ଲାଇଫ୍ ଷ୍ଟାଇଲ୍

ଝିଅ ଜନ୍ମ ହୋଇଛି କି ଆଉ ନାମ କଣ ଦେବେ ଖୋାଜୁଛନ୍ତି? ତେବେ ଜାଣନ୍ତୁ A ରୁ Z ଭିତରେ ୟୁନିକ୍‌ ନାଁର ଲିଷ୍ଟ

ସମସ୍ତଙ୍କ ପରିଚୟ ନାମରୁ ହିଁ ହୋଇଥାଏ। ଏଥିପାଇଁ ଏକ ଅର୍ଥ ସୂଚାଉଥିବା ଏବଂ ବହୁତ ଖାସ୍‌ ନାମ ରହିବା ମଧ୍ୟ ଜରୁରୀ ହୋଇଥାଏ। ସବୁ ବାପା ମାଆମାନେ ଚାହାଁନ୍ତି ନିଜ ନବଜାତ ଶିଶୁର କୌଣସ ଏକ ନୂଆ ଏବଂ ୟୁନିକ ନାମ ଦେବାକୁ। ପୂର୍ବରୁ ହିନ୍ଦୁ ପରମ୍ପରାରେ ଏମିିିତି ପ୍ରଥା ରହିଥିଲା ଯେ ଶିଶୁର ନାମକରଣ ତାର ପିଇସି କରନ୍ତି କିନ୍ତୁ ଏବେ ପ୍ରାୟ ସମସ୍ତଙ୍କୁ ଏହି କାମ ପାଇଁ ଅନୁମତି ଦିଆଯାଉଛି।

ଶିଶୁଟି ଜନ୍ମହେବା ମାତ୍ରକେ ହିଁ ପରିବାର ଲୋକ ପିଲାର ନାଁ କଣ ରଖିବେ ଚିନ୍ତାରେ ରୁହନ୍ତି। ଆଉ ନୂଆ ନାମ ଖୋଜିବା ଆରମ୍ଭ କରିଦିଅନ୍ତି। କିନ୍ତୁ ଇଣ୍ଟରନେଟରେ ଆପଣଙ୍କୁ ଅନେକ ନାଁ ମିଳିଯିବ ଯାହାପରେ ଆପଣ ନାଁକୁ ନେଇକି କନଫ୍ୟୁଜ ହୁଅନ୍ତି। ଏମିତିରେ ଆଜି ଆମେ ଆପଣଙ୍କୁ ଜଣାଇବୁ ବେବି ଗାର୍ଲଙ୍କର କିଛି ୟୁନିକ ନାଁ ଏବଂ ସେହି ନାଁର ଅର୍ଥ। ତେବେ ଆସନ୍ତୁ ଜାଣିବା ତାହା ବିଷୟରେ।

ବେବି ଗାର୍ଲ ନେମ ଲିଷ୍ଟ ୨୦୨୨

A ଲେଟରରୁ ଆରମ୍ଭ ହେଉଥିବା ନାମ

ଆର୍ନା (ଦେବୀ ଲକ୍ଷ୍ମୀ), ଆଦ୍ୱିକା (ଦୁନିଆ), ଅନନ୍ୟା (ଅସିମ), ଆଧ୍ୟା (ପ୍ରଥମ ଶକ୍ତି)

B ଲେଟରରୁ ଆରମ୍ଭ ହେଉଥିବା ନାମ

ଭୁବି (ଭଗବାନ ପଠାଇଥିବା ଦୂତ), ଭାବିକା (କିଛି କରି ଦେଖାଇବାର ସାମର୍ଥ୍ୟ), ଭାବନା (ପିଓର)

C ଲେଟରରୁ ଆରମ୍ଭ ହେଉଥିବା ନାମ

ଚାର୍ବି (ଖୁବସୁରତ), ଚହଲ (ପ୍ରେମ କରୁଥିବା), ଛାୟା (ପ୍ରତିବିମ୍ବ)

D ଲେଟରରୁ ଆରମ୍ଭ ହେଉଥିବା ନାମ

ଧୂତି (ସାହସ), ଦରିକା (ଯୁବତୀ), ଦୀତା (ମା ଲକ୍ଷ୍ମୀ)

E ଲେଟର ଆରମ୍ଭ ହେଉଥିବା ନାମ

ଇନାକ୍ଷୀ(ହରିଣ ଭଳି ଆଖି), ଇଲା (ଧରିତ୍ରୀ), ଇବା (ଜୀବନ)

F ଲେଟରରୁ ଆରମ୍ଭ ହେଉଥିବା ନାମ

ଫ୍ରିୟା(ପ୍ରେମର ଦେବୀ), ଫିଜା(ପବନ), ଫଳକ (ଆକାଶ)

G ଲେଟରରୁ ଆରମ୍ଭ ହେଉଥିବା ନାମ

ଗିନ୍ନି(ସୁନା), ଗନିକା(ଫୁଲ), ଗଙ୍ଗିକା(ନଦୀ)

H ଲେଟରରୁ ଆରମ୍ଭ ହେଉଥିବା ନାମ

ହର୍ଷି(ହସମୁଖ), ହରିଣୀ (ହରିଣ), ହେନୀ(ତାଜ)

I ଲେଟରରୁ ଆରମ୍ଭ ହେଉଥିବା ନାମ

ଇନା(ଶୁଦ୍ଧ), ଇନିକା(ଛୋଟ ଧରିତ୍ରୀ), ଇଜାୟା(ତ୍ୟାଗ)

J ଲେଟରରୁ ଆରମ୍ଭ ହେଉଥିବା ନାମ

ଜିବିକା(ପାଣି), ଜଗବି(ସାଂସାରିକ), ଜାମିନୀ(ରାତି)

K ଲେଟରରୁ ଆରମ୍ଭ ହେଉଥିବା ନାମ

କାମନା(ଇଚ୍ଛା), କାମ୍ୟା(ସମର୍ଥ), କନନ(ବନ)

L ଲେଟରରୁ ଆରମ୍ଭ ହେଉଥିବା ନାମ

ଲେଖା(ଲେଖନ ହୋଇଥିବା), ଲାଖି(ମା ଲକ୍ଷ୍ମୀ),ଲତିକା(ମୋତିର ମାଳ

M ଲେଟରରୁ ଆରମ୍ଭ ହେଉଥିବା ନାମ

ମାଧୀ(ଗିଫ୍ଟ ଦେବା), ମାୟା(ମା ଲକ୍ଷ୍ମୀ), ମାୟରା(ପ୍ରିୟ)

N ଲେଟରରୁ ଆରମ୍ଭ ହେଉଥିବା ନାମ

ନଦିରା(ଶିଖର), ନଇଶା (ସ୍ପେଶାଲ), ନାୟରା(ଦେବୀ ସରସ୍ୱତୀଙ୍କ ସୁନ୍ଦରତା)

O ଲେଟରରୁ ଆରମ୍ଭ ହେଉଥିବା ନାମ

ଓଶି(ଦିବ୍ୟ), ଓର୍ବି(ପୃଥିବୀ)

P ଲେଟରରୁ ଆରମ୍ଭ ହେଉଥିବା ନାମ

ପରିଧି(ସୀମା), ପାହି(ଫୁଲର ପତ୍ର), ପହଲ(ଆରମ୍ଭ)

R ଲେଟରରୁ ଆରମ୍ଭ ହେଉଥିବା ନାମ

ରାଗି(ପ୍ରେମ କରୁଥିବା), ରାଜସୀ(ରାଜାର ଯୋଗ୍ୟ), ରାହିନୀ(ମା ସରସ୍ୱତୀ)

S ଲେଟରରୁ ଆରମ୍ଭ ହେଉଥିବା ନାମ

ସାନଝ୍‌(ସନ୍ଧ୍ୟା), ସଚିତା(ସତ୍ୟ), ସାହିରା(ପର୍ବତ)

T ଲେଟରରୁ ଆରମ୍ଭ ହେଉଥିବା ନାମ

ତନୁଜା(ଝିଅ), ତାନିୟା(ପରୀଙ୍କ ରାଣୀ), ତାନୀ(ଫେମସ)

U ଲେଟରରୁ ଆରମ୍ଭ ହେଉଥିବା ନାମ

ଉମଙ୍ଗୀ(ହସମୁଖ), ଉଦିତା(ସ୍‌ୂର୍ଯୋଦୟ), ଉଦିତୀ(ଉନ୍ନତି)

V ଲେଟରରୁ ଆରମ୍ଭ ହେଉଥିବା ନାମ

ବଲିନି(ତାରା), ବିହା(ପରୀ), ବୈଦେହୀ(ସୀତା)

W ଲେଟରରୁ ଆରମ୍ଭ ହେଉଥିବା ନାମ

ୟଶୀ(ଫେମସ), ୟାମ୍ୟା(ରାତି), ୟାମି(ଉଧିନ)

Z ଲେଟରରୁ ଆରମ୍ଭ ହେଉଥିବା ନାମ

ଜାହରା(ଗୋରା ଚର୍ମ), ଜରୀନ(ସୁନେଲୀ)

Pritiparna

Recent Posts

ସାମସଙ୍ଗ ଲଞ୍ଚ କଲା M35 5G ସ୍ମାର୍ଟଫୋନ୍, ଜାଣନ୍ତୁ ଦାମ ଓ ଫିଚର୍ସ

ଲଞ୍ଚ ହୋଇଯାଇଛି Samsung Galaxy M35 5G ସ୍ମାର୍ଟଫୋନ୍ । ସାଉଥ କୋରିଆନ ସ୍ମାର୍ଟଫୋନ୍ କମ୍ପାନୀ ସାମସଙ୍ଗ ବର୍ତ୍ତମାନ ବ୍ରାଜିଲରେ…

10 mins ago

ଦିଲ୍ଲୀ: ଏବେ ପାଣି ନଷ୍ଟ କଲେ ଗଣିବେ ତଣ୍ଡ, କଟିବ ୨ ହଜାର ଟଙ୍କା ଚାଲାଣ

ଦିଲ୍ଲୀବାସୀଙ୍କ ପାଇଁ ବଡ ଖବର । ଦିଲ୍ଲୀରେ ପାଣି ନଷ୍ଟ କଲେ ୨ ହଜାର ଟଙ୍କା ଚାଲାଣ କଟିବ ।…

24 mins ago

ସର୍ଜରୀ ପରେ ସାମ୍ନାକୁ ଆସିଲା ରାକ୍ଷୀଙ୍କ ପ୍ରଥମ ଭିଡିଓ, କଷ୍ଟ ଅନୁଭବ କରୁଥିବାର ଆସିଲେ ନଜର

ଆଜିକାଲି ରାକ୍ଷୀ ସାୱନ୍ତ ନିଜ ସ୍ୱାସ୍ଥ୍ୟା ସମସ୍ୟାକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଅସୁସ୍ଥତା ହେତୁ ରାକ୍ଷୀ ସାୱନ୍ତଙ୍କୁ…

1 hour ago

ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ…

2 hours ago

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

2 hours ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

2 hours ago