ଅଫିସ୍‌ରେ ଆଫେୟାର ପଡିପାରେ ଆପଣଙ୍କୁ ମହଙ୍ଗା, ପୂର୍ବରୁ ହୋଇଯାଆନ୍ତୁ ସାବଧାନ

ମଣିଷ ପରସ୍ପର ମଧ୍ୟରେ ସମ୍ପର୍କ ରଖିବା ବହୁତ ସାଧାରଣ କଥା। ଆମେ ସାଧାରଣତଃ ସାଙ୍ଗସାଥି, ବନ୍ଧୁ ପରିବାର, କର୍ମସ୍ଥଳରେ ଅନେକ ସମ୍ପର୍କ ସ୍ଥାପନା କରିଥାଉ। ଅନେକ ସମୟରେ ଅଫିସରେ କର୍ମଚାରୀମାନେ ନିଜ କଥାକୁ ଛାଡି ଅନ୍ୟର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବାକୁ ଭଲପାନ୍ତି। ଏଥିପାଇଁ ସବୁବେଳେ ଅଫିସରେ ଆପଣଙ୍କ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଥାଏ। ଆପଣ କାହା ସହିତ କଥା ହେଲେ, ଫୋନ କଲେ, କୁଆଡେ ଗଲେ ଏହି କଥାକୁ ପ୍ରାୟତଃ ସମସ୍ତେ ନଜରରେ ରଖିଥାନ୍ତି। ବେଳେ ବେଳେ ଲୋକ ଜୀବନରେ ରୋମାଞ୍ଚ ଆଣିବା ପାଇଁ ଅଫିସରେ ଆଫେୟାର ରଖିଥାନ୍ତି। କିନ୍ତୁ ଏହି ସମ୍ପର୍କ ବେଳେ ବେଳେ ଆପଣଙ୍କ ଲାଇଫ୍‌ ଉପରେ ବେଶୀ ଖରାପ ପ୍ରଭାବ ପକାଇଥାଏ ଯେ ଯାହା ଆପଣଙ୍କ ପାଇଁ ପଡିପାରେ ମହଙ୍ଗା। କ’ଣ ରହିଛି ଏହାର ପ୍ରଭାବ ଆସନ୍ତୁ ଜାଣିବା..

କାମରେ ଲାଗିନଥାଏ ଧ୍ୟାନ :

ଅନେକ ଥର ଅଫିସରରେ ଆଫେୟାର ଯୋଗୁଁ କାମରେ ମନ ଲାଗିନଥାଏ। ଏଥିପାଇଁ ଆପଣଙ୍କ ସମ୍ମାନ ଅଫିସରେ କମ୍‌ ହେବାକୁ ଲାଗିଥାଏ। ଏହାର ପ୍ରଭାବ କାମ ଉପରେ ପଡେ, ଯେଉଁଥିପାଇଁ ଆପଣଙ୍କ ଚାକିରି ମଧ୍ୟ ଯାଇପାରେ।

ବ୍ୟକ୍ତିଗତ ଜୀବନ ଉପରେ ପଡେ ପ୍ରଭାବ :

ଅଫିସରେ ରୋମାନ୍ସ କରିବା ଏହା ଆପଣଙ୍କ ପର୍ସନାଲ ଲାଇଫ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଏଥିପାଇଁ ଆପଣ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫକୁ ସମ୍ଭାଳିପାରନ୍ତି ନାହିଁ।

ଅନ୍ୟ ସହକର୍ମୀଙ୍କ ଠାରୁ ଦୂରତା :

ଅଫିସରେ ଆଫେୟାର ଯୋଗୁଁ ଆପଣଙ୍କ ସଂପୂର୍ଣ୍ଣ ଧ୍ୟାନ ଆପଣଙ୍କ ପାଟର୍ନର ଉପରେ ରହିଥାଏ। ଯେଉଁଥିପାଇଁ ଆପଣ ଅନ୍ୟ ସହକର୍ମୀଙ୍କୁ ସମୟ ଦେଇପାରନ୍ତି ନାହିଁ। ସେମାନଙ୍କ ଠାରୁ ଦୂରତା ରକ୍ଷା କରନ୍ତି। ଏଥିପାଇଁ ଆପଣଙ୍କ ସହକର୍ମୀଙ୍କ ମଧ୍ୟରେ ଦୂରତା ବଢିଥାଏ। ଯେଉଁଥିପାଇଁ ସେମାନେ ଆପଣଙ୍କୁ ଦରକାର ସମୟରେ ସାହାଯ୍ୟ କରନ୍ତି ନାହିଁ।

Swagatika

Recent Posts

ଦୋକାନ ଭିତରେ ମାଡିଗଲା ଟ୍ରକ: ଜଣେ ମୃତ, ୨ ଗୁରୁତର

ଆସିକା (କେନ୍ୟୁଜ): ଦୋକାନ ଭିତରେ ମାଡିଗଲା ଟ୍ରକ ।  ଜଣେ ମୃତ, ୨ ଗୁରୁତର ।  ଗୁରୁତରଙ୍କୁ ଆସିକା ଉପଖଣ୍ଡ…

14 mins ago

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେବେ କାମଚଳା ବାଚସ୍ପତି, ଆଜି ରାଜଭବନରେ ନେବେ ଶପଥ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ । ୧୯ ତାରିଖରେ ବାଚସ୍ପତି ପଦ ପାଇଁ…

46 mins ago

ଆଜିର ପେଟ୍ରୋଲ ଦର ଅପଡେଟ, ଗାଡ଼ିରେ ତେଲ ପକାଇବା ପୂର୍ବରୁ ଏଠାରେ ଚେକ କରିନିଅନ୍ତୁ

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

1 hour ago

ବାହାଘର ପାଇଁ ସୁନା କିଣିବାକୁ ଚାହୁଁଥିଲେ ନଜର ପକାନ୍ତୁ, କେତେ ରହିଛି ଆଜିର ରେଟ

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

1 hour ago

ଇଟାଲି ଗସ୍ତରେ ପ୍ରଧାନମନ୍ତ୍ରୀ, ଜି-୭ ଶିଖର ସମ୍ମିଳନୀରେ ଦେବେ ଯୋଗ

ନୂଆଦିଲ୍ଲୀ : ଇଟାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତୃତୀୟ ଥର ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହା…

1 hour ago

ଓଲଟିଲା ପାନ ବୋଝେଇ ପିକଅପ୍ , ୩ ମୃତ

କାକଟପୁର (କେନ୍ୟୁଜ): ପହିଲି ରଜରେ ଅଘଟଣ ।  ଓଲଟିଲା ପାନବୋଝେଇ ପିକଅପ୍ , ୩ ମୃତ।  କାକଟପୁର ଜଗନ୍ନାଥପୁରଠାରେ ସଡ଼କ…

2 hours ago