ବ୍ଲଡପ୍ରେସରକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିଥାଏ ଅଗ୍ନିଶକ୍ତି ମୁଦ୍ରା, ନିଶ୍ଚୟ ଆପଣେଇ ଦେଖନ୍ତୁ

ଲୋ-ବ୍ଲଡ ପ୍ରେସର କାରଣରୁ ଶରୀରରେ ରକ୍ତର ଚାପ କମ୍‌ ହେବାରେ ଲାଗିଥାଏ। ଯେଉଁ କାରଣରୁ ଶରୀରର ଆବଶ୍ୟକ ଅଙ୍ଗ ପର୍ଯ୍ୟନ୍ତ ରକ୍ତ ପହଁଚିପାରିନଥାଏ। ଏହାସହିତ ଏହା ଶରୀରର ଅଙ୍ଗକୁ ଠିକ ଭାବରେ କାମ କରିବାକୁ ବାଧା ପହଁଚାଇଥାଏ। ଯେଉଁ କାରଣରୁ ହୃଦୟ, କିଡନୀ, ଫୁସଫୁସ ଏବଂ ମସ୍ତିଷ୍କ ଆଶିଂକ ରୂପରେ କିମ୍ବା ସମ୍ପୂର୍ଣ୍ଣ ଭାବରେ କାମ କରିବା ବ୧ନ୍ଦ କରିଦେଇଥାଏ।

ସାଧାରଣତଃ ନର୍ମାଲ ବ୍ଲଡ ପ୍ରେସର ୧୨୦/୮୦ ରହିଥାଏ। ବ୍ୟସ୍ତବହୁଳ ଜୀବନ ଏବଂ ଚିନ୍ତା କାରଣରୁ ଏହା ଅଳ୍ପ ବହୁତ ହେଲେ କୌଣସି ଫରକ ପଡିନଥାଏ। କିନ୍ତୁ ଯଦି ବ୍ଲଡପ୍ରେସର ୯୦ରୁ କମ୍‌ ହୋଇଯାଏ ତେବେ ତାହାକୁ ଆମେ ବ୍ଲଡପ୍ରେସର ବୋଲି କହିବା।

ଶରୀରରେ ଠିକ ଭାବରେ ରକ୍ତ ପ୍ରବାହ ନହେଲେ ମୁଣ୍ଡବ୍ୟଥା, ଦୁର୍ବଳ, ଥକାପଣ, ମୁଣ୍ଡ ବୁଲାଇବା ଭଳି ସମସ୍ୟା ହୋଇଥାଏ। ରକ୍ତଚାପ ଅସାଧାରଣ ଭାବେ କମ୍‌ ରହିଲେ ହୃଦୟ , ଫୁସଫୁସ ଏବଂ ମସ୍ତିଷ୍କ ଉପରେ ପ୍ରଭାବିତ ହୋଇଥାଏ। ଲୋ ବ୍ଲଡପ୍ରେସର ଅଗ୍ନିତତ୍ତ୍ୱର ଅସନ୍ତୁଳନରୁ ହୋଇଥାଏ।

ଏହାସହ ପଢନ୍ତୁ : ଯୋଗ କରିବାକୁ ଯାଉଛନ୍ତି କି? ତେବେ ଗଣ୍ଠି ପକାଇ ରଖନ୍ତୁ ଏହି ଖାସ୍‌ କଥା

ଅଗ୍ନିଶକ୍ତି ମୁଦ୍ରା ଏହାକୁ ସନ୍ତୁଳିତ କରିଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ସୂର୍ଯ୍ୟଦୋୟ ପୂର୍ବରୁ ଏହି ମୁଦ୍ରାକୁ କରିବା ଦ୍ୱାରା ଏହା ଶୀଘ୍ର ନିଜର ପ୍ରଭାବ ଦେଖାଇଥାଏ। ଦୁଇ ହାତର ତର୍ଜନୀ, ମଧ୍ୟମା, ଅନାମିକା ଏବଂ କନିଷ୍ଠା ଆଙ୍ଗୁଠି ଦ୍ୱାରା ମୁଠା କରନ୍ତୁ। ଏହାପରେ ଦୁଇ ହାତକୁ ଆଙ୍ଗୁଠିର ଅଗ୍ରଭାଗକୁ ମିଶାନ୍ତୁ। ହାତର ଦିଗ ତଳ ଆଡକୁ ରହିବା ଆବଶ୍ୟକ। ପ୍ରତିଦିନ ଧୀମା ଲମ୍ବା ଗଭୀର ନିଶ୍ୱାସ ସହିତ ୧୫ରୁ୪୫ ମିନିଟ ପଯ୍ୟର୍ନ୍ତ କରନ୍ତୁ।

Pritiparna

Recent Posts

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

1 min ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

56 mins ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

2 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

2 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

3 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

3 hours ago