଞ୍ଚଳ ଏକ୍ସପ୍ରେସ ଉପରେ ଛିଡ଼ି ପଡ଼ିଲା ଓଭରହେଡ୍‌ ତାର, ୨ ଯାତ୍ରୀ ଗୁରୁତର

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…

39 mins ago