ଲାଇଫ୍ ଷ୍ଟାଇଲ୍

ପ୍ରତିଦିନ ସକାଳେ ଖାଆନ୍ତୁ ଗୋଟିଏ ‘ରସଗୋଲା’, ସବୁଦିନ ପାଇଁ ଶରୀରରୁ ଉଭେଇଯିବ ଏହି ୩ଟି ରୋଗ

ରସଗୋଲା ଖାଇବାକୁ ସମସ୍ତେ ବହୁତ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ରସଗୋଲା ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ? ହଁ, ଆଜି ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ରସଗୋଲା ଖାଇବା ଦ୍ୱାରା ଶରୀରର ତିନୋଟି ରୋଗ ଭଲ ହେଇଯାଏ। ଆସନ୍ତୁ ଜାଣିବା, ରସଗୋଲାରୁ କି କି ଫାଇଦା ମିଳିଥାଏ। ଯେହେତୁ ରସଗୋଲା କ୍ଷୀର ଛେନାରୁ ତିଆରି ହୋଇଥାଏ, ତେଣୁ କ୍ଷୀରରେ ଥିବା କ୍ୟାଲସିୟମ ଏଥିରୁ ପ୍ରଚୁର ପରିମାଣରେ ମିଳିଥାଏ, ଯାହାକି ଆମ ହାଡ଼କୁ ମଜଭୁତ କରାଇଥାଏ।

ଏଥିରେ କ୍ଷୀରର ସବୁ ଗୁଣ ଭରପୂର ମାତ୍ରାରେ ରହିଥାଏ। ଆଉ ଏହା ଜଲଦି ହଜମ ମଧ୍ୟ କରାଇଥାଏ। ୧୦୦ ଗ୍ରାମ ରସଗୋଲାରେ ୧୮୩ କ୍ୟାଲୋରୀ ଶକ୍ତି ମହଜୁଦ ଥାଏ, ସେଥିରୁ ୧୫୩ କ୍ୟାଲୋରୀ କାର୍ବୋହାଇଡ୍ରେଡ, ୧୭ କ୍ୟାଲୋରୀ ଫ୍ୟାଟ ଏବଂ ୧୬ କ୍ୟାଲୋରୀ ପ୍ରୋଟିନ ଥାଏ।

୧. ବହୁତ କମ ଲୋକ ଜାଣିଛନ୍ତି ଯେ ଯଦି ଜଣେ ଜଣ୍ଡିସ ରୋଗୀ ପ୍ରତିଦିନ ସକାଳେ ଗୋଟିଏ ଧଳା ରସଗୋଲା ଖାଏ, ତା’ହେଲେ ତା’ର ରୋଗ ସମ୍ପୂର୍ଣ୍ଣ ଭଲ ହେଇଯାଏ।

୨. ଯେଉଁମାନଙ୍କ ପରିସ୍ରା ପୋଡା ହୁଏ, ସେମାନଙ୍କ ପାଇଁ ମଧ୍ୟ ରସଗୋଲା ସେବନ ରାମବଣ ସଦୃଶ କାମ କରେ। ସେମାନେ ପ୍ରତିଦିନ ଏକ ଧଳା ରସଗୋଲା ଖାଇବା ଉଚିତ।

୩. ଆଖିରେ ପାଣି ଜମା ହେଉଥିଲେ, ଆଖି ପୋଡିଲେ କିମ୍ବା ଆଖି ହଳଦିଆ ଦିଶିଲେ, ପ୍ରତିଦିନ ସକାଳେ ଧଳା ରସଗୋଲା ଖାଇବା ଉଚିତ। ଏହାଦ୍ୱାରା ଆଖି ସୁସ୍ଥ ରହିଥାଏ ଏବଂ ଆଖିକୁ ସ୍ପଷ୍ଟ ଦେଖାଯାଏ।

Roshni

Recent Posts

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

5 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

14 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

30 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

45 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

58 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

58 mins ago