ଏଭଳି ଶୁଦ୍ଧ ଉପାୟରେ କରନ୍ତୁ ଘରର ପୂଜା

ଶୁଦ୍ଧ ଚିତ୍ତ ଏବଂ ଶୁଦ୍ଧ ମନରେ ଭଗବାନଙ୍କ ପ୍ରାର୍ଥନା କରିବା ଶାସ୍ତ୍ରରେ ଉଲ୍ଲେଖ ରହିଛି। ଯଦି ଜଣେ ଭକ୍ତିପୂତ ଭାବେ ଠାକୁରଙ୍କୁ ସ୍ମରଣ କରିଥାଏ, ତା’ହେଲେ ତା’ର ମନସ୍କାମନା ପୂରଣ ହୋଇଥାଏ। କେବଳ ମନ୍ଦିର ନୁହେଁ, ଘରେ ବି ଆପଣ ଭଗବାନଙ୍କୁ ଶୁଦ୍ଧପୂତ ଭାବେ ପୂଜା କରିବା ଦରକାର। ପ୍ରତିଦିନ ସକାଳେ ଠାକୁର ପୂଜା ଆରମ୍ଭ କରିବା ପୂର୍ବରୁ କେତେକ ନିୟମ ମାନିବା ଉଚିତ। ଏଭଳି କଲେ, ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିଥାଏ।

ପୂଜା ପୂର୍ବରୁ ବ୍ୟକ୍ତିଙ୍କୁ ସ୍ନାନ କରିବା ଏବଂ ସଫା କପଡ଼ା ପିନ୍ଧି ନିଜକୁ ଶୁଦ୍ଧ କରିବା ଉଚିତ। ଅଧିକାଂଶ ରୁଢ଼ିବାଦୀ ଲୋକ ପୂଜା ଉଦ୍ଦେଶ୍ୟରେ ନିଜର ରେଶମ କପଡ଼ା ରଖିଥାଆନ୍ତି, ଯାହା କେବଳ ପୂଜା ପାଇଁ ହିଁ ଉପଲବ୍ଧ ଥାଏ। ଏହାକୁ ପବିତ୍ର ସ୍ଥାନରେ ରଖାଯାଇଥାଏ।

ଏହି ରେଶମ କପଡ଼ାକୁ ଦୈନିକ ଧୋଇବାର ଆବଶ୍ୟକତା ନ ଥାଏ। ଏହାକୁ ସପ୍ତାହିକ କିମ୍ବା ପାକ୍ଷିକ ରୂପରେ ଧୁଆଯାଇପାରିବ। କାରଣ, ଏହା ସ୍ୱଳ୍ପ ସମୟ ପାଇଁ ବ୍ୟବହାର କରାଯାଇଥାଏ। ପୂଜା ଆରମ୍ଭ କରିବା ପୂର୍ବରୁ ଆପଣ ହିନ୍ଦୁ ରୀତିନୀତି ଅନୁସାରେ ଘିଅ ଦୀପ ଜଳାଇବେ। ଏହା ପିତ୍ତଳ ଏବଂ ପଞ୍ଚଲୁହା ଧାତୁରେ ତିଆରି ହୋଇଥିବା ଦରକାର। ଦୀପଦାନିକୁ ଛୋଟ ରଖନ୍ତୁ, ଛୋଟ ଦୀପରେ ଧୂଆଁ ବେଶି ହୋଇ ନ ଥାଏ।

ଏହାସହ ପଢ଼ନ୍ତୁ: ଏଥର କରଓ୍ଵା ଚୌଥରେ ନିଜ ରାଶି ଅନୁସାରେ ପିନ୍ଧନ୍ତୁ ଏହି ରଙ୍ଗର କପଡ଼ା

ପ୍ରତ୍ୟହ ସକାଳେ ବଳିତା ବଳନ୍ତୁ ଏବଂ ଏଥିରେ ଦୀପ ଜଳାନ୍ତୁ। ଏହାପରେ କର୍ପୂର ଜଳାଇ ଆଳତି ପୂରା କରନ୍ତୁ। ଏହାସହିତ ଶ୍ଳୋକ ପାଠ କରନ୍ତୁ। ଏବେ ଭଗବାନଙ୍କୁ ପ୍ରସାଦ ଅର୍ପଣ କରନ୍ତୁ ଏବଂ ପୂରା ପରିବାରକୁ ପ୍ରସାଦ ଖାଇବାକୁ ଦିଅନ୍ତୁ।

Roshni

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

6 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

31 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

40 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago