ରାଜମା ଖାଉଛନ୍ତି କି ? ଧ୍ୟାନରେ ରଖନ୍ତୁ ଏହିସବୁ କଥା

ରାଜମା ଖାଇବାକୁ ଆମେ ସମସ୍ତେ ଭଲପାଇଥାଉ। କିନ୍ତୁ ଏହା ଆମ ଶରୀର ପାଇଁ କେତେକ ସ୍ଥଳରେ ଉପକାରୀ ହୋଇଥିବା ବେଳେ ଅନ୍ୟ କେତେକ କ୍ଷେତ୍ରରେ ଅପକାରୀ ମଧ୍ୟ ହୋଇଥାଏ। ରାଜମା ଖାଇବା ଦ୍ୱାରା ଶରୀର ଉପରେ କି ପ୍ରଭାବ ପଡେ ତାହା ଜାଣିବା।

ଇମ୍ୟୁନିଟ ବୃଦ୍ଧି କରେ : ରାଜମାରେ କେବଳ ପ୍ରୋଟିନ ନୁହେଁ ବରଂ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ଭରପୂର ରହିଥାଏ। ଏହା ଶରୀର ଅନେକ ରୋଗ ସହିତ ଲଢିବା କ୍ଷମତା ବଢାଇଥାଏ।

ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ : ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ନିଜ ଡାଏଟରେ ଏହାକୁ ସାମିଲ କରାନ୍ତୁ। ଏଥିରେ ଥିବା ଫାଇବର ଯୋଗୁଁ ଖଶିବା ପରେ ପେଟ ଭରପୂରା ଲାଗିଥାଏ। ଏଥିପାଇଁ ବେଶୀ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏନାହିଁ। ଏହାକୁ ଖାଇବା ପରେ ଅନେକ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ଭୋକ ମଧ୍ୟ ଲାଗିନଥାଏ।

ସୀମିତ ମାତ୍ରାରେ ଖାଆନ୍ତୁ : ରାଜମାରେ ଅଧିକ ମାତ୍ରା ଖାବା ମଧ୍ୟ ଶରୀର ପାଇଁ କ୍ଷତିକାରକ। ଏହାକୁ ଅଳ୍ପମାତ୍ରାରେ ଖାଇବା ଉଚିତ। ଏହାଦ୍ୱାରା ଶରୀରରେ ଅଧିକ ଫାଇବର ଏବଂ ଆଇରନ ମାତ୍ରା ରହିଥିବା ଯୋଗୁଁ ପାଚନକ୍ରିୟା ବ୍ୟତୀତ ଅନ୍ୟ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ।

Swagatika

Recent Posts

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

26 mins ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

28 mins ago

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

34 mins ago

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

1 hour ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

2 hours ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

2 hours ago