ବର୍ଷାଦିନେ ନିଜ ତ୍ବଚାର ଯତ୍ନ ନିଅନ୍ତୁ ଏପରି, ଦେଖାଯିବେ ଆହୁରି ସୁନ୍ଦର

ଏବେ ବର୍ଷା ଆରମ୍ଭ ହୋଇଯାଇଛି। ଆଉ ଏହି ସମୟରେ ଘରୁ ବାହାରିବାରେ ବହୁତ ସମସ୍ୟା ହୋଇଥାଏ। ବର୍ଷାଦିନରେ ଆମକୁ ବହୁତ ସତର୍କତାର ସହିତ ଚଳିବାକୁ ପଡିଥାଏ। କାରଣ ଏହି ସମୟରେ ଅଧିକ ରୋଗ ହେବାର ଆଶଙ୍କା ରହିଥାଏ। ବର୍ଷା ଦିନରେ ଆମକୁ ନିଜ ତ୍ୱଚା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଜାଣନ୍ତୁ ବର୍ଷା ଦିନେ କିଭଳି ନେବେ ନିଜ ତ୍ୱଚାର ଯତ୍ନ।

-ବର୍ଷା ଦିନରେ ଅଧିକ ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଏହି ସମୟରେ ପେଟ ଖରାପ ହେବାର ଅଧିକ ସମ୍ଭାବନା ଥାଏ। ଭିଟାମିନ ଏ ଓ ଭିଟାମିନ ସି ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ତ୍ବଚା ଠିକ ରହିଥାଏ।

-ଦିନରେ ଅତି କମରେ ତିନି ଥର ମୁହଁକୁ ଭଲ ଭାବେ ଧୁଅନ୍ତୁ। ଏପରି କରିବା ଦ୍ୱାରା ମୁହଁର ଚର୍ମ ଭଲ ରହିବା ସହିତ ଅପରିଷ୍କାର ପଦାର୍ଥ ବାହାରି ଯାଇଥାଏ। ବର୍ଷା ପାଣି ଚର୍ମରେ ପଡ଼ିବା ଦ୍ୱାରା କୁଣ୍ଡାଇ ହେବା ସମସ୍ୟା ସୃଷ୍ଟି ହୋଇଥାଏ। ଧ୍ୟାନ ରଖନ୍ତୁ ବର୍ଷାରେ ଓଦା ହେବା ପରେ ତୁରନ୍ତ ଭଲ ଭାବେ ଧୋଇ ହେବା ଆବଶ୍ୟକ।

-ବଦହଜମି ସମସ୍ୟାରୁ ରକ୍ଷା ପାଇବା ପାଇଁ ନିୟମିତ ୨ ରୁ ୩ ଲିଟର ପାଣି ପିଅନ୍ତୁ। ତରଳ ପଦାର୍ଥ ମଧ୍ୟ ପିଅନ୍ତୁ।

-ବର୍ଷା ଦିନରେ ସପ୍ତାହକୁ ୨ଥର ନିଶ୍ଚୟ ସାମ୍ପୁ ଓ କଣ୍ଡିସନର କେଶରେ ଲଗାଇ ଦିଅନ୍ତୁ। ଏହାସହ ସପ୍ତାହକୁ ଥରେ ତେଲ ଲଗାଇବା ଆବଶ୍ୟକ।

Pritiparna

Recent Posts

ଝାଡ଼ଖଣ୍ଡ ବିଧାନସଭା ନିକଟରେ ପହଞ୍ଚିଲା ଜଙ୍ଗଲି ହାତୀ, ରାତି ସାରା ପୋଲିସ ନାକେଦମ୍‌

ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଶନିବାର ବିଳମ୍ବିତ ରାତିରେ ଏକ ଜଙ୍ଗଲି ହାତୀ ଆତଙ୍କ ଖେଳାଇଥିଲା । ରାଞ୍ଚି ଜନବସତି ଅଞ୍ଚଳକୁ…

25 mins ago

ସୂର୍ଯ୍ୟୋଦୟର ଏକ ଘଣ୍ଟା ପୂର୍ବରୁ ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ଆକାଶରେ ବିରଳ ମହାଜାଗତିକ ଘଟଣା । ଗୋଟିଏ ସରଳ ରେଖାରେ ସୌର ମଣ୍ଡଳର ୬ ଗ୍ରହ ।  ପରେଡ୍  କଲା…

25 mins ago

ମୁଖ୍ୟ ନିର୍ବାଚନ କିମଶନଙ୍କ ପ୍ରେସମିଟ୍‌, ୩୧ କୋଟିରୁ ଅଧିକ ମହିଳା ଭୋଟର ଦେଇଛନ୍ତି ଭୋଟ୍‌

ଲୋକସଭା ନିର୍ବାଚନ ଗଣତି ପୂର୍ବରୁ ନିର୍ବାଚନ ଆୟୋଗ ପ୍ରେସମିଟ୍‌ କରିଛନ୍ତି । ଚଳିତଥର ମତଦାନରେ ଭାରତ ଐତିହାସିକ ରେକର୍ଡ ହାସଲ…

33 mins ago

ଦମଦାର ଫିଚର୍ସ ସହ ଲଞ୍ଚ ହେଲା Redmi Note 13R 5G, ଜାଣନ୍ତୁ ଦାମ୍

Redmi Note 13 ସିରିଜରେ ଆଉ ଏକ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । ରେଡମିର ଏହି 5G…

39 mins ago

ଧୁମଧାମରେ ପାଳିତ ହେଲା ମା’ ରାମଚଣ୍ଡୀ ଠାକୁରାଣୀଙ୍କ ଜଳାଶାୟୀ ଉତ୍ସବ, ଏକାଦଶୀ ତିଥିରେ ଅନୁଷ୍ଠିତ ଏହି ପବିତ୍ର ଜଳକ୍ରୀଡା

ପୁରୀ(କେନ୍ୟୁଜ): ମା’ ରାମଚଣ୍ଡୀ ଠାକୁରାଣୀଙ୍କ ଜଳାଶାୟୀ ଉତ୍ସବ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି । ମା’ଙ୍କ ଉପରେ ସୁବାଷିତ ପାଣି…

45 mins ago

ଅତ୍ୟଧିକ ମଖାନା ଖାଉଛନ୍ତି କି ? ସାବଧାନ ହୋଇପାରେ ଡାଇରିଆ ଭଳି ସମସ୍ୟା

ମଖାନା ସ୍ୱାଦରେ ଅମୃତ ପରି ହୋଇଥାଏ । ସେଗୁଡିକକୁ ଆପଣ ଭଜାକି କିମ୍ବା ସାଧା ମଧ୍ୟ ଖାଇପାରିବେ । ତେବେ…

48 mins ago