ଶୁଖିଲା ନଡିଆ ଖାଇଲେ ଗର୍ଭବତୀଙ୍କୁ ମିଳିଥାଏ ଅନେକ ଫାଇଦା , ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ

ମହିଳା ମାନେ ଗର୍ଭବତୀ ସମୟରେ ବିଶେଷ ଧ୍ୟାନ ରଖିଥାନ୍ତି କାରଣ ତାଙ୍କର ଗର୍ଭରେ ବଢ଼ୁଥିବା ଛୁଆ ସୁସ୍ଥ ହୋଇ ଜନ୍ମ ହେଉ। ଅନେକ ଧ୍ୟାନ ରଖିବା ସତ୍ତ୍ବେ ମହିଳା ମାନେ ଅନେକ ପ୍ରକାରର ସମସ୍ୟାରେ ଘେରି ରହିଥାନ୍ତି। ଯେଉଁଥିରେ ପାଦ ଫୁଲିବା ଏକ ବଡ ସମସ୍ୟା। ଗର୍ଭବତୀ ସମୟରେ ଘରର ବୟଷ୍କ ବ୍ୟକ୍ତି ମାନେ ଶୁଖିଲା ନଡିଆ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ଆସନ୍ତୁ ଜାଣିବା କାହିଁକି ଶୁଖିଲା ନଡିଆ ଗର୍ଭବତୀ ସମୟରେ ଖାଇବାକୁ ପରାମର୍ଶ କରାଯାଇଥାଏ।

ବ୍ରେଷ୍ଟ ମିଲ୍କ

ଗର୍ଭବତୀ ସମୟରେ ଶୁଖିଲା ନଡିଆ ଖାଇବା ଦ୍ବାରା ବ୍ରେଷ୍ଟ ମିଲ୍କ ଅଧିକ ହୋଇଥାଏ। କେବଳ ଏତିକି ନୁହେଁ ଏହା ଦ୍ବାରା କ୍ଷୀରରେ ପୃଷ୍ଟିକତାରେ ମଧ୍ୟ ବ୍ରୁଦ୍ଧି ହୋଇଥାଏ। ଯାହା ପିଲାଙ୍କ ପାଇଁ ବହୁତ ଲାଭ ଦାୟକ ହୋଇଥାଏ।

ରକ୍ତହୀନତାର ଅଭାବ ଦୂର

ଗର୍ଭବତୀ ସମୟରେ ଶୁଖିଲା ନଡିଆ ତେଲ ଖାଇବା ଦ୍ବାରା ମହିଳା ମାନଙ୍କ ଠାରେ ରକ୍ତହୀନତାର ଅଭାବ ଦୂର ହୋଇଥାଏ।

ଏହା ସହ ପଢ଼ନ୍ତୁ :  ପ୍ରେଗ୍ନେନ୍ସି କିଟ୍ ନୁହେଁ ମାତ୍ର ୨ ମିନିଟ୍ ରେ ଟୁଥପେଷ୍ଟରୁ ଜାଣନ୍ତୁ ଆପଣ ଗର୍ଭବତୀ କି ନୁହେଁ

ଏସିଡିଟି

ପ୍ରାୟ ସମୟରେ ଦେଖାଯାଏଯେ ଗର୍ଭବତୀ ମହିଳାଙ୍କର ଏସିଡିଟିର ସମସ୍ୟା ହୋଇଥାଏ। ଯଦି ଆପଣଙ୍କୁ ମଧ୍ୟ ଏମିତି କିଛି ସମସ୍ୟା ହେଉଥାଏ ତେବେ ଏହା ଠାରୁ ମୁକ୍ତି ପାଇବା ପାଇଁ ଶୁଖିଲା ନଡିଆ ଖାଇବା ଆବଶ୍ୟକ।

ପାଦ ଫୁଲିବା

ଗର୍ଭବତୀ ସମୟରେ ମହିଳା ମାନଙ୍କର ଏକ ବଡ ସମସ୍ୟା ହେଉଛି ପାଦ ଫୁଲିବା। ତେବେ ଏଥିରୁ ମୁକ୍ତି ପାଇବାକୁ ହେଲେ ଶୁଖିଲା ନଡିଆ ଖାଇବା ଆବଶ୍ୟକ।

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

13 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

24 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

37 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

40 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

60 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago