ଚୁଇଙ୍ଗମ୍‌ ଚୋବାଇବା ଦ୍ୱାରା ହ୍ରାସ ପାଇଥାଏ ଓଜନ, ଜାଣନ୍ତୁ କଣ ରହିଛି ସତ୍ୟତା

ଅଧିକାଂଶ ଲୋକମାନେ କେବେ ନା କେବେ ଚୁଇଙ୍ଗମ ଖାଇବା ପାଇଁ ପସନ୍ଦ କରିଥାନ୍ତି। ଏଥିସହ କୁହାଯାଥାଏ ଚୁଇଙ୍ଗମ୍‌ ଖାଇବାରେ ସାବଧାନ ରହିବା ଉଚିତ। କାରଣ ଚୁଇଙ୍ଗମ୍‌ ଗିଳିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଯଦି ଆପଣଙ୍କୁ କିଏ କହିଥାଏ ଚୁଇଙ୍ଗମ୍‌ ଚୋବାଇବା ଦ୍ୱାରା ଓଜନ କମିଥାଏ ତେବେ ଏହା କୌଣସି ଆଶ୍ଚର୍ଯ୍ୟକର କଥା ନୁହେଁ। କାରଣ ଅନେକ ଗବେଷଣାରୁ ପ୍ରମାଣିତ ହୋଇଛି ଚୁଇଙ୍ଗମ୍‌ ଚୋବାଇବା ଦ୍ୱାରା ଖୋଦିତ ବସ୍ତୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଚୁଇଙ୍ଗମ୍‌ ଅତ୍ୟଧିକ ଭୋଜନକୁ ନିୟନ୍ତ୍ରିତ କରିଥାଏ। ଯେଉଁ କାରଣରୁ ଆପଣଙ୍କ ଶରୀରରେ ଅତ୍ୟଧିକ ମୋଟାପଣ କମ ହୋଇଥାଏ।

ଏହାସହ ପଢନ୍ତୁ: ଷ୍ଟ୍ରେଚମାର୍କସ ପାଇଁ ଅଛନ୍ତି କି ଚିନ୍ତାରେ, ତେବେ ଏହି ଉପାୟ କରିବ ସାହାଯ୍ୟ

ଅନେକ ଗବେଷଣାରେ ମଧ୍ୟ ଏହା ପ୍ରମାଣିତ ହୋଇଛି ଚୁଇଙ୍ଗମ୍‌ ଚୋବାଇବା ଦ୍ୱାରା କ୍ୟାଲୋରୀ ବର୍ନ ହୋଇଥାଏ। ଏକ ରିସର୍ଚ୍ଚରୁ ଜାଣିବାକୁ ମିଳିଛି ଯେଉଁ ଲୋକମାନେ ପ୍ରତ୍ୟେକ ଦିନ ଚୁଇଙ୍ଗମ୍‌ ଚୋବାଇଥାନ୍ତି, ସେମାନେ ପାଖାପାଖି କ୍ୟାଲୋରୀ ବ୍ୟବହୃତ କରିଥାନ୍ତି। ଏହାବ୍ୟତୀତ ଚୁଇଙ୍ଗମ୍‌ ଚୋବାଉଥିବା ଲୋକମାନେ ଅନ୍ୟ ଲୋକମାନଙ୍କ ତୁଳନାରେ ୫ ପ୍ରତିଶତ ଅଧିକ କ୍ୟାଲୋରୀ ବର୍ନ କରିଥାନ୍ତି।

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

7 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

13 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

27 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago