ଆପଣଙ୍କର ଅଛି କି ଚୁଇଂଗମ୍‌ ଚୋବାଇବା ଅଭ୍ୟାସ? ହୋଇ ଯାଆନ୍ତୁ ସତର୍କ

ବବଲ ଗମ୍ କଥା ତ ଆପଣ ନିହାତୀ ଜାଣିଥିବେ ଯାହା ଆଜିକାଲି ବିଭିନ୍ନ ଫ୍ଳେବରରେ ମାର୍କେଟରେ ମିଳୁଛି । ବହୁ ଲୋକଙ୍କୁ ଚୁଇଂଗମ୍‌ ଚୋବାଇବାକୁ ଭଲ ଲାଗିଥାଏ । କିଛି ଲୋକ ଚୁଇଂଗମ୍‌ ଦ୍ବାରା ମୁହଁର ଏକ୍ସରସାଇଜ୍ ମଧ୍ୟ କରିଥାନ୍ତି । ବିଭିନ୍ନ ଲୋକ ଫ୍ୟାସନ୍ ଏବଂ ଟାଇମ ପାସ୍ କରିବା ପାଇଁ ଏହି ଚ୍ୟୁଗମର ବ୍ୟବହାର କରିଥାନ୍ତି । ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାହିଁକି ନା ଏହା କ୍ଷତିକାରକ ଅଟେ ।

ଏଥିରେ ଥିବା ଫୁଡ୍ ଏଡିଟିବ କାରଣକୁ ଆପଣଙ୍କୁ କେଲୋରେକ୍ଟଲ କ୍ୟାନସର ଭଳି ଗମ୍ଭୀର ରୋଗ ହେବାର ଭୟ ରହିଥାଏ । ନିକଟରେ ହୋଇଥିବା ଏକ ଷ୍ଟଡି ମୁତାବକ ଚୁଇଂଗମ୍‌ କିମ୍ବା ମେୟୋନିଜ୍ ପରି ଜିନିଷରେ ବାଇଟନିଂଗ ଏଜେଂଟ ରୂପେ ବ୍ୟବହାର ହେଉଥିବା ଫୁଡ ଏଡିଟିବ କାରଣକୁ ପେଟ ଜ୍ବଳନ ସହିତ ଜଡିତ ରୋଗ ଏବଂ କେଲୋରେକ୍ଟଲ କ୍ୟାନସରର ଭୟ ରହିଥାଏ ।

E171 ପରି ଟାଇଟେନିୟମ ଡାଇଅକ୍ସାଇଡ୍ ନେନୋପାର୍ଟିକଲ୍ସ କହେ କି ଏକ ଫୁଡ୍ ଏଡିଟିବ ଅଛି ଯାହାର ବ୍ୟବହାର ବାଇଟିନିଙ୍ଗ ଏଜେଣ୍ଟ ଭଳି ବଡ ମାତ୍ରାରେ ଖାଇବା ପିଇବାର ବହୁ ସାମଗ୍ରୀରେ ବ୍ୟବାହାର କରାଯାଇଥାଏ କେବଳ ଏତିକି ନୁହେଁ କିଛି ମେଡିସିନରେ ମଧ୍ୟ ଏହାର ବ୍ୟବହାର ହୋଇଥାଏ ।

ଏହି ଫୁଡ୍ ଏଡିଟିବ ଆମ ସ୍ବାସ୍ଥ୍ୟ ଉପରେ କଣ ପ୍ରଭାବ ପକାଇଥାଏ ତାହା ଜାଣିବା ପାଇଁ ମୂଷା ମାନଙ୍କ ଉପରେ ଏକ ଗବେଷଣା କରାଯାଇଥିଲା । E171 ର ବ୍ୟବାହାର ୯୦୦ରୁ ବି ଅଧିକ ଫୁଡ୍ ପ୍ରଡକ୍ଟରେ ହୋଇଥାଏ ଏବଂ ନିତିଦିନ ବହୁ ଲୋକେ ଏହି ଫୁଡ୍ ଏଡିଟିବକୁ ସେବନ କରିଥାନ୍ତି ।

ଫ୍ରନଟିୟର୍ସ ନ୍ୟୁଟ୍ରିସନ୍ ନାମକ ଜର୍ନଲରେ ପ୍ରକାଶିତ ଏକ ଷ୍ଟଡି ଅନୁସାରେ ଏପରି ଫୁଡ୍ ଆଇଟମ୍ସର ସେବନ କରିବା ଯେଉଁଥିରେ E171 ଫୁଡ୍ ଏଡିଟିବ ସାମିଲ ଅଛି ତାହାର ସିଧା ପ୍ରଭାବ ଅନ୍ତଃ ଉପରେ ପଡିଥାଏ । ଯାହା କାରଣରୁ ପେଟ ସମ୍ବନ୍ଧୀୟ ବହୁ ରୋଗ ଏବଂ କେଲୋରେକ୍ଟଲ କ୍ୟାନସର ପରି ଭୟାନକ ରୋଗ ହେବାର ଆଶଙ୍କା ଦେଖାଦେଇଥାଏ ।

Sonalisa

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

1 hour ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

2 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

2 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

2 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

2 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

3 hours ago