ସାଧାରଣତଃ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଲୋକମାନେ ଅଣ୍ଡାର ସେବନ କରିଥାନ୍ତି। ଅଣ୍ଡାରେ ଭରପୂର ମାତ୍ରାରେ ପ୍ରୋଟିନ ଏବଂ ଭିଟାମିନ ରହିଥାଏ ଯାହାଦ୍ବାରା ଆପଣଙ୍କ ଶରୀରରକୁ ବହୁତ ଲାଭ ମିଳିଥାଏ। କିନ୍ତୁ ଏହାକୁ ସୀମିତ ମାତ୍ରାରେ ଖାଇବା ଉଚିତ ବୋଲି କୁହାଯାଏ। ସ୍ବାସ୍ଥ୍ୟ ପାଇଁ ସୀମିତ ମାତ୍ରାରେ ଜିନିଷ ଖାଇବା ହିଁ ଠିକ ହୋଇଥାଏ। ଯଦି ଆପଣ ଅଧିକ ଅଣ୍ଡା ଖାଉଛନ୍ତି ତେବେ ଆପଣଙ୍କୁ କ୍ୟାନ୍ସର ମଧ୍ୟ ହୋଇପାରେ।
-ସପ୍ତାହରେ ତିନି ରୁ ଅଧିକ ଅଣ୍ଡା ଖାଇବା ଦ୍ବାରା ପ୍ରୋଷ୍ଟେଟ କ୍ୟାନ୍ସର ହେବାର ଭୟ ବଢ଼ି ଯାଇଥାଏ। ବୈଜ୍ଞାନିକ ଏହାର କାରଣ ଅଣ୍ଡାରେ ଥିବା କୋଲେଷ୍ଟ୍ରଲ ବା କୋଲାଇନ ବୋଲି କହିଛନ୍ତି।
-ସପ୍ତାହରେ ତିନି ରୁ ଅଧିକ ଅଣ୍ଡା ଖାଇବା ଦ୍ବାରା ହାର୍ଟ ଆଟାକ୍ ଏବଂ ଷ୍ଟ୍ରୋକର ଭୟ ବଢ଼ିଯାଇଥାଏ।
-ଅଣ୍ଡାରେ ମିଳୁଥିବା କୋଲେଷ୍ଟ୍ରଲ ବହୁତ କମ୍ ମାତ୍ରାରେ ରକ୍ତରେ ପହଁଚିଥାଏ। ଅବଶ୍ୟ ଅଣ୍ଡା ଏବଂ ପ୍ରୋଷ୍ଟେଟ କ୍ୟାନ୍ସର ମଧ୍ୟରେ ସମ୍ପର୍କକୁ ନେଇ ଏବେ ଆହୁରି ରିସର୍ଚ୍ଚ ହୋଇପାରେ।
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…
ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…
ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…