ଫେସିଆଲ କରିବାର ଫାଇଦା ତ ଶୁଣିଥିବେ, କିନ୍ତୁ ଏବେ ଜାଣନ୍ତୁ ଏହାର କୁପରିଣାମ

ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ ସବୁବେଳେ ଚାହିଁଥାନ୍ତି। ଏଥପାଇଁ ସେମାନେ ବହୁତ ପ୍ରକାରର ବିୟୁଟି ପ୍ରଡକ୍ଟସ ବ୍ୟବହାର କରିଥାନ୍ତି। ଅଧିକାଂଶ ମହିଳା ନିଜ ତ୍ବଚାର ଉଜ୍ଜ୍ବଳତା ପାଇଁ ପ୍ରାୟ ସମୟରେ ଫେସିଆଲ କରିଥାନ୍ତି। କେବଳ ମହିଳା ମାନେ ନୁହଁନ୍ତି ପୁରୁଷ ମାନେ ମଧ୍ୟ ଫେସିଆଲ କରିଥାନ୍ତି। କିନ୍ତୁ ସେମାନେ ଏହା ଜାଣି ନାହାନ୍ତି ଯେ ସେମାନଙ୍କୁ ଏହା ଦ୍ବାରା କ୍ଷତି ମଧ୍ୟ ହୋଇପାରେ।

ଫେସିଆଲ ଦ୍ବାରା ହେଉଥିବା ସାଇଡ୍ ଇଫେକ୍ଟସ :

କେତେକ ଥର ଆପଣ ଦେଖିଥିବେ ଯେ ଫେସିଆଲ କରିବା ଦ୍ବାରା ଚେହେରାରେ ଦାଗ ଏବଂ ଚିହ୍ନ ହୋଇଯାଇଥାଏ। ଏମିତି ଅଧତକ ଫେସିଆଲ କରିବା କାରଣରୁ ହୋଇଥାଏ। ଯେତେବେଳେ ଆପଣଙ୍କୁ ସବୁ ମାସରେ ଫେସିଆଲ କରିବାର ଅଭ୍ୟାସ ପଡିଯାଏ ତେବେ ତ୍ବଚାର ବାହାର ସ୍ତରକୁ କ୍ଷତି ପହଁଚିଥାଏ, ଯେଉଁ କାରଣରୁ ଏହି ସମସ୍ୟା ହୋଇଥାଏ।

କେବଳ ଏତିକି ନୁହେଁ ଫେସିଆଲ କରିବା ଦ୍ବାରା ତ୍ବଚାର ପ୍ରାକ୍ରୁତିକ ନମନୀୟତା କମ୍ ହେବାକୁ ଲାଗିଥାଏ।ଫେସିଆଲ କରିବା ପାଇଁ ଯେଉଁ କ୍ରୀମର ବ୍ୟବହାର କରାଯାଇଥାଏ, ସେଥିରେ ବହୁତ ମାତ୍ରାରେ କେମିକାଲ୍ସ ମିଳିଥାଏ। ଏହା ଆମ ତ୍ବଚାକୁ ଡ୍ରାଏ କରାଇଦିଏ।

ଏହା ସହ ପଢ଼ନ୍ତୁ : ସ୍କିନ୍ ଟାଇପ୍ ହିସାବରେ ଘରେ ପ୍ରସ୍ତୁତ କରନ୍ତୁ ଫେସିଆଲ ଅଏଲ୍, ହେବ ନାହିଁ କୌଣସି କ୍ଷତି

ଯେଉଁ କାରଣରୁ ଚେହେରା କୁଣ୍ଡେଇ ହୋଇଥାଏ। ଏଥିପାଇଁ ଆପଣ ପ୍ରାକ୍ରୁତିକ ଦ୍ରବ୍ୟର ସାହାରା ନେଇ ଫେସିଆଲ କରିପାରିବେ। ଆପଣ କେବେବି ଫେସିଆଲ କରିବା ପରେ ଖରାକୁ ବାହାରିବା ଉଚିତ ନୁହେଁ।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago