କ୍ୟାନସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିଥାଏ ବ୍ଲୁ ବଟରଫ୍ଲାଇ ଚା’

ସୁସ୍ଥ ରହିବା ପାଇଁ ଲୋକମାନେ ଗ୍ରୀନ ଟି ଏବଂ ବ୍ଲାକ ଟି ଭଳି ହର୍ବାଲ ଚା’ ପିଇଥାନ୍ତି। ଆଜିକାଲି ମାର୍କେଟରେ ଅନେକ ଶସ୍ତା ଏବଂ ହର୍ବାଲ ଟି ମଧ୍ୟ ମିଳୁଛି, ଯାହା ଆପଣଙ୍କୁ ସୁସ୍ଥ ରଖିବା ସହ କ୍ୟାନସର , ଡାଇବେଟିଜ୍‌ ଭଳି ଅନେକ ରୋଗରୁ ରକ୍ଷା କରିଥାଏ। ଆଜି ଆମେ ଆପଣଙ୍କୁ ନେଳି ଚା’ ବିଷୟରେ କହିବୁ ଯାହା ଆପଣଙ୍କୁ ଅନେକ ଭୟଙ୍କର ରୋଗଠାରୁ ଦୂରେଇ ରଖିଥାଏ।

ନେଳି ଚା’ ପ୍ରସ୍ତୁତ କରିବା ପ୍ରଣାଳୀ

ବ୍ଲୁ ଟି ପ୍ରସ୍ତତ କରିବା ପାଇଁ ପ୍ରଥମେ ପ୍ୟାନରେ ଏକ କପ୍‌ ପାଣିକୁ ହାଲୁକା ଗରକ କରିବା ପରେ ସେଥିରେ ୪ ରୁ ୫ଟି ଅପରାଜିତା ଫୁଲ ପକାଇ ଭଲଭାବେ ଫୁଟାନ୍ତୁ। ଏବେ ଏହି ଚା’ କୁ ଛାଣି ସେଥିରେ ଅଳ୍ପ ମହୁ ମିଶାନ୍ତୁ। ଆପଣ ଚାହିଁଲେ ଏହାକୁ ଗରମ ମଧ୍ୟ ସେବନ କରିପାରିବେ। ବ୍ଲୁ ବଟରଫ୍ଲାଇ ଅର୍ଥାତ ନେଳି ଚା’ ଡାଇବେଟିଜ୍‌ ଠାରୁ ଆରମ୍ଭ କରି କ୍ୟାନସର ଭଳି ମାରାତ୍ମକ ରୋଗରୁ ରକ୍ଷା କରିଥାଏ।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

7 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

10 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

10 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

11 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

13 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

13 hours ago