ଲାଇଫ୍ ଷ୍ଟାଇଲ୍

ଭରପୂର ଭିଟାମିନ୍ ଚାହୁଁଥିଲେ ଆଜି ହିଁ ଖାଆନ୍ତୁ ପଣସ

ଏବେ ବାଡି, ବଜାର ସବୁଠି ପଣସ ଦେଖିବାକୁ ମିଳୁଛି। ଏହି ସିଜନରେ ଅଧିକ କଞ୍ଚା ପଣସ ମିଳିଥାଏ। ପଣସରେ ଅନେକ ଔଷଧୀୟ ଗୁଣ ଭରପୂର ମାତ୍ରାରେ ରହିଛି। ଅନେକ ପୌଷ୍ଟିକ ତତ୍ତ୍ୱରେ ଭରପୂର ରହିଥାଏ ଏହି ପଣସ। ପଣସର ଫାଇଦା ବିଷୟରେ ଜାଣିଲେ ଆପଣ ଆଜି କିଣି ଖାଇବେ। ପଣସ ଏକପ୍ରକାର ଫଳ ହେବା ସହିତ ଏହା ପରିବା ମଧ୍ୟ। ପଣସରେ ଭିଟାମିନ, କ୍ୟାଲସିୟମ ଏବଂ ଅନେକ ମହତ୍ତ୍ୱପୂର୍ଣ୍ଣ ଜିନିଷ ମିଳିଥାଏ। ଯାହା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ।

ପଣସରେ ଆଣ୍ଟିଆକ୍ସିଡେଣ୍ଟ ସହିତ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଥାଏ। ଯାହା ଆମର ଶରୀର ପାଇଁ ଏହି ପ୍ରୋଟିନ୍ ବହୁତ ଆବଶ୍ୟକ। ଏହା ଆମ ଇମ୍ୟୁନ ସିଷ୍ଟମକୁ ଉତ୍ତମ କରିବା ସହିତ ରୋଗ, ସଂକ୍ରମଣ ଏବଂ ଭାଇରସ ଠାରୁ ଲଢ଼ିବାରେ ସାହାଯ୍ୟ କରିଥାଏ।

ଏହା ମାଗ୍ନେସିୟମ ଏବଂ କ୍ୟାଲସିୟମ ଭଳି ତତ୍ତ୍ୱରେ ଭରପୂର, ଯାହା ଆମ ହାଡ-ଗଣ୍ଠି ଏବଂ ମାସପେଶୀ ପାଇଁ ବହୁତ ଆବଶ୍ୟକ ଅଟେ। ଆପଣ ନିଜ ଖାଦ୍ୟରେ ପଣସକୁ ନିଶ୍ଚୟ ସାମିଲ କରନ୍ତୁ। କାହିଁକିନା ଏହା ଆପଣଙ୍କ ମାଂସପେଶୀକୁ ମଜବୁତ୍ କରିଥାଏ।

ଏଥିରେ ପୋଟାସିୟମର ମାତ୍ରା ଅଧିକ ରହିଥାଏ। ଯାହା ଆମ ଶରୀର ପାଇଁ ଏକ ଆବଶ୍ୟକ ଖଣିଜ ଅଟେ। ଏହି ବ୍ଲଡ ପ୍ରେସରକୁ କମ୍ କରିବାରେ ସାହାଯ୍ୟ କରିଥାଏ ଏବଂ ଆମ ହୃଦୟକୁ ଉତ୍ତମ କରିଥାଏ। ଏହା ହୃଦରୋଗୀଙ୍କ ପାଇଁ ମଧ୍ୟ ବହୁତ ଭଲ।

ପଣସରେ ଫାଇବର ବହୁତ ମାତ୍ରାରେ ରହିଥାଏ ଏବଂ ଓଜନକୁ କମ୍ କରିବାରେ ସାହାଯ୍ୟ କରିଥାଏ। କମ୍ କ୍ୟାଲେରୀ ଥିବା କାରଣରୁ ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ। ପଣସରେ ଥିବା ଫାଇବର ଆପଣଙ୍କୁ ଅଧିକ ଭାରି ଭାରି ଅନୁଭବ କରାଇବ ଯାହା ଖାଇବାର ଇଚ୍ଛା ଶକ୍ତିକୁ କମ୍ କରିଥାଏ। ଯେଉଁଥିପାଇଁ ଏହା ଓଜନକୁ କମ୍ କରିବାରେ ବହୁତ ସାହାଯ୍ୟକାରୀ ହୋଇଥାଏ।

ଏଥିରେ ଭିଟାମିନ ଏ ଏବଂ ସି ର ମାତ୍ରା ଅଧିକ ଥିବା କାରଣର ଏହା ଆମ ଆଖି ପାଇଁ ବହୁତ ଫାଇଦାପୂର୍ଣ୍ଣ ହୋଇଥାଏ। ଏହାକୁ ଖାଇବା ଦ୍ୱାରଳ ଦୃଷ୍ଟି ଶକ୍ତିରେ ବି ସୁଧାର ଆସିଥାଏ।

Pritiparna

Recent Posts

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

30 mins ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

32 mins ago

ଅଦ୍ୱିତୀୟ କାରିଗର ହରେକୃଷ୍ଣ ମହାରଣା, ଯାହାଙ୍କ ହାତର ସ୍ପର୍ଶରେ ମାଟି ମୂର୍ତ୍ତି ପାଉଛି ଜୀବନ୍ତ ରୂପ

ଆନନ୍ଦପୁର(କେନ୍ୟୁଜ୍): ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ନିଜର ହାତର ସ୍ପର୍ଶରେ ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ ।…

36 mins ago

କଣ ଭଲ ଫିଚର୍ସ ଜବରଦସ୍ତ ଲୁକ୍‌ ଥିବା ଫୋନ୍‌ କିଣିବାକୁ ଚାହୁଁଛନ୍ତି କି, ତାହେଲେ ଆସୁଛି OnePlus Ace 3 Pro

ଆସୁଛି ଓ୍ଵାନ୍‌ ପ୍ଲସର ଧମାକେଦାର ଫୋନ୍‌ । ଯଦି ଆପଣ ଓ୍ଵାନପ୍ଲସ୍‌ ଲଭର୍‌ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…

43 mins ago

ଖୁବଶୀଘ୍ର ମାର୍କେଟକୁ ଆସିବ ମହିନ୍ଦ୍ରାର ଏହି ନୂଆ ଇଳେକ୍ଟ୍ରିକ୍‌ କାର, ମିଳିବ ବଢ଼ିଆ ଫିଚର

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…

44 mins ago

ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା ।  ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…

58 mins ago