ଲାଇଫ୍ ଷ୍ଟାଇଲ୍

ଆଜି ସନ୍ଧ୍ୟାରେ ନିଜ ପିଲାଙ୍କୁ ଦିଅନ୍ତୁ ସରପ୍ରାଇଜ, ଘରେ ଅତି ସହଜରେ ବନାନ୍ତୁ ଟେଷ୍ଟି ଚିଜି ପଟାଟୋ ପ୍ୟାନକେକ

ବର୍ତ୍ତମାନର ସମୟ ପିଲାମାନଙ୍କ ପାଇଁ ବହୁତ ମୁସ୍କିଲ ଭରା ସମୟ ହୋଇପଡିଛି । କାରଣ ସେମାନେ ବାହାରକୁ ଯାଇ ନିଜ ସାଙ୍ଗମାନଙ୍କ ସହ ଖେଳିବା ପଢିବା ବନ୍ଦକରି ୨୪ ଘଣ୍ଟା ଘରେ ରହୁଛନ୍ତି । ଏପରିସ୍ଥଳେ ବେଳେବେଳେ ପିଲାମାନେ ଚିଡଚିଡା ହୋଇଯାଉଥିବ ଆପଣ ଲକ୍ଷ କରିଥିବେ । ସେଥିପାଇଁ ପିଲାମାନଙ୍କ ମନ ଖୁସି କରିବା ପାଇଁ ଯଦି ଆପଣ ତାଙ୍କ ମନ ପସନ୍ଦର ଖାଦ୍ୟ ବଣାଇ ଖାଇବାକୁ ଦିଅନ୍ତି ତାହେଲେ ହୁଏତ ସେମାନେ ଘରେ ରହିବି ଟିକିଏ ଖୁସି ଅନୁଭବ କରିପାରନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏମିତି ଏକ ରେସିପି ଯାହାକୁ ଖାଇବା ପରେ ଆପଣଙ୍କ ପିଳା ଖୁସିରେ ଡ଼େଇଁବେ । ତାହେଲେ ଆସନ୍ତୁ ଜାଣିବା କିପରି ଘରେ ତିଆରି କରିବେ ଅତି ସହଜରେ ପଟାଟୋ ପ୍ୟାନକେକ ।

ଆବଶ୍ୟକୀୟ ସାମଗ୍ରୀ

  • ୪ଟି ଆଳୁ
  • ଅଧାକପ ଚିଜ
  • ୩ଟି ପିଆଜ
  • ଅଳ୍ପ ଟିକେ ରସୁଣ
  • ଅଧାକପ ମଇଦା
  • ୨ଟି ଅଣ୍ଡା
  • ଗୋଲମରିଚଗୁଣ୍ଡ
  • ତେଲ
  • ଆବଶ୍ୟକ ଅନୁସାରେ ଲୁଣ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଆଳୁକୁ ଚୋପା ଛଡାଇ ତାକୁ ଗ୍ରେଟ କରିଦିଅନ୍ତୁ ଏବଂ ତାକୁ ଏକ ସଫା କପଡ଼ାରେ ରଖିଦିଅନ୍ତୁ ଯେପରି ସେଥିରେ ଥିବା ପାଣି ବାହାରି ଆସିବ । ବର୍ତ୍ତମାନ ଗୋଟିଏ ପତ୍ର ଆଣି ସେଥିରେ ଆଳୁ, କଞ୍ଚାଲଙ୍କା, ରସୁଣ କଟା, ମଇଦା, ଲୁଣ, ଗୋଲମରିଚ ଗୁଣ୍ଡ, ଚିଜ ଏବଂ ଅଣ୍ଡାକୁ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ଏହି ମିଶ୍ରଣକୁ ଚକୁଳି ପରି ପକାଇ ଗୋଲ କରିଦିଅନ୍ତୁ । ଧିମା ଆଞ୍ଚରେ ଏହାର ଦୁଇପାଟକୁ ଭଲଭାବେ ସେକି ଦିଅନ୍ତୁ । ଏହା ଭଲଭାବେ ହୋଇଗଲା ପରେ ତାକୁ କାଢି ଚିଲି ଗାର୍ଲିକ ସସ ସହିତ ନିଜ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ।

KNews Bureau

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

4 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

5 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

12 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

17 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

35 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

44 mins ago