ଲାଇଫ୍ ଷ୍ଟାଇଲ୍

ଆଖିର ଜ୍ୟୋତି ବଢ଼ାଇବା ପାଇଁ ଫଲୋ କରନ୍ତୁ ଦେଶୀ ଟିପ୍ସ, ଆଉ ପିନ୍ଧିବାକୁ ପଡ଼ିବନି ଚଷମା

ଆଖି ଆମ ଶରୀରର ସବୁଠାରୁ ସୁଖମ ଓ ନରମ ଅଙ୍ଗ  । ତେଣୁ ଚକ୍ଷୁ ଭଳି ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗର ଧ୍ୟାନ ରଖିବା ନିହାତି ଆବଶ୍ୟକ  । କିନ୍ତୁ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଲାପଟପ ସାମ୍ନାରେ କାଟିବା, ଟିଭି ଦେଖିବା, ଭୁଲ ଖାଦ୍ୟପେୟ କାରଣରୁ ଆମ ଆଖି ଧୀରେ ଧୀରେ ଦୁର୍ବଳ ହୋଇପଡେ  । ଆଉ ଏହି କାରଣରୁ ଆଖିର ଜ୍ୟୋତି ବି ଦୁର୍ବଳ ହୋଇଯାଏ  । ଆଉ ସମସ୍ୟା ବଢିଲେ ଚଷମା ଲଗାଇବାକୁ ଆମେ ବାଧ୍ୟ ହେଉ  । ଆଉ ନିୟମିତ ଭାବରେ ଚଷମା ପିନ୍ଧିଲେ ମୁହଁର ସୌନ୍ଦର୍ଯ୍ୟ ବିଗିଡିଯାଏ  । ତେଣୁ ଚଷମାରୁ ମୁକ୍ତି ପାଇବା ପାଇଁ କିଛି ଦେଶୀ ଉପାୟ ଅବଲମ୍ବନ କରିବା ଉଚିତ  ।ତେବେ ଆସନ୍ତୁ ସେ ବିଷୟରେ ଜାଣିବା  ।

ଚଷମା ପିନ୍ଧିବାର କାରଣ:

– ଆଖିର ଯତ୍ନ ନ ନେଲେ

– ଆଖିରେ ପୋଷକ ତତ୍ତ୍ୱର ଅଭାବ ହେଲେ

– ବଂଶାନୁକ୍ରମିକ ଦୋଷ ଥିଲେ

– ଭିଟାମିନ ଏ କମ ଥିଲେ

– ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ସ୍କ୍ରିନ ସାମ୍ନାରେ ବିତେଇଲେ

ଚଷମା କାଢ଼ିବା ସହିତ ଆଖିର ଜ୍ୟୋତି ବଢାଇବା ପାଇଁ ଆଜି ଆମେ ଆପଣଙ୍କୁ ଦୁଇଟି ଦେଶୀ ଉପାୟ ବାବଦରେ କହିରଖୁଛୁ  ।

୧. ଗାଈ ଘିଅ ସହ ଗୋଲମରିଚର ସେବନ:

ଅଧା ଚାମଚ ଗାଈ ଘିଅକୁ ଗରମ କରି ସେଥିରେ ଅଧା ଚାମଚ ଗୋଲମରିଚ ଗୁଣ୍ଡ ମିଶାନ୍ତୁ  । ସକାଳେ ଖାଲି ପେଟରେ ଏହାକୁ ସେବନ କରନ୍ତୁ  । ଏହା ପରେ ଗୋଟେ ଗ୍ଲାସ ଉଷୁମ ପାଣି ପିଇ ଦିଅନ୍ତୁ । ପ୍ରତିଦିନ ଏହାର ସେବନ ଆଖିର ଦୃଷ୍ଟି ଶକ୍ତି ବଢ଼ାଇଥାଏ | ଆପଣ ମାତ୍ର ୭ ଦିନ ଭିତରେ ଫରକ ଜାଣିପାରିବେ  ।

୨. ସୋରିଷ ତେଲ ପାଦରେ ମାଲିସ କରନ୍ତୁ:

ଶୋଇବା ପୂର୍ବରୁ କିଛି ସୋରିଷ ତେଲ ପାଦ ତଳେ ମାଲିସ କରନ୍ତୁ  । ୨ ରୁ ୩  ମିନିଟ ପାଇଁ ଗୋଲାକାର ଭାବରେ ମସାଜ କରନ୍ତୁ  । ପରଦିନ ଗାଧୋଇବା ପରେ ନଖ ଉଷୁମ ପାଣିରେ କିଛି ସମୟ ବୁଡାଇ ଦିଅନ୍ତୁ । ରାତିରେ ପ୍ରତିଦିନ ପାଦର ମାଲିସ କରନ୍ତୁ  । ଦିନ ସମୟରେ ତେଲ ମାଲିସ କଲେ ପାଦ ଖସି ଯିବାର ଅନେକ ଆଶଙ୍କା ରହିଛି  ।

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

5 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

16 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

29 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

32 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

52 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago