ସ୍ବାସ୍ଥ୍ଯ ପାଇଁ ସଜନା, ଅନେକ ରୋଗର ଗୋଟେ ଔଷଧ ଅଛି ଆପଣଙ୍କ ଘରେ

ନୀତିଦିନିଆ ଜୀବନରେ ଆମେ ଖାଦ୍ୟ ପାଇଁ ବିଶେଷ କରି ପରିବା ଉପରେ ନିର୍ଭର କରିଥାଉ । ଏହି ପରିପେକ୍ଷୀରେ ଯେଉଁ ସବୁଜ ପରିବା ଖାଇବା ଦ୍ବାରା ଆମେ ସୁସ୍ଥ ଏବଂ ସତେଜ ରହିବା ସେଥିପ୍ରତି ସର୍ବଦା ଧ୍ୟାନ ଦେବା ଆବଶ୍ୟକ । ଶାଗ,ପୋଟଳ,ବିନସ୍,କ୍ୟାପସିକମ୍,ଅମ୍ରୁତଭଣ୍ଡା,ବାଇଗଣ ଆଦି ବିଭିନ୍ନ ପରିବା ଆମ ଶରରୀ ପାଇଁ ବହୁତ ଲାଭଦାୟକ । ଯାହାକି ଆମ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ କାମ କରିବାରେ ବିଶେଷ ସହାୟକ ହୋଇଥାଏ । ଶରୀରକୁ ଗ୍ରାସ କରୁଥିବା ବିଭିନ୍ନ ରୋଗକୁ ସମୂଳେ ନାସ କରିବା ପାଇଁ ବିଶେଷ କାର୍ଯ୍ଯ କରିଥାଏ।

ଏଭଳି ସବୁ ସବୁଜ ପରିବା ମଧ୍ଯରୁ ଗୋଟିଏ ହେଉଛି ସଜନା ଛୁଇଁ । ଯେଉଁ ପରିବାର ପତ୍ର ଶାଗ ହିସାବରେ ଆମେ ଆହରଣ କରିଥାଉ । ଏହି ସଜନା ଛୁଇଁ ଦେହ ପାଇଁ ବିଶେଷ ଉପକାରିତା ହୋଇଥିବାବେଳେ ଏଥିରେ ଭିଟାମିନ୍ ଭରପୁର ହୋଇ ରହିଥାଏ । ଏଥିରେ ଥିବା କ୍ୟାଲସିୟମ,ଲୌହ,ଭିଟାମିନ୍-ସି,ରିବୋଫ୍ଳାବିନ୍,କରୋଟିନ୍ ଆଦି ଆମ ଶରୀରକୁ ବହୁତ ମାତ୍ରାରେ ପ୍ରୋଟିନ୍ ଯୋଗାଇଥାଏ । ସଜନା ଛୁଇଁ ମଧୁମେୟ, କଫ, ପିତ, ଶ୍ବାସ ଆଦି ରୋଗକୁ ମୁକ୍ତି ମଧ୍ୟ ଦେଇଥାଏ ।

ଆସନ୍ତୁ ଜାଣିବା ସଜନା ଛୁଇଁରେ କଣ ରହିଛି ଔଷଧୀୟ ଗୁଣ

.ସଜନା ଛୁଇଁ ଏବଂ ଏହାର ପତ୍ର ଶାଗକୁ ଖାଇବା ଦ୍ବାରା କିମ୍ବା ଏହାର ରସ ପିଇବା ଦ୍ବାରା ରକ୍ତ ଚାପ ନିୟନ୍ତ୍ରୀତ ହୋଇଥାଏ ।

.ସଜନା ଛେଲିକୁ ବାଟି କିମ୍ବା ଏହାର ଅଠାରେ ଚିନି ମିଶାଇ ବଥ,ବାରମୁଳିଆ,ଯାଦୁ ହୋଇଥିବା ସ୍ଥାନରେ ଲଗାଇଲେ ତାଲା ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ ।

.ଏହା ବ୍ୟତିତ ସଜନା ପତ୍ରକୁ ଗାଈ ମୂତ୍ରରେ ବାଟି ଯାଦୁରେ ଲଗାଇଲେ ମଧ୍ଯ ଲାଭ ମିଳିଥାଏ ।

. ସଜନା ଗଛ ଛାଲି ରସରେ ଲୁଣ ମିଶାଇ ଭାତୁଡି ଉପରେ ଲଗାଇଲେ ତାହା ଭଲ ହୋଇଯାଏ ।

.ସଜାନ ଛେଲି ସୋରିଷ ତେଲ ସହିତ ଏକତ୍ର ବାଟି ସେବନ କରିବେ। ତା ପରେ ଗରମ ପାଣି ପିଇଲେ ପେଟର ବାୟୁ, ଅଜୀର୍ଣ୍ଣ, କୃମି, ମେଦ ବୃଦ୍ଧି ଆଦି ରୋଗ ଭଲ ହୋଇଥାଏ ।

 

 

 

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

7 hours ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

8 hours ago

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

8 hours ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

9 hours ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

9 hours ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

10 hours ago