ବର୍ଷା ଦିନରେ ନିଅନ୍ତୁ ଆଖିର ଯତ୍ନ ନହେଲେ ହୋଇପାରେ ସଂକ୍ରମିତ

ବର୍ଷାଦିନ ଆରମ୍ଭ ହେବା ମାତ୍ରେ ଗରମରୁ ତ ରକ୍ଷା ମିଳିଥାଏ କିନ୍ତୁ ଏହି ଋତୁ ଆସିବା ଯୋଗୁଁ ଅନେକ ସଂକ୍ରାମକ ରୋଗ ହୋଇଥାଏ। ଏଥିପାଇଁ ଆମ୍ଭେ ନିଜର ଧ୍ୟାନ ରଖିବା ଉଚିତ। ଖାସ୍‌ କରି ଏହି ଦିନରେ ଆଖିର ଯତ୍ନ ନେବା ବହୁତ ଜରୁରୀ। ବର୍ଷାଦିନରେ ଆଖି ସଂକ୍ରମଣ ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ବ୍ୟବହାର କରନ୍ତୁ ନାହିଁ। ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ପକାଇବା ଦ୍ୱାରା ମୋତିଆବିନ୍ଦୁ, ଗ୍ଲୁକୋମା ହେବାର ଆଶଙ୍କା ରହିଥାଏ। ବର୍ଷା ଦିନରେ ଆଖିକୁ ହେଉଥିବା ରୋଗ ବିଷୟରେ ଆସନ୍ତୁ ଜାଣିନେବା :

ଆଖି ସମ୍ବନ୍ଧୀୟ କେତେକ ରୋଗ:

ଆଖି ସଂକ୍ରମଣ ହେଲେ କଞ୍ଜୁକ୍ୟୁଟିଭାଟିସ ବା ଆଖିଧରା, ଆଇ ଫ୍ଲୁ , କର୍ଣ୍ଣିନାଲ ଅଲସର, ଡ୍ରାଏ ଆଇ ଭଳି ରୋଗ ହୋଇଥାଏ। ଏହା ବର୍ଷାଋତୁ ଆରମ୍ଭରୁ ପରିବେଶରେ ଥିବା ସଲଫର ଡାଇଅକ୍ସସାଇଟ ଭଳି ଗ୍ୟାସ ପାଣି ସଂସ୍ପର୍ଶରେ ଆସି ଏସିଡ ହୋଇଯାଏ। ଏଥିପାଇଁ ପ୍ରଥମ ବର୍ଷାରେ ଭିଜିଲେ ଏହି ରୋଗ ହୋଇଥାଏ କଞ୍ଜୁକ୍ୟୁଟିଭାଟିସ : ଆଖିରେ ମଇଳା ହାତ ଲଗାଇବା, ସଂକ୍ରମିତ ରୁମାଲ, ଟାଓ୍ଵଲର ବ୍ୟବହାର ଦ୍ୱାରା ସଂକ୍ରମିତ ହୋଇଥାଏ।

କ’ଣ ସାବଧାନତା ଅବଲମ୍ବନ କରିବା ଉଚିତ :

ବାହାରୁ ବୁଲି ହେଉ ଅବା କାର୍ଯ୍ୟକ୍ଷେତ୍ରରୁ ଘରକୁ ଫେରିବା ପରେ ହାତ ଧୋଇଦିଅନ୍ତୁ। ନିଜର ଔଷଧ, କଣ୍ଟାକ୍ଟ ଲେନ୍ସ, ରୁମାଲ, ଟାଓ୍ଵଲ ଆଉ କାହାକୁ ପ୍ରୟୋଗ କରିବାକୁ ଦିଅନ୍ତୁ ନାହିଁ। ଆଖି ସଂକ୍ରମଣ ହେବା ପରେ କଣ୍ଟାକ୍ଟ ଲେନ୍ସ ଲଗାନ୍ତୁ ନାହିଁ କିମ୍ବା ମେକ୍‌ଅପ୍‌ କରନ୍ତୁ ନାହିଁ। ଯଦି ସୁଇମିଂ ପୁଲର ପାଣି ଖରାପ ହୋଇଥିଲେ ଏଥିରେ ଗାଧାନ୍ତୁ ନାହିଁ। ସର୍ବଦା ଓମେଗା –୩ ଫ୍ୟାଟି ଏସିଡ ଯୁକ୍ତ ପନିପରିବା ଖାଆନ୍ତୁ।

Swagatika

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

18 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

29 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

42 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

45 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago