ତ୍ବଚାର ଅନାବଶ୍ୟକ କେଶରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଅଣ୍ଡା-ଚିନିର ଫେସପ୍ୟାକ୍

ଝିଅମାନେ ନିଜର ସୁନ୍ଦରତାକୁ ବଜାୟ ରଖିବା ପାଇଁ ଅନେକ ଉପାୟ ଆପଣାନ୍ତି। ସୁନ୍ଦରତା ପାଇଁ ମହିଳାମାନେ ପାର୍ଲରକୁ ଯାଇ ଅନେକ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ମୁହଁରେ ଥିବା ଚୁଟିକୁ ସଫା କରିବା ପାଇଁ ୱାକ୍ସିଂ କରିବା, ଆଇବ୍ରୋ କରିବା ଠାରୁ ଆରମ୍ଭ କରି ଯୁବତୀମାନେ ଅନେକ କଷ୍ଟ ସହୁଛନ୍ତି।
ମୁହଁର ତ୍ବଚା ବହୁତ ସମ୍ବେଦନଶୀଳ। ଏପରିସ୍ଥଳେ ୱାକ୍ସିଂ ବା ବ୍ଲିଚ କରିବା ଦ୍ବାରା ତ୍ବଚାକୁ ହାନି ପହଞ୍ଚିଥାଏ। ଅଣ୍ଡା ଏବଂ ଚିନିର ଘରୋଇ ଉପାୟରେ ବ୍ୟବହାର ତ୍ବଚାରେ ଥିବା ଅନାବଶ୍ୟକ କେଶରୁ ମୁକ୍ତି ଦେବ।

କିପରି ପ୍ରସ୍ତୁତ କରିବେ ଫେସପ୍ୟାକ
ଅଣ୍ଡା ଏବଂ ଚିନିର ଫେସପ୍ୟାକ ପ୍ରସ୍ତୁତ କରିବା ପାଇଁ ଅଣ୍ଡାର ଧଳା ଅଂଶରେ ଦୁଇ ଚାମଚ ଚିନିମିଶାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ହାଲକା ଶୁଖିଗଲା ପରେ ଧୀରେ ଧୀରେ ମସାଜ କରନ୍ତୁ ଏବଂ ପରେ ଧୋଇଦିଅନ୍ତୁ। ଏପରି ଉପାୟକୁ ସପ୍ତାହକୁ ଦୁଇଥର କରନ୍ତୁ।
ଯେଉଁମାନେ ଅଣ୍ଡା ବ୍ୟବହାର କରିବାକୁ ଚାହୁଁନାହାନ୍ତି ସେମାନେ ଲେମ୍ବୁରସ ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ ଦୁଇ ଚାମଚ ଲେମ୍ବୁ ରସରେ ୨ ଚାମଚ ଚିନି ଏବଂ ୧୦ ଚାମଚ ପାଣି ମିଶାଇ ଗୋଳାଇ ଦିଅନ୍ତୁ। ଏହି ପ୍ୟାକ୍କୁ ମୁହଁରେ ୧୫-୨୦ ମିନିଟ ଲଗାଇବା ପରେ ମସାଜ କରନ୍ତୁ। ପରେ ସାଧା ପାଣିରେ ଧୋଇଦିଅନ୍ତୁ। ଏହି ଉପାୟକୁ ସପ୍ତାହରେ ଦୁଇଥର କରନ୍ତୁ। ଏପରି କରିବା ଦ୍ବାରା ମଧ୍ୟ ଅନାବଶ୍ୟକ କେଶକୁ ସଫା କରିପାରିବେ।

Swagatika

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

5 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

7 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

13 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

22 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

22 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

40 mins ago