ଲାଇଫ୍ ଷ୍ଟାଇଲ୍

ମାତ୍ର ୫ମିିନିଟରେ ତିଆରି କରନ୍ତୁ ଟେଷ୍ଟି ଓଟ୍ସ ପ୍ୟାନ କେକ୍‌, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଓଟ୍ସ ଫୁଡ କଥା ସମସ୍ତେ ଶୁଣିଥିବେ କିନ୍ତୁ ଏହାକୁ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରିନଥାନ୍ତି। ତେଣୁ ଏହାକୁ ଟ୍ରାୟ କରିବା ପାଇଁ ଆପଣାନ୍ତି ଭିନ୍ନ ଭିନ୍ନ ଉପାୟ। ଓଟ୍ସକୁ ନେଇ ଆଜି ଆମେ ଏକ ବଢ଼ିଆ ରେସିପି ସମ୍ପର୍କରେ ଆପଣଙ୍କ ସହ ସେୟାର କରିବୁ। ଏହାର ନାମ ହେଉଛି ଓଟ୍ସ ପ୍ୟାନକେକ୍‌। ଯାହା ତିଆରି ହୋଇଥାଏ ଖବୁ କମ ସମୟରେ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଭଲ ହୋଇଥାଏ।

ଆବଶ୍ୟକ ସମାଗ୍ରୀ:
.୧/୨ କପ ରୋଲ୍ଡ ଓଟ୍ସ
.୧/୨ କପ କ୍ଷୀର
.୨ଟି ଅଣ୍ଡା
.ଅଳ୍ପ ଲୁଣ
.୧ ଟି-ସ୍ପୁନ ଲବଙ୍ଗ ପାଉଡ଼ର
.୧ ସେଓ
.୧/୪ ଟି-ସ୍ପୁନ ଜାଇଫଳ ପାଉଡ଼ର
.୧/୪ ଟି-ସ୍ପୁନ ଅଦା ପାଉଡ଼ର
.୧ ଟେବୁଲ ସ୍ପୁନ ବେକିଂ ପାଉଡ଼ର
.୫ ଟେବୁଲ ସ୍ପୁନ ନଡ଼ିଆ ତେଳ
.ମେପଲ ସିରପ
.କ୍ରାନବେରୀ

pc: eating well

ପ୍ରସ୍ତୁତି ପ୍ରଣାଳୀ:
ଓଟ୍ସକୁ ପ୍ରଥମେ ଅଳ୍ପ ଗରମ କରି ଏହାକୁ ପରେ ଗ୍ରାଇଣ୍ଡ କରିନିଅନ୍ତୁ। ଏଥିରେ କ୍ଷୀର, ଅଣ୍ଡା, ଲୁଣ, ଭାନିଲା, ଚିନି, ସେଓ , ମସଲା ପାଉଡ଼ର , ବେକିଂ ପାଉଡ଼ର ସହ ଶେଷରେ ନଡ଼ିଆ ତେଲ ମିଶାନ୍ତୁ। ସବୁକୁ ଏକାଠି ଗ୍ରାଇଣ୍ଡ କରିନିଅନ୍ତୁ। ସ୍ମଦି ହେବା ପରେ ଏହାକୁ ଧିରେ ଧିରେ ତାଓ୍ଵାରେ ପକାଇ ଚକୁଳିର ଆକାର ଦିଅନ୍ତୁ। କିଛି ସମୟ ପରେ ଏହାକୁ ଓଲଟାଇ ଦିଅନ୍ତୁ। ସିିଝି ଯିବା ପରେ ପ୍ୟାନରୁ ବାହାର କରିଦିଅନ୍ତୁ । ମେପଲ ସିରପ ସହ ନଡ଼ିଆ କୋରାକୁ ପକାଇ ଏହାକୁ ସର୍ଭ କରନ୍ତୁ। କ୍ରାନବେରୀ ବି ପକାଇ ପାରିବେ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago