କଟକ(କେନ୍ୟୁଜ୍): ୧୨ଘଣ୍ଟା ପରେ କାଠଯୋଡ଼ିରୁ ମିଳିଲା ଦେବବ୍ରତଙ୍କ ମୃତଦେହ। ମୃତକ ଭୁବନେଶ୍ୱର ଗାଡ଼କଣା ଅଞ୍ଚଳର ଦେବବ୍ରତ ମାଝୀ। ଗତକାଲି କାଠଯୋଡ଼ି ତ୍ରିଶୁଳିଆ ବ୍ରିଜ୍ରୁ ଡେଇଁଥିଲେ ଦେବବ୍ରତ। କିଛି ଦିନ ହେଲା ସେ ମାନସିକ ଭାରସାମ୍ୟ ହରାଇଥିଲେ । ଗତକାଲି ରାତିରେ ସେ ଏକ ବାଇକରେ ଆସି ବ୍ରିଜ ଉପରେ ଗାଡ଼ି ରଖିଥିଲେ । ହଠାତ୍ ତ୍ରିଶୂଳିଆ ପୋଲ ଉପରୁ ଡେଇଁ ପଡ଼ିଥିଲେ । ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ରାତି ହୋଇଯିବାରୁ ଉଦ୍ଧାର ଅଭିଯାନ ବନ୍ଦ ରଖାଯାଇଥିଲା। ଆଜି ପୁଣି ଅପରେସନ ଆରମ୍ଭ ହୋଇ ମୃତଦେହ ଉଦ୍ଧାର କରାଯାଇଛି।
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…