ଧନିଆ ପାଣିର ଉପକାରିତା, କରିଥାଏ ଡାଇବେଟିସ୍‌ ଓ କୋଲେଷ୍ଟ୍ରଲକୁ କଣ୍ଟ୍ରୋଲ

ଖାଦ୍ଯ ପ୍ରସ୍ତୁତ କରିବାରେ ଧନିଆ ଏକ ସାମଗ୍ରୀ ଯାହାର ମସଲା ସୁସ୍ବାଦ ଖାଦ୍ଯ ପାଇଁ ବ୍ଯବହାର କରାଯାଇଥାଏ । ତେବେ ଆଜିକାଲି ପରିସ୍ଥିତକୁ ଲକ୍ଷ ରଖି ଡାକ୍ତରମାନେ ଅତ୍ଯଧିକ ମସଲା ଖାଇବାକୁ ବାରଣ କରୁଛନ୍ତି । ତେବେ ଏହି ସବୁ ମସଲା ମଧ୍ଯରେ ଧନିଆ ଏପରି ଏକ ମସଲା ଯାହାକୁ ଖାଇବା ପାଇଁ ଆୟୁର୍ବେଦ ପରାମର୍ଶ ଦେଇଥାଏ।

ଧନିଆରେ ରହିଛି ଅନେକ ପ୍ରକାରର ଔଷଧୀୟ ଗୁଣ। ଯାହାକୁ ଖାଇବା ଦ୍ବାରା ଶରୀରର ବିଭିନ୍ନ ରୋଗ ଯଥା- ଡାଇବେଟିସ୍‌, କୋଲେଷ୍ଟ୍ରଲ୍‌ ଆଦି ମାରାତ୍ମକ ରୋଗ ନିୟନ୍ତ୍ରିତ ହୋଇଥାଏ। ଡାଇବେଟିସ୍‌ ଏପରି ଏକ ରୋଗ ଯାହା ମଣିଷ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ନଷ୍ଟ କରିଦେଇଥାଏ । ଯାହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ଯସ୍ତ ହୋଇଥାଏ । ଧନିଆ ହେଉଛି ଏପରି ଏକ ମସଲା ଯାହାକୁ ପ୍ରାୟ ଲୋକ ବ୍ଯବହାର କରିଥାନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଧନିଆ ପାଣି ଶରୀର ପାଇଁ ଅତି ଲାଭ ଦାୟକ । ଆପଣଙ୍କ ଶରୀରର ସୁଗାର ସ୍ତରକୁ ଏହା ନିୟନ୍ତ୍ରଣ କରିଥାଏ।

ତେବେ ଆସନ୍ତୁ ଜାଣିବା ଏହା କିପରି ଆପଣଙ୍କୁ ସାହାଯ୍ୟ କରିବ:

ରିପୋର୍ଟ ଅନୁସାରେ ଧନିଆ ପାଣିରେ କିଛି ଯୌଗିକ ପଦାର୍ଥ ରହିଛି। ଯାହା ରକ୍ତରେ ମିଶିବା ପରେ ଆଣ୍ଟି-ହାଇପର୍‌ଗ୍ଲାଇକେମିକ୍‌ ଇନ୍‌ସୁଲିନ୍‌କୁ ଡିସ୍‌ଚାର୍ଜ କରି ନୂଆ ଇନ୍‌ସୁଲିନ୍‌ ଉତ୍ପାଦନ କରିଥାଏ। ଯାହାଫଳରେ ରକ୍ତରେ ଗ୍ଳୁକୋଜ୍‌ର ସ୍ତର ନିୟନ୍ତ୍ରିତ ହୋଇ ରହିଥାଏ।

ଧନିଆ ପାଣିର ପ୍ରସ୍ତୁତି ପ୍ରଣାଳି :

୨୦୦ ଗ୍ରାମ ଗୋଟା ଧନିଆକୁ ଆଣି ୨ଲିଟର ପାଣିରେ ବତୁରାଇ ରଖନ୍ତୁ । ଏହାକୁ ରାତିତମାମ ଏଭଳି ଭାବରେ ରହିବାକୁ ଦିଅନ୍ତୁ । ସକାଳେ ଖାଲି ପେଟରେ ଏହି ପାଣିକୁ ସେବନ କରନ୍ତୁ । ଦିନ ସାରେ ଆପଣ ଏହି ପାଣି ପିଇ ପାରିବେ । ଏହା ଦ୍ବାରା ଆପଣଙ୍କ ସୁଗାର ଲେବଲ୍ କଣ୍ଟ୍ରୋଲ ହେବ ।

 

Sonalisa

Recent Posts

ଫିଲ୍ମ ‘କଲ୍କି 2898 AD’ର ଟ୍ରେଲର ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଦୀପିକାଙ୍କ ଦମ୍‌ଦାର ଲୁକ୍‌

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି…

7 mins ago

ବିହାରର ୮ ସାଂସଦଙ୍କୁ ମୋଦି କ୍ୟାବିନେଟ୍‌ରେ ଜାଗା ! ଦିଲ୍ଲୀରୁ ଆସିଛି ଫୋନ୍‌ କଲ୍‌

ଏଥର ଏନ୍‌ଡିଏ ସରକାର ଗଠନରେ କିଙ୍ଗମେକରର ଭୂମିକା ଗ୍ରହଣ କରିଛି ବିହାରର ଜେଡିୟୁ । ଏହି ଦଳର ଦୁଇ ନେତାଙ୍କୁ…

11 mins ago

ହସ୍ପିଟାଲ ବେଡରୁ ପୁଅ ଚୋରି, ମୁଣ୍ଡ ବାଡ଼େଇ କାନ୍ଦୁଛି ମା’

ବାଲେଶ୍ୱର : ପୁଣି ସାମ୍ନାକୁ ଆସିଲା ପିଲା ଚୋରି ଅଭିଯୋଗ । ହସ୍ପିଟାଲ ବେଡ୍‌ରୁ ଶିଶୁ ପୁତ୍ରକୁ ଚୋରି କରି…

24 mins ago

୧୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ

ଭୁବନେଶ୍ଵର : ୧୨ ତାରିଖ ଦିନ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ । ବୁଧବାର ସନ୍ଧ୍ୟାରେ ଜୟଦେବ ବିହାର…

37 mins ago

ୟୁଜର୍ସଙ୍କ ପାଇଁ ଆସିଲା ଦମ୍‌ଦାର ଅଫର, ବେଷ୍ଟ କ୍ୟାମେରା ଫୋନ୍ Google Pixel 8ରେ ମିଳୁଛି ଭାରି ଡିସକାଉଣ୍ଟ

ଯଦି ଆପଣ ଫଟୋଗ୍ରାଫି ପାଇଁ ଏକ ଭଲ ସ୍ମାର୍ଟଫୋନ୍ ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି…

55 mins ago

ବାଇକ ରାକେଟ ଠାବ, ୭ ଗିରଫ, ୫ ବାଇକ ଜବତ

ଝାରସୁଗୁଡ଼ା : ଝାରସୁଗୁଡ଼ା ପୋଲିସର ବଡ ସଫଳତା । ପୋଲିସ ହାତରେ ଧରା ପଡ଼ିଲେ ବାଇକ ଲୁଟେରା ଗ୍ୟାଙ୍ଗ। ତାଙ୍କ…

1 hour ago