ସବୁବେଳେ ଯେଉଁ ମାନଙ୍କୁ ସକାଳୁ ଉଠିବା ମାତ୍ରକେ ପାଣି ପିଇବାର ଅଭ୍ୟାସ ରହିଥାଏ ସେମାନେ ଶୋଇବା ପାଖରେ ପାଣି ରଖି ଶୋଇ ଥାଆନ୍ତି। କିନ୍ତୁ ଏମିତି କରିବା ବୈଜ୍ଞାନିକ ଦ୍ରୁଷ୍ଟିକୋଣରୁ ଭୁଲ ଅଟେ। କାରଣ ରାତି ସମୟରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ ଗ୍ୟାସ ବାହାରିଥାଏ ଯାହା ସକାଳ ପର୍ୟ୍ୟନ୍ତ ପୂରା ରୁମରେ ହୋଇଯାଇଥାଏ। ସେଠାରେ ଥିବା ସବୁ ବସ୍ତୁ ଉପରେ ଏହାର ପ୍ରଭାବ ପଡିଥାଏ। ଯଦି ପାଖରେ ବିନା ଢ଼ାଙ୍କୁଣୀରେ ଗ୍ଲାସରେ ପାଣି ରଖୁଛନ୍ତି ତେବେ ସେହି ଗ୍ୟାସ ସେଥିରେ ମିଶି ଯାଇଥାଏ। ଯାହାଦ୍ବାରା ପାଣିରେ ଉଦାସ, ଥକ୍କାପଣ ରହିଥାଏ। ଏଥିପାଇଁ ପାଣି ଗ୍ଲାସକୁ ଘୋଡାଇ ରଖିଦିଅନ୍ତୁ।
ରାତି ସମୟରେ ଖାଇଥିବା ଭୋଜନର ସିଧା ପ୍ରଭାବ ଆମ ନିଦ ଉପରେ ପଡିଥାଏ। ଜାଣନ୍ତୁ ନିଦ ଆସିବାରେ ସାହାଯ୍ୟ କରୁଥିବା କିଛି ଜିନିଷ ବିଷୟରେ।
ମହୁ – ଉଷୁମ କ୍ଷୀର କିମ୍ବା ହର୍ବାଲ ଚାରେ ଅଳ୍ପ ମହୁ ମିଶାଇ ପିଇବା ଦ୍ବାରା ଭଳ ନିଦ ହୋଇଥାଏ। ଏଥିରେ ଥିବା ଗ୍ଲୁକୋଜ୍ ମସ୍ତିଷ୍କର ନ୍ୟୁରୋଟ୍ରାନ୍ସମିଟରକୁ ବନ୍ଦ କରିବାରେ ସଂକେତ ଦେଇଥାଏ। ଏହା ଆଲର୍ଟନେସର ଏକ କାରକ ଅଟେ।
କଦଳୀ – କାର୍ବୋହାଇଡ୍ରେଟରେ ଭରପୂର ହୋଇଥିବା କଦଳୀ ମସ୍ତିଷ୍କକୁ ରିଲାକ୍ସ କରିବା ହର୍ମୋନ ରିଲିଜ୍ କରିଥାଏ ଯାହା ମସ୍ତିଷ୍କକୁ ଆରାମ ସ୍ଥିତିରେ ନେଇଆସିଥାଏ।
ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…
ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…
ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…
ନୟାଗଡ଼ (କେନ୍ୟୁଜ୍) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…
କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…