ଲାଇଫ୍ ଷ୍ଟାଇଲ୍

ଓପାସ ବ୍ରତରେ ବିନା ପିଆଜ ରସୁଣରେ ଘରେ ପ୍ରସ୍ତୁତ କରି ଖାଆନ୍ତୁ “ସୁଜି ଇଡ଼ଲି”

ରାକ୍ଷୀ ପୂର୍ଣ୍ଣମୀ, ଜନ୍ମାଷ୍ଟମୀ ଆଦି ସହିତ ହିନ୍ଦୁ ମାନଙ୍କରେ ନାନାଦି ବ୍ରତ ଉପବାସ ଆଦି ଆରମ୍ଭ ହୋଇଯାଏ । ଆଉ ଏସବୁକୁ ଖୁବ ବିଶ୍ୱାସ ଓ ଭରୋସା ସହିତ ଲୋକମାନେ ପାଳନ କରିଥାନ୍ତି । କିନ୍ତୁ ଲଗାତାର ଭାବେ ପଡୁଥିବା ବ୍ରତ ଉପବାସ ଆଦିରେ ସବୁବେଳେ ଫଳାହାର କରିବା ଦ୍ୱାରା ଆମକୁ ବିରକ୍ତ ଲାଗିଥାଏ । ଆଉ ଏମିତିରେ ଆମେ ଆପଣଙ୍କ ପାଇଁ ଫଳାହାରୀ ଆପେ ନାମକ ଏକ ନୂଆ ଖାଦ୍ୟ ନେଇ ଆସିଛୁ । ଯାହାକି ଆମକୁ ଏକ ନୂଆ ପ୍ରକାରର ସ୍ୱାଦ ଦେବା ସହିତ ଶରୀରର ଆବଶ୍ୟକତାକୁ ବି ପୁରା କରିଥାଏ । ଆଉ ସବୁଠାରୁ ଖାସ କଥା ହେଉଛି ଏହାକୁ ଖୁବ ସହଜ ଓ ସରଳରେ ପ୍ରସ୍ତୁତ କରାଯାଇପାରିବ । ତେବେ ଆସନ୍ତୁ ଲେଖିରଖିବା ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ବିଷୟରେ:

ସୁଜି- ଗୋଟେ କପ

ଦହି- ଅଧା କପ

ଟମାଟୋ- କଟାଯାଇଥିବା

କାକୁଡି- ଗୋଟେ

ଧନିଆ ପତ୍ର- ୨ ଚାମଚ

କଞ୍ଚା ଲଙ୍କା- ୨ ରୁ ୩ ଟି

ସୈନ୍ଧର୍ବ ଲବଣ- ସ୍ବଦାନୁଯାୟୀ

ସାଧା ଲୁଣ- ଆବଶ୍ୟକତା ଅନୁସାରେ

ତେଲ- ଦୁଇ ଚାମଚ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ସୁଜିକୁ ନିଅନ୍ତୁ ଏହାକୁ ଏକ କଡେଇରେ ରଖି ଶୁଖିଲାରେ ଏକ ରୋଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ବଡ ମିକସିଙ୍ଗ ବାଉଲରେ ସୁଜି ଦେଇ କଟା ଯାଇଥିବାଥିବା କଟା ଟମାଟୋ, କାକୁଡି ଆଦିକୁ ଦିଅନ୍ତୁ । ଏହା ପରେ ଏହି ମିଶ୍ରଣରେ ଧନିଆ ପତ୍ର, କଞ୍ଚା ଲଙ୍କା , ସୈନ୍ଧର୍ବ ଲବଣ ଆଦି ଦେଇ ସବୁକୁ ଭଲଭାବରେ ମିଶାଇ ଦିଅନ୍ତୁ । ଏହା ପରେ ଏଥିରେ ଦହି ମିଶାଇ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଏହାକୁ ୧୦ ମିନିଟ ପାଇଁ ଛାଡି ଦିନତୁ । ଯାହା ଦ୍ୱାରା ସୁଜି ଫୁଲିଯିବ ।

୧୦ ମିନିଟ ଶେଷ ହେବା ପରେ ମିଶ୍ରଣକୁ ଆଉଥରେ ଘାଣ୍ଟି ଦିଅନ୍ତୁ । ଏହା ପରେ ଇଡ଼ଲି ଛାଞ୍ଚରେ ପାଣି ଦେଇ ଗରମ କରିଦିଅନ୍ତୁ | ଛାଞ୍ଚ ଗରମ ହୋଇ ଆସିଲେ ପ୍ରତିଟି ଖୋପରେ ତେଲ ଦିଅନ୍ତୁ । ଏହା ପରେ ଚାମଚ ସାହାଯ୍ୟରେ ଆଣ ଦେଇଦିଅନ୍ତୁ । ଏହାକୁ ଘୋଡାଇ ଦିଅନ୍ତୁ | ଗୋଟେ ପଟ ସିଝି ଆସିଲେ ଅନ୍ୟ ପଟକୁ ରଖନ୍ତୁ । ସିଝି ଆସିଲେ ଏକ ପ୍ଲେଟକୁ କାଢି ଦିଅନ୍ତୁ | ଏବେ ଏହାକୁ ଦହି କିମ୍ବା ଚଟଣି ସହିତ ମଜା ନିଅନ୍ତୁ ।

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

15 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

23 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

40 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago