ଲାଇଫ୍ ଷ୍ଟାଇଲ୍

ମଧୁମେହ ରୋଗୀ ବିନା ଦ୍ୱିଧାରେ ଖାଇପାରିବେ ଏହିସବୁ ଫଳ, ଜାଣନ୍ତୁ କ’ଣ

ଆଜିକାଲି ଦେଶର ଅଧିକାଂଶ ଲୋକ ଡାଇବେଟିଜ ରୋଗର ଶିକାର ହେଉଛନ୍ତି। ଏହି ରୋଗ ହେବା ପରେ ଲୋକ ନିଜର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ। କିନ୍ତୁ ଅନେକ ମଧୁମେହ ରୋଗୀ ଫଳ ଖାଇବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ଭାବନ୍ତି କି, ଫଳ ଖାଇବା ଦ୍ୱାରା ଡାଇବେଟିଜ ବଢିବାର ଆଶଙ୍କା ରହିଥାଏ। କିନ୍ତୁ ଏପରି କେତେକ ଫଳ ରହିଛି, ଯାହା ଡାଇବେଟିଜ ରୋଗୀଙ୍କ ପାଇଁ ବିଲକୁଲ ବି ହାନିକାରକ ନୁହେଁ। ଆସନ୍ତୁ ଜାଣିବା, ମଧୁମେହ ରୋଗୀ କେଉଁ କେଉଁ ଫଳ ଖାଇପାରିବେ।

ସେଓ : ଡାଇବେଟିଜ ରୋଗୀ ସେଓ ଖାଇପାରିବେ। ଡାକ୍ତର ସେମାନଙ୍କୁ ପ୍ରତିଦିନ ଫଳ ଖାଇବା ପାଇଁ ପରାମର୍ଶ ଦେଉଛନ୍ତି। ପ୍ରତିଦିନ ଗୋଟେ ସେଓ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ଏଥିରେ ଭିଟାମିନ ସିର ଭରପୂର ମାତ୍ରା ରହିଥାଏ। ଯାହା ବ୍ଲଡସୁଗାରକୁ ବଢିବାକୁ ଦିଏନାହିଁ।

କିଓ୍ଵି : ଡାଇବେଟିଜ ରୋଗୀ କିଓ୍ଵି ଖାଇପାରିବେ। କିଓ୍ଵି ଖାଇବା ଦ୍ୱାରା ବ୍ଲଡ ସୁଗାର ଲେବର ନିୟନ୍ତ୍ରଣରେ ରହିଥାଏ।

କମଳା : ମଧୁମେହ ରୋଗୀ କମଳା ପ୍ରତିଦିନ ଖାଇପାରିବେ। କମଳା ଖାଇବା ଯୋଗୁଁ ଡାଇବେଟିଜ୍‌ ରୋଗୀକୁ କୌଣସି ଅସୁବିଧା ହୋଇନଥାଏ। କମଳାରେ ପ୍ରଚୁର ମାତ୍ରାରେ ପୋଟାସିୟମ ମାତ୍ରା ରହିଥାଏ।

ପିଚ୍‌ : ଡାଇବେଟିଜ ରୋଗୀ ପିଚ୍‌ ଖାଇପାରିବେ। ପିଚ୍‌ ଖାଇଲେ କୌଣସି କ୍ଷତି ହୁଏ ନାହିଁ। ଯଦି ଆପଣ ଡାଇବେଟିଜ ରୋଗୀ ହୋଇଥାନ୍ତି, ଆଉ ଆପଣଙ୍କୁ ପିଚ୍‌ ବହୁତ ପସନ୍ଦ। ତେବେ ବିନା କୌଣସି ଟେନସନରେ ଖାଇପାରିବେ।

Swagatika

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

7 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

10 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

10 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

10 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

13 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

13 hours ago