ଲାଇଫ୍ ଷ୍ଟାଇଲ୍

ଧନର ମହାଯୋଗ ଆଣିଥାଏ ଦୁବ ଘାସ ତିଳକ, ଥରେ ଆପଣେଇ ଦେଖନ୍ତୁ

ଧାର୍ମିକ ଗ୍ରନ୍ଥ ଏବଂ ପୁରାଣରେ ଦୁବ ଘାସକୁ ବହୁତ ଚମତ୍କାରୀକ ବୋଲି ଧରାଯାଏ। ଧଳା ଗାଈ କ୍ଷୀରରେ ଦୁବ ଘାସକୁ ମିଶାଇ ତିଳକ କରିବା ଦ୍ୱାରା ଧନର ଯୋଗ ରହିଥାଏ ତଥା ବ୍ୟକ୍ତିଙ୍କୁ ଧନ ପ୍ରାପ୍ତି ହୋଇଥାଏ। କୁହାଯାଏ ଯେ ଦୁବ ଘାସ ସମୁଦ୍ର ମନ୍ଥନରୁ ମିଳିଥିଲା। ଏହାସହିତ ଦୁବ ଘାସକୁ ଲକ୍ଷ୍ମୀଙ୍କର ସାପ ଭଉଣୀ ବୋଲି କୁହାଯାଏ। ଦୁବ ଗଣେଶଙ୍କର ପ୍ରିୟ ଅଟେ।

ବାଲ୍ମିକୀ ରାମାୟଣରେ ଶ୍ରୀ ରାମଙ୍କର ରଙ୍ଗ ଦୁବ ଭଳି ଅଟେ। ପଞ୍ଚଦେବ ଉପସନାରେ ଦୁବର ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଟେ। ଏହା ପ୍ରଭୁ ଗଣେଶ ଏବଂ ଦୁର୍ଗାଙ୍କର ଅତିପ୍ରିୟ ଅଟେ। ପୁରାଣରେ କଥା ଅଛି ଯେ ପ୍ରୁଥିବୀରେ ଅନଳାସୁର ରାକ୍ଷସ ଉତ୍ପାତରୁ ଋଷି ମୁନିମାନେ ଇନ୍ଦ୍ରଙ୍କୁ ନିଜ ସୁରକ୍ଷା ପାଇଁ ପ୍ରାର୍ଥନା କଲେ। ଇନ୍ଦ୍ର ମଧ୍ୟ ପରାସ୍ତ କରିବାରେ ଅସଫଳ ହେଲେ। ଏହାପରେ ଦେବତାଗଣ ଶିବଙ୍କ ପାଖକୁ ଗଲେ। ଦେବଙ୍କର ଦେବ ମହାଦେବ ମଧ୍ୟ ତାର ବିନାସ କରିପାରିଲେନାହିଁ।

ଏହାପରେ ଶିବ କହିଲେ ପ୍ରଭୁ ଗଣେଷ ସେହି ରାକ୍ଷସର ବିନାସ କରିପାରିବେ। ସବୁଦେବତାଙ୍କ ସ୍ତୁତିରେ ଗଣେଶ ପ୍ରସନ୍ନ ହୋଇ ଅନଳାସୁର ରାକ୍ଷସକୁ ଗିଳିଦେଲେ। ଯେତେବେଳେ ପେଟରେ ଜଳନ ହେଲା ସେତେବେଳେ ଋଷି କସ୍ୟପ ତାଙ୍କୁ ୨୧ ଦୁବକୁ ଗଣ୍ଠି ପକାଇ ଖାଇବାକୁ ଦେଲେ। ଏହାକୁ ଖାଇବା ପରେ ତାଙ୍କ ପେଟ ଯନ୍ତ୍ରଣା ଭଲ ହେଇଗଲା। ଦୁବ ପବିତ୍ରତାର ପ୍ରତୀକ ଅଟେ। ଏହାକୁ ଦେଖିବା ଦ୍ୱାରା ମନରେ ତେଜିୟାନ ଏବଂ ପ୍ରଫୁଲ୍ଲତା ଅନୁଭବ ହୋଇଥାଏ। ଶାକ୍ତପୂଜାରେ ମଧ୍ୟ ଭଗବତୀଙ୍କୁ ଦୁବ ଅର୍ପିତ କରାଯାଏ।

Pritiparna

Recent Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ, ଶପଥ ନେଲେ ପ୍ରଧାନମନ୍ତ୍ରୀଙ୍କ ସହ ଟିମ୍‌ କ୍ୟାବିନେଟ୍‌

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ମହାମହିମ ରାଷ୍ଟ୍ରପତି ତାଙ୍କୁ ପଦ ଓ ଗୋପନୀୟତାର…

3 mins ago

ବସ୍‌ ରେ ଯାତ୍ରା ସମୟରେ ଖସି ପଡ଼ୁଥିଲେ ଯାତ୍ରୀ, ସୁପରମ୍ୟାନ୍‌ ଭାବେ ଜୀବନ ରକ୍ଷା କଲେ କଣ୍ଡକ୍ଟର

ଯଦି ଆପଣ ଚଳଚ୍ଚିତ୍ରରେ 'ସ୍ପାଇଡରମ୍ୟାନ୍' ଦେଖିଥିବେ, ତେବେ ଆପଣ ବୋଧହୁଏ ଜାଣିଥିବେ ଷଷ୍ଠ ଇନ୍ଦ୍ରୀୟ (sixth sence) କ’ଣ କୁହାଯାଏ…

2 hours ago

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ୪୨ ଚକ ନିର୍ମାଣ ଶେଷ

ପୁରୀ : ଚଳଚଞ୍ଚଳ ପୁରୀ ରଥଖଳା । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ…

2 hours ago

ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସ, ପ୍ରଦର୍ଶିତ ହେଲା ସିନେମା ଶୂନ୍ୟ ସ୍ବରୂପ

ଭୁବନେଶ୍ଵର : ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସରେ ପ୍ରଦର୍ଶିତ ହୋଇଛି ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ଶୂନ୍ୟ ସ୍ବରୂପ…

2 hours ago

ଦମ୍ ବିରିୟାନି, ଯୋଧପୁରୀ ସବ୍‌ଜି, ମଟ୍‌କା କୁଲ୍‌ଫି…ଜେପି ନଡ୍ଡାଙ୍କ ବାସଭବନରେ ଏନ୍‌ଡିଏ ସାଂସଦଙ୍କ ଡିନର ପାର୍ଟି

ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ଜୁନ୍‌ ୯ରେ ମୋଦି ପ୍ରଧାନମନ୍ତ୍ରୀ…

2 hours ago

ଫିଲ୍ମ ‘କଲ୍କି 2898 AD’ର ଟ୍ରେଲର ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଦୀପିକାଙ୍କ ଦମ୍‌ଦାର ଲୁକ୍‌

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି…

3 hours ago