ସବୁ ବ୍ୟକ୍ତି ଚାହାନ୍ତି କି, ସେମାନଙ୍କ ଦିନର ଆରମ୍ଭ ଭଲରେ ହେଉ। ଯେତେବେଳେ ଲୋକଙ୍କ ଦିନ ଭଲରେ ଯାଏ ନାହିଁ, ତ ସେମାନେ କହିଥାଆନ୍ତି କି, କେଜାଣି ସକାଳୁ ଆଜି ମୁଁ କାହା ମୁହଁ ଚାହିଁଥିଲି। ଏମିତିରେ ଜରୁରୀ କି, ସକାଳୁ ଆଖି ଖୋଲୁ ଖୋଲୁ ଆପଣ ଏମିତି କିଛି କରନ୍ତୁ, ଯଦ୍ଦ୍ଵାରା ଆପଣଙ୍କ ଦିନ ଭଲରେ କଟିବ। ଆସନ୍ତୁ ଜାଣିବା ସେହି କାର୍ଯ୍ୟଗୁଡ଼ିକ ବିଷୟରେ, ଯାହାକୁ ସକାଳୁ ଉଠି ଆଦୌ କରିବା ଉଚିତ ନୁହେଁ।
୧. ସକାଳୁ ଉଠି କେବେ ବି ଆଇନା ଦେଖିବା ଉଚିତ ନୁହେଁ। ଏମିତି କୁହାଯାଏ କି, ସକାଳୁ ଉଠି ଆଇନା ଦେଖିବା ଦ୍ୱାରା ସାରା ରାତିର ସମସ୍ତ ନକାରାତ୍ମକତା ଆଇନରୁ ଆପଣଙ୍କୁ ପ୍ରାପ୍ତ ହୋଇଥାଏ।
୨. ସକାଳୁ ଉଠିଲେ ସିଧା ଟଏଲେଟର କମୋଡ ଦେଖିବା ଉଚିତ ନୁହେଁ। କାରଣ, ଏଥିରେ ରାହୁଙ୍କର ବାସ ହୋଇଥାଏ।
୩. ସକାଳୁ ଉଠି କଦାପି ଅଇଁଠା ବାସନ ଦେଖିବା ଉଚିତ ନୁହେଁ। ଏଥିପାଇଁ ବାସ୍ତୁ ଅନୁସାରେ କୁହାଯାଇଥାଏ କି, ରାତିରେ ସବୁ ବାସନ ସଫା କରି ନେବା ଉଚିତ।
୪. ସେହିପରି ସକାଳୁ ଉଠୁ ଉଠୁ ଜଙ୍ଗଲି ଜନ୍ତୁଙ୍କ ମୁହଁ ଦେଖିବା ଅଶୁଭ ହୋଇଥାଏ। ଏପରି କି, ନିଜ ପୋଷା ପ୍ରାଣୀର ବି ମୁହଁ ଦେଖିବା ଉଚିତ ନୁହେଁ।
୫. ସକାଳୁ ଉଠି ନିଜର କି ଅନ୍ୟ କାହାର ଛାଇ ବିଲକୁଲ ଦେଖିବା ଉଚିତ ନୁହେଁ।
ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…
ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…
ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…
କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…
ଆନନ୍ଦପୁର(କେନ୍ୟୁଜ୍): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…