ଧନ୍‌ତେରାସ ଦିନ ମାତ୍ର ପାଞ୍ଚଟଙ୍କାର କିଣିଆଣନ୍ତୁ ଏହି ଜିନିଷ, ଯାହା ବଦଳାଇ ଦେବ ଆପଣଙ୍କ ବର୍ଷକର ଭାଗ୍ୟ

ଦୀପାବଳିର ଦୁଇଦିନ ପୂର୍ବରୁ ଧନ୍‌ତେରାସ ପାଳନ କରାଯାଏ। ଏହିଦିନ ହିଁ ଦୀପାବଳିର ଆରମ୍ଭ ହୋଥାଏ। ସମୁଦ୍ର ମନ୍ଥନ ବେଳେ ଧନତେରାସ ଦିନ ଭଗବାନ ଧନ୍ଵନ୍ତରୀ ନିଜ ସହିତ ଅମୃତ କଳସ ଏବଂ ଆୟୁର୍ବେଦ ନେଇ ପ୍ରକଟ ହୋଇଥିଲେ। ଆୟୁର୍ବେଦ ନେଇ ଆସିଥିବାରୁ ତାଙ୍କୁ ଔଷଧର ଜନକ ବୋଲି କୁହାଯାଏ। ଧନତେରାସ ଦିନ ଧନ ଦେବତା କୁବେରଙ୍କୁ ପୂଜା କରାଯାଏ। ଏହି ଦିନ କିଛି ବି କିଣିବା ବହୁତ ଶୁଭ ହୋଇଥାଏ। ଏପରି କଲେ ବର୍ଷଯାକ ଆର୍ଥିକ ସ୍ଥିତି ଭଲ ରହେ ବୋଲି ମାନ୍ୟତା ରହିଛି।

ଯଦି ଆପଣ ଆପଣଙ୍କ ବର୍ଷଯାକର ସମସ୍ୟାକୁ ଦୂର କରିବାକୁ ଚାହୁଛନ୍ତି ତେବେ ଆପଣାନ୍ତୁ ଏହି ଉପାୟ। ଏହାକୁ ଆପଣାଇବା ଦ୍ୱାରା ଆପଣଙ୍କ ଉପରେ ରହିଥିବା ବାଧାବିଘ୍ନ ସହ ସମସ୍ୟା ସବୁ ଦୂର ହୋଇଯିବ।

ଦେଶର ଅନେକ ପ୍ରାନ୍ତରେ ଏହି ଉପାୟ ଆପଣାନ୍ତି ଲୋକେ। ଏହି ଉପାୟକୁ କରିବା ପାଇଁ ଧନତେରାସ ଦିନ ମାତ୍ର ୫ ଟଙ୍କାର ଧନିଆ କିଣି ପୂଜା ଘରେ ରଖିଦିଅନ୍ତି। ଏହାକୁ ଦୀପାବଳି ଦିନ ମା’ ଲକ୍ଷ୍ମୀଙ୍କ ପୂଜା କରିବା ବେଳେ ଏହାକୁ ମା’ଙ୍କୁ ଅର୍ପଣ କରିଦିଅନ୍ତୁ। ଆଗାମୀ ଦିନ ସକାଳେ ଏହି ଧନିଆକୁ ବାଡିବଗିଚାରେ ବୁଣିଦିଅନ୍ତୁ। ଏବେ ଏହି ମଞ୍ଜିରୁ ବାହାରିବା ଗଛ ଆପଣଙ୍କ ଆଗାମୀ ବର୍ଷର ଭାଗ୍ୟ ନିର୍ଦ୍ଧାରଣ କରିବ। ଏହି ଗଛ ହିଁ କହିବ, କିପରି ରହିବ ଆପଣଙ୍କ ଆର୍ଥିକ ସ୍ଥିତି।

ଏହାସହ ପଢ଼ନ୍ତୁ ; କୋଟିପତି ହେବାକୁ ଚାହୁଁଛନ୍ତି କି ? ମନିପ୍ଲାଣ୍ଟ ଛାଡନ୍ତୁ ଘରେ ଏହିଗଛ ଲଗାନ୍ତୁ, ହେବ ଧନବର୍ଷା

ଯଦି ଏହି ଗଛ ପରିପୂର୍ଣ୍ଣ ହେବା ସହ ପତଳା ରହିବ, ତେବେ ଆପଣଙ୍କର ସାମାନ୍ୟ ଆୟର ସଙ୍କେତ ଦେବ। ଏହାଛଡା ଯଦି ଏହି ଗଛ ହଳଦିଆ ଏବଂ ରୁଗ୍ଣ ହୋଇଥିବ ତେବେ ଆପଣ ବର୍ଷଯାକ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ ବୋଲି ଜାଣିନେବେ।

Swagatika

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 min ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

3 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

43 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

58 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago